ବିବାହ ଉତ୍ସବରେ ଗୁଳିମାଡ଼, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା  

ଭୋପାଳ: ବିବାହ ଉତ୍ସବରେ ଗୁଳି ମାଡ଼। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶର ଏକ ବିବାହ ଉତ୍ସବରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ହତ୍ୟାକରୀମାନେ ଦକ୍ଷିଣପନ୍ଥୀ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୁକ୍ତମାନେ ‘ଜୟ ଶ୍ରୀରାମ’ ନାରା ଦେଇ ବିବାହସ୍ଥଳୁ ପ୍ରବେଶ କରିଥିଲେ। ମାଣ୍ଡସାଉରର ଜଣେ ବରିଷ୍ଠ ପୁଲିସ  ଅଧିକାରୀ ଅମିତ ବର୍ମା କହିଛନ୍ତି ଯେ, ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ର ଧରି ବିବାହ ଉତ୍ସବକୁ ପ୍ରବେଶ କରିଥିଲେ। […]

jkl

jkl

Tapas Behera
  • Published: Monday, 13 December 2021
  • Updated: 13 December 2021, 08:43 PM IST

Sports

Latest News

ଭୋପାଳ: ବିବାହ ଉତ୍ସବରେ ଗୁଳି ମାଡ଼। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶର ଏକ ବିବାହ ଉତ୍ସବରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ହତ୍ୟାକରୀମାନେ ଦକ୍ଷିଣପନ୍ଥୀ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୁକ୍ତମାନେ ‘ଜୟ ଶ୍ରୀରାମ’ ନାରା ଦେଇ ବିବାହସ୍ଥଳୁ ପ୍ରବେଶ କରିଥିଲେ।

ମାଣ୍ଡସାଉରର ଜଣେ ବରିଷ୍ଠ ପୁଲିସ  ଅଧିକାରୀ ଅମିତ ବର୍ମା କହିଛନ୍ତି ଯେ, ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ର ଧରି ବିବାହ ଉତ୍ସବକୁ ପ୍ରବେଶ କରିଥିଲେ। ପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ। ବିବାହକୁ ଆସିଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ଧାଁ ଧଉଡ଼ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ପୂର୍ବତନ ସରପଞ୍ଚ ଦେବିଲାଲ ମୀନାଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ।

ତାଙ୍କୁ ସ୍ଥାନୀୟ ମେଡିକାଲରେ ପ୍ରାଥମିକ  ଚିକିତ୍ସା ପରେ ରାସ୍ତାନର କୋଟାଠାରେ ଏକ ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। । ଏନେଇ ୧୧ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୨ ଥର ଧରି ସରରପଞ୍ଚ ଥିବା ଦେବୀଲାଲ ହେଉଛନ୍ତି ବିଜେପିର ଜଣେ ଦୃଢ଼ ସମର୍ଥକ। ରଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story