ଉଦ୍ଧାର ହେଲେ ଦୁଇ, ଏବେ ବି ଜଣେ ନିଖୋଜ

ଗୌହାଟି: ଅପହୃତ ହୋଇଥିବା ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ଆସାମ ରାଇଫଲ୍ସ ଓ ଭାରତୀୟ ସେନା ମିଳିତ ଭାବରେ ଅପରେସନ କରି ଦୁଇ ଜଣଙ୍କୁ ଉଦ୍ଧାର କରିଛି। ହେଲେ ଏବେ ବି ଅନ୍ୟ ଜଣ ମହିଳା ଓଏନଜିସି କର୍ମଚାରୀ ଅପହୃତ ଥିବା ସୂଚନା ରହିଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ମୋହିନୀ ମୋହନ ଗୋଗୋଇ, ଏବଂ ଆଲାକେଶ ସାଇକିଆ […]

ongc

ongc

Subhransu Sekhar
  • Published: Saturday, 24 April 2021
  • Updated: 24 April 2021, 12:21 PM IST

Sports

Latest News

ଗୌହାଟି: ଅପହୃତ ହୋଇଥିବା ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ଆସାମ ରାଇଫଲ୍ସ ଓ ଭାରତୀୟ ସେନା ମିଳିତ ଭାବରେ ଅପରେସନ କରି ଦୁଇ ଜଣଙ୍କୁ ଉଦ୍ଧାର କରିଛି। ହେଲେ ଏବେ ବି ଅନ୍ୟ ଜଣ ମହିଳା ଓଏନଜିସି କର୍ମଚାରୀ ଅପହୃତ ଥିବା ସୂଚନା ରହିଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତିନି ଓଏନଜିସି କର୍ମଚାରୀଙ୍କ ମଧ୍ୟରୁ ମୋହିନୀ ମୋହନ ଗୋଗୋଇ, ଏବଂ ଆଲାକେଶ ସାଇକିଆ ଉଦ୍ଧାର ହୋଇଥିବା ବେଳେ ରିତୁଲ ସାଇକିଆଙ୍କ ଖୋଜ ଖବର ଏବେ ବି ମିଳିପାରି ନାହିଁ।

https://twitter.com/ANI/status/1385786958295670784?s=20

ଆସାମ-ନାଗାଲାଣ୍ଡ ସୀମା ନିକଟ ଶିବସାଗର ଜିଲ୍ଲାରୁ ଏପ୍ରିଲ୍ ୨୧ରେ ସନ୍ଦିଗ୍ଧ ULFA-I ଆତଙ୍କବାଦୀଙ୍କ ଦ୍ୱାରା ତିନି ଜଣ ONGC କର୍ମଚାରୀ ଅପହରଣ ହୋଇଥିଲେ।

ଯେଉଁ ଗାଡ଼ିରେ ଏହି ତିନି ଅପହରଣ ହୋଇଥିଲେ ତାହା ନାଗାଲାଣ୍ଡ-ଆସାମ ସୀମା ନିକଟ ନିମୋଙ୍ଗର ଜଙ୍ଗଲରୁ ପ୍ରଥମେ ଉଦ୍ଧାର ହୋଇଥିଲା। ଉଦ୍ଧାର ହୋଇଥିବା ଗାଡିଟି ଓଏନଜିସିର ବୋଲି ଜଣାପଡ଼ିଥିଲା। ଦୁଇ ଓଏନଜିସି କର୍ମଚାରୀଙ୍କୁ ଉଦ୍ଧାର କରିବା ବେଳେ ଏକ AK 47 ବନ୍ଧୁକ ଉଦ୍ଧାର ହୋଇଥିବା ସେନା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story