ତ୍ରିପୁରାରେ ମୋଦିଙ୍କ ଟିମ୍ ଜିତିଲା, ଦିଦି ଟିମ୍‌ ହାରିଲା  

ଅଗରତାଲା: ତ୍ରିପୁରାରେ ଚିତପଟାଙ୍ଗ ବିରୋଧୀ। ବାଜି ମାରି ନେଲା ବିଜେପି। ତ୍ରିପୁରାରେ ୧୩ଟି ପୌର ସଂସ୍ଥାରେ ହୋଇଥିବା ପୌର ନିର୍ବାଚନରେ କ୍ଲିନ୍‌ ସୁଇପ୍ କରିଛି ବିଜେପି। ରବିବାର ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଏମ୍ସି) ଏବଂ ତ୍ରିପୁରାର ୧୩ଟି ପୌର ସଂସ୍ଥାରେ ୨୨୨ଟି ଆସନ ପାଇଁ ହୋଇଥିବା ଭୋଟ୍ ଗଣତିରେ ବିଜେପି ବହୁମତ ପାଇଛି। ବିରୋଧୀ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ ଏବଂ ଅନ୍ୟମାନଙ୍କୁ ପରାସ୍ତ କରି ୨୨୨ଟି ଆସନରୁ ବିଜେପି ୨୧୭ଟି  ଟି ଆସନ ଜିତିଛି। ଏଥିସହ ରାଜ୍ୟରେ […]

MAMATA-MODI

MAMATA-MODI

Tapas Behera
  • Published: Sunday, 28 November 2021
  • Updated: 28 November 2021, 05:52 PM IST

ଅଗରତାଲା: ତ୍ରିପୁରାରେ ଚିତପଟାଙ୍ଗ ବିରୋଧୀ। ବାଜି ମାରି ନେଲା ବିଜେପି। ତ୍ରିପୁରାରେ ୧୩ଟି ପୌର ସଂସ୍ଥାରେ ହୋଇଥିବା ପୌର ନିର୍ବାଚନରେ କ୍ଲିନ୍‌ ସୁଇପ୍ କରିଛି ବିଜେପି। ରବିବାର ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଏମ୍ସି) ଏବଂ ତ୍ରିପୁରାର ୧୩ଟି ପୌର ସଂସ୍ଥାରେ ୨୨୨ଟି ଆସନ ପାଇଁ ହୋଇଥିବା ଭୋଟ୍ ଗଣତିରେ ବିଜେପି ବହୁମତ ପାଇଛି। ବିରୋଧୀ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ ଏବଂ ଅନ୍ୟମାନଙ୍କୁ ପରାସ୍ତ କରି ୨୨୨ଟି ଆସନରୁ ବିଜେପି ୨୧୭ଟି  ଟି ଆସନ ଜିତିଛି।

ଏଥିସହ ରାଜ୍ୟରେ ହୋଇଥିବା ପୌର ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରି ବଡ଼ ଦଳ ଭାବେ ଉଭା ହୋଇଛି। ନିର୍ବାଚନରେ ​​ବିଜେପିର ଚମତ୍କାର ପ୍ରଦର୍ଶନକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି  ଦଳର ଉପ-ସଭାପତି ଦିଲୀପ ଘୋଷ । କହିଛନ୍ତି ତ୍ରିପୁରା ପୌର ନିର୍ବାଚନ ଫଳାଫଳ ବିଜେପି ଉପରେ ଲୋକଙ୍କର ଆସ୍ଥା ଥିବା ପ୍ରମାଣିତ ହୋଇଛି। ସେହିପରି ଟିଏମସି ଏଠାରେ ଅନୁପ୍ରବେଶ କରିଥିବା ସେ କଟାକ୍ଷ କରିଛନ୍ତି। କିନ୍ତୁ ଟିଏମସିକୁ ଲୋକେ ସମର୍ଥନ କରି ନାହାନ୍ତି  ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ଏଠି ଯେତେଦିନ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଉଥିବ  ଟିଏମିସି ଖାତା ଖୋଲି ପାରିବ ନାହିଁ। ସେପଟେ ନିର୍ବାଚନରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଣି ଅସିଦ୍ଧ ଘୋଷଣା ପାଇଁ ଟିଏମସି ଦାବି କରିଛି।

ତ୍ରିପୁରାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିପୁରା ଷ୍ଟେଟ ରାଇଫଲ୍ସ ଏବଂ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ହଜାର ହଜାର କର୍ମଚାରୀ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ଯେଉଁଠାରେ ଗଣନା କେନ୍ଦ୍ର ରହିଛି। ନିର୍ବାଚନ ସମୟରେ ତ୍ରିପୁରାରେ ଅନେକ ହିଂସା ଘଟଣା ଘଟିସଛି। ଏଠାରେ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନିଜ ଆସନ ମଜଭୁତ କରିବାକୁ ଚାହୁଁଛି। ସୂଚନା ଅନୁଯାୟୀ ଗତ ନଭେମ୍ବର ୨୫ ତାରିଖରେ  ଅଗରତାଲା ପୌର ନିଗମ ସମେତ ୨୦ଟି ପୌର ସଂସ୍ଥାରେ ଭୋଟ ଗ୍ରହଣ ହୋଇଥିଲା।  ତେବେ ନିର୍ବାଚନ ହେବାକୁ ଥିବା ୩୩୪ଟି ଆସନ ମଧ୍ୟରୁ ପୂର୍ବରୁ ବିଜେପି ୧୧୨ଟିରେ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଅବଶିଷ୍ଟ ୨୨୨ଟି ଆସନ ଲାଗି  ନିର୍ବାଚନ ରଣାଙ୍ଗନରେ ୭୮୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story