ବଦଳିଲା ବିମାନ ଉଡ଼ିବାର ନିଷ୍ପତି: ଏଣିକି ୨ ନୁହଁ ୩

କୋଲକାତା: କୋଭିଡ୍‌ କଟକଣାକୁ ନେଇ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିଛି ପଶ୍ଚିମବଙ୍ଗ। ନୂଆ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ ଏବଂ ମୁମ୍ବାକୁ ବିମାନ ଚଳାଚଳକୁ ମିଳିଛି ସବୁଜ ସଙ୍କେତ। ସପ୍ତାହର ୩ ଦିନ ଅର୍ଥାତ ସୋମବାର, ବୁଧବାର ଏବଂ ଶୁକ୍ରବାର ମୁମ୍ବାଇ ଏବଂ ଦିଲ୍ଲୀକୁ  ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଦୁଇ ଦିନ ଅର୍ଥାତ ସୋମବାର ଏବଂ ମଙ୍ଗଳବାର କୋଲକାତାରୁ ଦିଲ୍ଲୀ ଏବଂ ମୁମ୍ବାକୁ ବିମାନ ଚଳାଳଚଳ ପାଇଁ ଘୋଷଣା କରାଯାଇଥିଲା । […]

Flight

Flight

Tapas Behera
  • Published: Tuesday, 04 January 2022
  • Updated: 05 January 2022, 03:22 PM IST

କୋଲକାତା: କୋଭିଡ୍‌ କଟକଣାକୁ ନେଇ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିଛି ପଶ୍ଚିମବଙ୍ଗ। ନୂଆ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ ଏବଂ ମୁମ୍ବାକୁ ବିମାନ ଚଳାଚଳକୁ ମିଳିଛି ସବୁଜ ସଙ୍କେତ। ସପ୍ତାହର ୩ ଦିନ ଅର୍ଥାତ ସୋମବାର, ବୁଧବାର ଏବଂ ଶୁକ୍ରବାର ମୁମ୍ବାଇ ଏବଂ ଦିଲ୍ଲୀକୁ  ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଦୁଇ ଦିନ ଅର୍ଥାତ ସୋମବାର ଏବଂ ମଙ୍ଗଳବାର କୋଲକାତାରୁ ଦିଲ୍ଲୀ ଏବଂ ମୁମ୍ବାକୁ ବିମାନ ଚଳାଳଚଳ ପାଇଁ ଘୋଷଣା କରାଯାଇଥିଲା ।

ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ବେସାମରିକ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ସେଥିରେ ସପ୍ତାହକୁ ୩ ଦିନ ମୁମ୍ବାଇ ଏବଂ ଦିଲ୍ଲୀକୁ ସାପ୍ତାହିକ ୩ ଦିନ ବିମାନ ଚଳାଚଳ ପାଇଁ ନିବେଦନ କରାଯାଇଛି। ସୂଚନା ଅନୁଯାୟୀ ପୂର୍ବ ନିଷ୍ପତ୍ତି ଆସିବା ପରେ ଇଣ୍ଡିଗୋ ପକ୍ଷରୁ ଫ୍ଲାଇଟ୍ ସିଡ୍ୟୁଲ ପରିବର୍ତ୍ତନ କରାଯାଇଥିଲା। ଏଥିରେ ସୋମବାର ଏବଂ ଶୁକ୍ରବାର ଛାଡ଼ି ସମସ୍ତ ଫ୍ଲାଇଟକୁ  କୋଲକାତା, ଦୁର୍ଗାପୁର ଏବଂ ବାଗହୋଗ୍ରାକୁ ୩ ମାସ ପାଇଁ ବାତିଲ କରାଯାଇଥିଲା ।

ଭିସ୍ତ୍ରା ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲା। ସୋମବାର ଏବଂ ଶୁକ୍ରବାର ବ୍ୟତୀତ କୋଲକାତା ଏବଂ ବାଗଦୋଗ୍ରାକୁ କମ୍ପାନୀ ପକ୍ଷରୁ ସମସ୍ତ ବିମାନକୁ ବାତିଲ କରାଯାଇଛି।  ମଙ୍ଗଳବାର ପଶ୍ଚିମବଙ୍ଗରେ  ୯,୦୭୩ଟି କୋଭିଡ୍‌ ମାମଲା ରେକର୍ଡ଼ କରାଯାଇଥିଲା। ସେଥିରୁ କେବଳ କୋଲକାତାରୁ ରହିଛି  ୪୭୫୯ଟି କେସ୍‌। ସେହିପରି  ରାଜ୍ୟରେ ପଜିଟିଭିଟି ହାର ୧୮ ପ୍ରତିଶତ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story