ଲାଗିଲା ବ୍ରେକ୍‌: ଏବେ ଉଡ଼ିବା ମନା

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ବ୍ରେକ୍‌। କୋଭିଡ୍‌ର ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁ ଦୀର୍ଘ ମାସ ହେଲା କମର୍ସିଆଲ ଉଡ଼ାଣ ବନ୍ଦ ଥିବା ବେଳେ ଡିସେମ୍ବର ୧୫ରେ ପୁନଃସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ କିଛି ଦିନ ହେବ ଓମିକ୍ରନ୍‌ ଭ୍ୟାରିଆଣ୍ଟ  ଉଭା ହେବା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ […]

air-India

air-India

Tapas Behera
  • Published: Wednesday, 01 December 2021
  • Updated: 01 December 2021, 03:57 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ବ୍ରେକ୍‌। କୋଭିଡ୍‌ର ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁ ଦୀର୍ଘ ମାସ ହେଲା କମର୍ସିଆଲ ଉଡ଼ାଣ ବନ୍ଦ ଥିବା ବେଳେ ଡିସେମ୍ବର ୧୫ରେ ପୁନଃସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ କିଛି ଦିନ ହେବ ଓମିକ୍ରନ୍‌ ଭ୍ୟାରିଆଣ୍ଟ  ଉଭା ହେବା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି କମର୍ସିଆଲ ଅନ୍ତର୍ଜାତିକ ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଥିବା ବେଳେ ଏହାକୁ ନେଇ ପୁନର୍ବାର ବିଚାର କରି ନିଷ୍ପତ୍ତି ନିଆଯିବ। ସେହିପରି ବିଦେଶରୁ  ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ମଧ୍ୟ ରଖାଯାଇଛି।  ବିଷେଶ କରି ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ କଟକଣା ଲାଗୁ କରାଯାଇଛି। ସମ୍ପୃକ୍ତ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ଓ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳ କରାଯାଇଛି।  କୋଭିଡ୍‌ରଓମ୍ରିକନ ଭ୍ୟାରିଆଣ୍ଟ ପୂର୍ବରୁ ଆସିଥିବା ସମସ୍ତପ୍ରକାର ଭ୍ୟାରିଆଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେପଟେ ସମ୍ଭାବ୍ୟ ବିପଦ ଥିବା ରାଷ୍ଟ୍ରମାନଙ୍କରୁ ୬ଜଣ ଆନ୍ତର୍ଜାତିକ ଯାତ୍ରୀ କୋଭିଡ୍‌ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିବା କଥା ଆଜି ସକାଳେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ କହିଛି।

ପଜିଟିଭ୍ ଚିହ୍ନଟ ୬ଜଣଙ୍କ ଠାରେ ପ୍ରାୟ କୌଣସି ଲକ୍ଷଣ ନାହିଁ କିଂବା ଅତି ସାମାନ୍ୟ ଲକ୍ଷଣ ରହିଛି। ଗୁଣସୂତ୍ର ଅନୁକ୍ରମ ପାଇଁ ସେମାନଙ୍କ ନମୁନାଗୁଡ଼ିକୁ ପଠାଇ ଦିଆଯାଇଛି ଏବଂ ସେମାନଙ୍କର ‘କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌’ ଚାଲିଥିବା କଥା ସ୍ବାସ୍ଥ୍ୟ ବିଭାଗ କହିଛି। ‘ଓମିକ୍ରନ୍‌ କୋଭିଡ୍‌ ଷ୍ଟ୍ରେନ୍‌’ ସଂକ୍ରମଣ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଭାରତରେ ଥିବା ବିମାନ ବନ୍ଦରଗୁଡ଼ିକରେ ‘ସମ୍ଭାବ୍ୟ ବିପଦ ରାଷ୍ଟ୍ର’ମାନଙ୍କରୁ ଆଗତ ଯାତ୍ରୀମାନଙ୍କ ପାଇଁ କଠୋର କ୍ବାରେଣ୍ଟିନ୍‌ ଏବଂ ପରୀକ୍ଷା ନିୟମ ପ୍ରଣୟନ କରାଯାଇଛି।

‘ସମ୍ଭାବ୍ୟ ବିପଦ ରାଷ୍ଟ୍ର’ମାନଙ୍କରୁ ଆଗତ ଯାତ୍ରୀମାନଙ୍କର ନମୁନା ପରୀକ୍ଷା ଫଳାଫଳ ଘୋଷଣା ନ କରାଯିବା ପର୍ଯ୍ୟନ୍ତ ସେମାନେ ବିମାନ ବନ୍ଦରରୁ ବାହାରକୁ ଯାଇ ପାରିବେ ନାହିଁ। ନେଗେଟିଭ୍‌ ଆସିଥିବା ଯାତ୍ରୀମାନଙ୍କୁ ମଧ୍ୟ ୭ ଦିନ କ୍ବାରେଣ୍ଟିନ୍‌ରେ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story