ବିଜେପି ଖେଳିଲା ଚାଲ: ଯିଏ କୃଷି ଆଇନକୁ ବିରୋଧ କରୁଥିଲେ ସିଏ ଏବେ...

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି)ର ସଭାପତି ପଦରୁ ଇସ୍ତଫା ଦେବା ପରେ ଅକାଳି ଦଳ ନେତା ମନଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ମନଜିନ୍ଦର ସିଂ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହି ଅବସରେ ସେ ନିଜ ସହକର୍ମୀ ଓ ଅନ୍ୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ପଦରୁ ଇସ୍ତଫା ଦେଉଛି ବୋଲି କହିଛନ୍ତି। ତେଣୁ ସେ ଆଗାମୀ […]

p11

p11

Tapas Behera
  • Published: Wednesday, 01 December 2021
  • Updated: 01 December 2021, 09:24 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି)ର ସଭାପତି ପଦରୁ ଇସ୍ତଫା ଦେବା ପରେ ଅକାଳି ଦଳ ନେତା ମନଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ମନଜିନ୍ଦର ସିଂ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହି ଅବସରେ ସେ ନିଜ ସହକର୍ମୀ ଓ ଅନ୍ୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ପଦରୁ ଇସ୍ତଫା ଦେଉଛି ବୋଲି କହିଛନ୍ତି। ତେଣୁ ସେ ଆଗାମୀ ଡିଏସଜିଏମସି  ଆଭ୍ୟନ୍ତରୀଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ମୋର ସମ୍ପ୍ରଦାୟ, ମାନବିକତା ଏବଂ ରାଷ୍ଟ୍ର ପାଇଁ ପୂର୍ବପରି ସେବା ଜାରି ରହବି ବୋଲି ସେ କହିଛନ୍ତି।  ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ମନଜିନ୍ଦର ସିଂ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଛି। ବିଜେପିରେ ମନଜିନ୍ଦର ସିଂ ମିଶିବା ପରେ ଦଳ ପକ୍ଷରୁ ଏକ ଭିଡିଓ ସମ୍ବଳିତ ଟ୍ୱିଟ୍ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଉପସ୍ଥିତିରେ ମନଜିନ୍ଦର ସିଂ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମନଜିନ୍ଦର ସିର୍ସାଙ୍କର ପ୍ରମୁଖ ଭୂମିକା ରହିବ ବୋଲି ଶେଖାୱତ କହିଛନ୍ତି।
https://twitter.com/JPNadda/status/1466016189725876228?s=20

ଶେଖାୱତ କହିଛନ୍ତି, ମୁଁ ତାଙ୍କୁ ବିଜେପି ପରିବାରରେ ସାମିଲ କରିଛି। ଆଗାମୀ ପଞ୍ଚାବ ନିର୍ବାଚନରେ ​​ସିର୍ସାଙ୍କ ଯୋଗଦାନ ଦଳ ପାଇଁ ନିଶ୍ଚିତ ସହାୟକ ହେବ। ଏହି ଅବସରରେ ପୂର୍ବତନ ଅକାଳୀ ଦଳର ନେତା ମନଜିନ୍ଦର ସିଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନଜିନ୍ଦର ସିର୍ସା କହିଛନ୍ତି ଯେ ମୁଁ ଗୁରୁଦ୍ୱାର ପରିଚାଳନା କମିଟି ମାଧ୍ୟମରେ ଦେଶ ତଥା ମାନବିକତାର ସେବା କରିଛି। ଜେପି ନଡ୍ଡା ମନଜିନ୍ଦର ସିର୍ସାଙ୍କୁ ସ୍ୱାଗତ କରିବା ସହ ତାଙ୍କ ଅଭିଜ୍ଞତା ସଂଗଠନକୁ ସାହାଯ୍ୟ କରିବ ବୋଲି ଆଶା ପ୍ରକଟ କରିଛନ୍ତି। କୃଷି ଆଇନକୁ ନେଇ  ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ଅକାଳି ଦଳ ଏକ ପ୍ରମୁଖ ଚେହେରା ଥିଲା । ତିନୋଟି ବିବାଦୀୟ ଚାଷ ଆଇନ ବିରୋଧରେ ଦୃଢ଼ ସମର୍ଥକ ଥିଲେ ମନଜିନ୍ଦର ସିଂ। ଯେଉଁ ବିବାଦୀୟ ଆଇନକୁ ବିରୋଧ ପରେ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story