ମୋଦି-ମମତା ଭେଟଘାଟ ପୂର୍ବରୁ ବିଜେପି-ଟିଏମସି ମୁହାଁମୁହିଁ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନେକ ପ୍ରସଙ୍ଗରେ ମମତାଙ୍କ ଦଳ ଟିଏମସି ଓ ବିଜେପି ମୁହାଁମୁହିଁ ହେଉଥିବା ବେଳେ ଏଭଳି ଭେଟଘାଟ ବେଶ ଗୁରୁତ୍ୱପୂର୍ଣ୍ଣ। ମୋଦିଙ୍କୁ ଭେଟିବା ପାଇଁ ଆଜି ମମତା ଦିଲ୍ଲୀରେ ଲ୍ୟାଣ୍ଡ କରିଛନ୍ତି। ହେଲେ ଭେଟଘାଟ ପୂର୍ବରୁ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତା ଦିଲୀପ ଘୋଷ କହିଛନ୍ତି, “ମମତା ବାନାର୍ଜୀ ଏପରି ମିଟିଂ ଦ୍ୱାରା କେନ୍ଦ୍ର ସହ ସବୁ କିଛି […]

mamata

mamata

Hemant Lenka
  • Published: Thursday, 04 August 2022
  • Updated: 04 August 2022, 09:27 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନେକ ପ୍ରସଙ୍ଗରେ ମମତାଙ୍କ ଦଳ ଟିଏମସି ଓ ବିଜେପି ମୁହାଁମୁହିଁ ହେଉଥିବା ବେଳେ ଏଭଳି ଭେଟଘାଟ ବେଶ ଗୁରୁତ୍ୱପୂର୍ଣ୍ଣ। ମୋଦିଙ୍କୁ ଭେଟିବା ପାଇଁ ଆଜି ମମତା ଦିଲ୍ଲୀରେ ଲ୍ୟାଣ୍ଡ କରିଛନ୍ତି। ହେଲେ ଭେଟଘାଟ ପୂର୍ବରୁ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି।

ବିଜେପି ନେତା ଦିଲୀପ ଘୋଷ କହିଛନ୍ତି, “ମମତା ବାନାର୍ଜୀ ଏପରି ମିଟିଂ ଦ୍ୱାରା କେନ୍ଦ୍ର ସହ ସବୁ କିଛି ବୁଝାମଣା ହୋଇ ଯାଇଥିବାର ଗୋଟିଏ ସଙ୍କେତ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ମମତାଙ୍କ ଷଡ଼ଯନ୍ତ୍ର ବୁଝିବା ଦରକାର। ଏଥିସହ ତାଙ୍କ ଟ୍ରାପ ପ୍ରତି ସତର୍କ ରହିବା ଉଚିତ।” ତେବେ ବିଜେପିର ଏହି ଦାବିକୁ ମୂଲ୍ୟହୀନ ବୋଲି କହିଛି ଟିଏମସି।

ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ରୟ କହିଛନ୍ତି, “ଆମ ପ୍ରତିପକ୍ଷ ଏପରି ଭିତ୍ତିହୀନ ଅଭିଯୋଗ ସର୍ବଦା ଆଣିଥାଆନ୍ତି। ଏହା କିଛି ନୂଆ କଥା ନୁହେଁ।”

ଆଜି ଦିଦି ଦିଲ୍ଲୀରେ ପହଞ୍ଚିବା ପରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି। ସୁଖେନ୍ଦୁଙ୍କ ଘରେ ହିଁ ଏହି ଭେଟଘାଟ ହୋଇଛି। ଅଗଷ୍ଟ ୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଆଜି ଠାରୁ ମମତା ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।

ସେ ନୀତି ଆୟୋଗ ବୈଠକରେ ଯୋଗଦେବା ସହ ବିରୋଧୀ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟିବେ। ସେହିପରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story