ଦିଲ୍ଲୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଛନ୍ତି ୪୨ ବର୍ଷୀୟ ଜିତୁ ଚୌଧୁରୀ। ଦିଲ୍ଲୀର ମୟୁର ବିହାର ଫେଜ୍‌ ୩ରେ ଜିତୁ ତାଙ୍କ ପରିବାର ସହ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନ ଆଗରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଜିତୁଙ୍କୁ ଉଦ୍ଧାର କରାଯାଇଛି। ଜିତୁଙ୍କ ଦେହରେ ଗୁଳି ବାଜିଥିବା ପୁଲିସ କହିଛି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଥିଲେ […]

Gun

Gun

Tapas Behera
  • Published: Thursday, 21 April 2022
  • Updated: 21 April 2022, 09:06 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଛନ୍ତି ୪୨ ବର୍ଷୀୟ ଜିତୁ ଚୌଧୁରୀ। ଦିଲ୍ଲୀର ମୟୁର ବିହାର ଫେଜ୍‌ ୩ରେ ଜିତୁ ତାଙ୍କ ପରିବାର ସହ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନ ଆଗରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଜିତୁଙ୍କୁ ଉଦ୍ଧାର କରାଯାଇଛି। ଜିତୁଙ୍କ ଦେହରେ ଗୁଳି ବାଜିଥିବା ପୁଲିସ କହିଛି।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରୁ କିଛି ଖୋକା ଜବତ କରାଯାଇଛି । ପୁଲିସ ସିସିଟିଭି ଯାଞ୍ଚ କରି ଅପରାଧୀଙ୍କୁ ଖୋଜିବାକୁ ଉଦ୍ୟମ କରୁଛି ।

କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ଏବଂ ଏହାପଛରେ କେଉଁମାନେ ଅଛନ୍ତି ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story