ରାସ୍ତାକୁ ଓହ୍ଲାଇଲେ ନାଗାଲାଣ୍ଡର ଜନତା, କହିଲେ ଅମିତ ଶାହ କ୍ଷମା ମାଗନ୍ତୁ

କୋହିମା: ନାଗାଲାଣ୍ଡରେ ହିଂସାକୁ ନେଇ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତିକୁ ନେଇ ପ୍ରତିବାଦ କରାଯାଇଛି। ସଂସଦରେ ଅମିତ ଶାହ ମିଛ କହିଥିବା ଅଭିଯୋଗ ଆଣି ନାଗାଲାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଜନତା। ବିକ୍ଷୋଭ ଓ ନାରା ବାଜି ପ୍ରଦର୍ଶନ କରାଯିବା ସହିତ ଅମିତ ଶାହ କ୍ଷମା ମାଗିବାକୁ ଦାବି କରାଯାଇଛି। ସଂସଦରେ ଶାହ ମିଥ୍ୟା ବୃବୃତ୍ତି ରଖିବା ସହ ମନଗଢ଼ା କଥା କହିଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିକ୍ଷୋଭକାରୀମାନେ ଗୃହମନ୍ତ୍ରୀଙ୍କ […]

amit

amit

Tapas Behera
  • Published: Saturday, 11 December 2021
  • Updated: 11 December 2021, 08:40 PM IST

Sports

Latest News

କୋହିମା: ନାଗାଲାଣ୍ଡରେ ହିଂସାକୁ ନେଇ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତିକୁ ନେଇ ପ୍ରତିବାଦ କରାଯାଇଛି। ସଂସଦରେ ଅମିତ ଶାହ ମିଛ କହିଥିବା ଅଭିଯୋଗ ଆଣି ନାଗାଲାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଜନତା। ବିକ୍ଷୋଭ ଓ ନାରା ବାଜି ପ୍ରଦର୍ଶନ କରାଯିବା ସହିତ ଅମିତ ଶାହ କ୍ଷମା ମାଗିବାକୁ ଦାବି କରାଯାଇଛି। ସଂସଦରେ ଶାହ ମିଥ୍ୟା ବୃବୃତ୍ତି ରଖିବା ସହ ମନଗଢ଼ା କଥା କହିଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିକ୍ଷୋଭକାରୀମାନେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲ।  ସେପ଼ହିପରି ନାଗାଲାଣ୍ଡରେ ଜାରିତବା ଆଫସା ଆକ୍ଟକୁ ମଧ୍ୟ ବିରୋଧ କରାଯାଇଛି। ଏହି ବିକ୍ଷୋଭକାରୀମାନେ ହିଂସା ଘଟିଥିବା ଅଞ୍ଚଳ ଓଟିଂର ବାସିନ୍ଦା।  ଆଦିବାସୀ ସଙ୍ଗଠନ କୋନ୍ୟାକ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି। ସେମାନେ କହିଛନ୍ତି ଯେ ଆମେ ନ୍ୟାୟ ଚାହୁଁଛୁ । ସମବେଦନା କି ସହାନଭୂତି ନୁହଁ। ଏଥିସହ ଅମିତ ଶାହ କ୍ଷମା ମାଗନ୍ତୁ ଏବ ସଂସଦରେ ଦେଇଥିବା  ବିବୃତି ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ  ସଂସଦକୁ  ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।

ପୂର୍ବରୁ ଏହି ଘଟଣାରେ ଏକ ସ୍ୱାଧୀନ ସଂସ୍ଥା ତଦନ୍ତ କରି ଘଟଣା ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି। ନାଗାଲାଣ୍ଡ ହଂସାକୁ ନେଇ  କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ଉଭୟ ସଦନରେ ବିବୃତ୍ତି ରଖିଥିଲେ। ସେ କହିଥିଲେ ଯେ, ଯେତେବେଳେ ଟ୍ରକ୍‌ଟି ଗାଁ ଲୋକଙ୍କୁ ନେଇ ଯାଉଥିଲା, ସେତେବେଳେ ସେନା ପକ୍ଷରୁ ଅଟକିବା ପାଇଁ କୁହାଯାଇଥିଲା। ହେଲେ ଟ୍ରକ୍‌ଟି ଦ୍ରୁତ ଗତିରେ ଚାଲିଯାଇଥିଲା। ଫଳରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।  ଉକ୍ତ ଟ୍ରକ୍‌ରେ ଉଗ୍ରବାଦୀଥିବା ସେନା ପକ୍ଷରୁ ସନ୍ଦେହ କରାଯାଇ ଗୁଳିଚାଳନା କରାଯାଇଥିଲା ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ସେନା ପକ୍ଷରୁ ଏକ ବୟାନ ଦିଆଯାଥିଲା। ଉକ୍ତ ଟ୍ରକ୍‌ରେ ରାଇଫଲ ଥିବା ସୁରକ୍ଷା ଅଧିକାରୀଙ୍କ  ନଜରରେ ପଡ଼ିଥିଲା ବୋଲି କୁହାଯାଇଥିଲା। ଏହାର ଏକ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ଗତ ଶନିବାର ଟିରୁ  ଗ୍ରାମରୁ ୮ ଜଣ ଖଣିଶ୍ରମିକ ନିଜ ଗାଁ ଓଟିଂ ଫେରୁଥିଲେ। ତେବେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ। ଗୁଳିମାଡ଼ରେ  ୧୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story