କଂଗ୍ରେସ-ଡିଏମକେ ଉପରେ ବର୍ଷିଲେ ଶାହ, 2ଜି ସ୍କାମ କିଏ କରିଛି?

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହ। ରବିବାର ରାଲି କରିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଏବଂ ଡିଏମକେ ଉପରେ ଜୋରଦାର ବର୍ଷିଛନ୍ତି। ତାମିଲନାଡୁର ବିଲ୍ଲୁପୁରମରେ ଆୟୋଜିତ ବିଜେପି ସଂକଳ୍ପ ରାଲିରେ ଅମିତ ଶାହ ବଂଶବାଦ ଏବଂ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ତାମିଲନାଡୁରେ 2ଜି, 3ଜି, 4ଜି ସବୁକିଛି ମିଳୁଛ। ଅମିତ ଶାହ କଂଗ୍ରେସ ଏବଂ ଡିଏମକେ ଉପରେ ବଂଶବାଦ କଥା ଉଠାଇଛନ୍ତି। ଶାହ 2ଜିର ଅର୍ଥ […]

amit-shah

amit-shah

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 10:00 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହ। ରବିବାର ରାଲି କରିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଏବଂ ଡିଏମକେ ଉପରେ ଜୋରଦାର ବର୍ଷିଛନ୍ତି। ତାମିଲନାଡୁର ବିଲ୍ଲୁପୁରମରେ ଆୟୋଜିତ ବିଜେପି ସଂକଳ୍ପ ରାଲିରେ ଅମିତ ଶାହ ବଂଶବାଦ ଏବଂ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି ତାମିଲନାଡୁରେ 2ଜି, 3ଜି, 4ଜି ସବୁକିଛି ମିଳୁଛ। ଅମିତ ଶାହ କଂଗ୍ରେସ ଏବଂ ଡିଏମକେ ଉପରେ ବଂଶବାଦ କଥା ଉଠାଇଛନ୍ତି। ଶାହ 2ଜିର ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି ଏହାର ଅର୍ଥ ମାରନ ପରିବାରର ଦୁଇଟି ପିଢ଼ି। 3ଜିର ଅର୍ଥ କୁରୁଣାନିଧି ପରିବାର ଏବଂ 4ଜିର ଅର୍ଥ କଂଗ୍ରେସର ଚାରି ପିଢ଼ି।

ସେହିପରି 2ଜି ବାବଦରେ ଅଧିକ କହିବାକୁ ଯାଇ ଡିଏମକେକୁ ପ୍ରଶ୍ନ କରିଛନ୍ତି। ଡିଏମକେ ଦୁର୍ନତି ବିରୋଧରେ ଅନେକ ପ୍ରସଙ୍ଗ ଉଠାଉଛି। ହେଲେ 2ଜି ସ୍କାମ୍ କଣ ବୋଲି ଡିଏମକେ ନେତା ଷ୍ଟାଲିନଙ୍କୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୟୁପିଏ ସରକାର ବେଳେ ଏହି 2ଜି ସ୍କାମ୍ ହୋଇଥିଲା। ଯେଉଁଥିରେ ଡିଏମକେ ସାଂସଦ ଏ ରାଜା ଓ କାନ୍ନିମୋଝୀ ଆଦି ଏହି ମାମଲାରେ ଜେଲ୍ ଯାଇଥିଲେ।

ଶାହ ଆହାରୁ କହିଛନ୍ତି, ତାମିଲନାଡୁ ସରକାର ଦେଶର ଶୀର୍ଷରେ ଅଛନ୍ତି। ସରକାରୀ ଚଳାଇବା ଏବଂ ପାଣି ପରିଚାଳନାରେ ତାମିଲନାଡୁ ଏକ ନମ୍ବର। ଜିଲ୍ଲା ବିକାଶରେ ମଧ୍ୟ ଦକ୍ଷିଣ ରାଜ୍ୟରେ ତାମିଲନାଡୁ ଆଗରେ ରହିଛି। ବର୍ତ୍ତମାନ ମୋଦି ସରକାର ନୂଆ ଶିକ୍ଷା ନୀତି ଆଣିଛନ୍ତି। ଏବେ ବିଦେଶୀ ଭାଷାରେ ଆଉ ଲୋକେ ଶିକ୍ଷା ଗ୍ରହଣ କରିବେ ନାହିଁ।

ରାହୁଲ ଗାନ୍ଧୀଙ୍କ ଉପରେ ବ୍ୟଙ୍ଗ କରି ଶାହ କହିଛନ୍ତି, 'ତାଙ୍କ ଭାଷା ଇଟାଲୀ ଆମ ଦେଶର ଭାଷା କି? ତାମିଲନାଡୁରେ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ତାମିଲ ଭାଷାରେ ହେବ ବୋଲି ପିଏମ୍ କହିଛନ୍ତି। ସେହିଭଳି ଅନ୍ୟ ରାଜ୍ୟରେ ସେମାନଙ୍କର ମାତୃଭାଷାରେ ପାଠପଢ଼ା ହେବ’।

ଅମିତ ଶାହା କହିଛନ୍ତି ଯେ ତାମିଲନାଡୁ ଆସିବା ପରେ ରାହୁଲ ଜଲ୍ଲିକାଟ୍ଟୁ ଦେଖିବାକୁ ଯାଇଥିଲେ। ତାଙ୍କ ୟୁପିଏ ସରକାର ଏହାର ନିର୍ବାଚନୀ ଇସ୍ତାହାରରେ ଏହି ପରମ୍ପରାକୁ ବନ୍ଦ କରିବାକୁ ଘୋଷଣା କରିଥିଲା। ହେଲେ ତାମିଲନାଡୁର ଏହି ପାରମ୍ପାରିକ ଖେଳକୁ ବଞ୍ଚାଇବା ପାଇଁ ବିଜେପି ବିଜ୍ଞପ୍ତି ପ୍ରକାଶ କରିଥିଲା।

ମୋଦି ଦେଶର ଉନ୍ନତୀ କଥା ଚିନ୍ତା କରୁଛନ୍ତି। ହେଲେ ସୋନିଆ ତାଙ୍କ ପୁଅ ରାହୁଲ କିଭଳି ପ୍ରଧାନମନ୍ତ୍ରୀ ହେବ ସେ କଥା ଚିନ୍ତା କରୁଛନ୍ତି ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story