ପ୍ରତିଦିନ ଭାରତରେ ଆତ୍ମହତ୍ୟା କରୁଛନ୍ତି ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଛନ୍ତି। ଗତବର୍ଷ ଭାରତରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ହିସାବ ଦେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଲୋକସଭାରେ ଏହି ତଥ୍ୟ ଉପସ୍ଥାପିତ କରିଛନ୍ତି। ଏହି ତଥ୍ୟ ଦର୍ଶାଇଛି ଗତବର୍ଷ ଦେଶରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ କ୍ରାଇମ୍ ବ୍ୟୁରୋ(ଏନ୍‌ସିଆରବି) ପକ୍ଷରୁ ମିଳିଥା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଲୋକସଭାରେ ଉପସ୍ଥାପିତ […]

parlyament

parlyament

Niranjan Mishra
  • Published: Wednesday, 21 December 2022
  • Updated: 21 December 2022, 10:52 AM IST

Sports

Latest News

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଛନ୍ତି। ଗତବର୍ଷ ଭାରତରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ହିସାବ ଦେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଲୋକସଭାରେ ଏହି ତଥ୍ୟ ଉପସ୍ଥାପିତ କରିଛନ୍ତି। ଏହି ତଥ୍ୟ ଦର୍ଶାଇଛି ଗତବର୍ଷ ଦେଶରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ କ୍ରାଇମ୍ ବ୍ୟୁରୋ(ଏନ୍‌ସିଆରବି) ପକ୍ଷରୁ ମିଳିଥା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଲୋକସଭାରେ ଉପସ୍ଥାପିତ କରିଥିଲେ। ସେ କହିଥିଲେ ଦେଶରେ ଗତବର୍ଷ ୪୨ ହଜାର ୪ ଜଣ ଦିନ ମଜୁରିଆ ଓ ୨୩ ହଜାର ୧୭୯ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି।

ଯାହା ଭିତରେ ୨୦ ହଜାର ୨୩୧ ଜଣ ରୋଜଗାରକ୍ଷମ ବ୍ୟକ୍ତି, ୧୫ ହଜାର ୮୭୦ ଜଣ ଦରମା ପାଉଥିବା ବ୍ୟକ୍ତି, ୧୩ ହଜାର ୭୧୪ ଜଣ ବେକାର, ୧୩ ହଜାର ୮୯ ଜଣ ବିଦ୍ୟାର୍ଥୀ, ୧୨ ହଜାର ୫୫ ଜଣ ବ୍ୟବସାୟୀ,  ୧୧ ହଜାର ୪୩୧ ଜଣ ଘରୋଇ ସଂସ୍ଥା କରିଥିବା ବ୍ୟକ୍ତି ରହିଛନ୍ତି।

ସେହିପରି ୧୦ ହଜାର ୮୮୧ କୃଷି ଉଦ୍ୟୋଗୀ, ୫ ହଜାର ୫୬୩ ଜଣ କୃଷି ଶ୍ରମିକ, ୫ ହଜାର ୩୧୮ ଜଣ ଚାଷୀ, ୪ ହଜାର ୮୦୬ ଜଣ ବିନା ସରକାରୀ ସହାୟତାରେ ଚାଷ ଜମି ଥିବା ଅଥବା ନିଜସ୍ୱ ଉଦ୍ୟମରେ ଚାଷ କରୁଥିବା ବ୍ୟକ୍ତି, ୫୧୨ ଜଣ ବିନା କୌଣସି ସରକାରୀ ସହାୟତାରେ ଲିଜ୍‌ରେ ଚାଷ ଜମି ନେଇ ଚାଷ କରୁଥିବା ବ୍ୟକ୍ତି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story