ମତଦାନ ବୁଥ ସମ୍ମୁଖରେ ବୋମା ମାଡ଼

କୋଲକାତା: ରବିବାର  କୋଲକାତାର ଏକ ମତଦାନ ବୁଥ ସମ୍ମୁଖରେ ବୋମା ମାଡ଼ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯିବା ସହ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପଶ୍ଚିମବଙ୍ଗରେ ଏବେ ପୌର ନିର୍ବାଚନ ଚାଲୁଛି। ତେବେ କୋଲାକାତାର ଏକ ଭୋଟ କେନ୍ଦ୍ର ସମ୍ମୁଖରେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି। କୋଲକାତା ଡେପୁଟି କମିଶନର ପ୍ରିୟବ୍ରତ ରୟ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୧୦ ଟା ବେଳେ ଖାନ୍ନା ହାଇସ୍କୁଲରେ ଏହି ଘଟଣା ଘଟିଥିଲା। ମତଦାନ […]

klk

klk

Tapas Behera
  • Published: Sunday, 19 December 2021
  • Updated: 19 December 2021, 04:36 PM IST

Sports

Latest News

କୋଲକାତା: ରବିବାର  କୋଲକାତାର ଏକ ମତଦାନ ବୁଥ ସମ୍ମୁଖରେ ବୋମା ମାଡ଼ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯିବା ସହ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପଶ୍ଚିମବଙ୍ଗରେ ଏବେ ପୌର ନିର୍ବାଚନ ଚାଲୁଛି। ତେବେ କୋଲାକାତାର ଏକ ଭୋଟ କେନ୍ଦ୍ର ସମ୍ମୁଖରେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି।

କୋଲକାତା ଡେପୁଟି କମିଶନର ପ୍ରିୟବ୍ରତ ରୟ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୧୦ ଟା ବେଳେ ଖାନ୍ନା ହାଇସ୍କୁଲରେ ଏହି ଘଟଣା ଘଟିଥିଲା। ମତଦାନ ଚାଲିଥିଲାବେଳେ ଦୁର୍ବୃତ୍ତମାନେ ଦୁଇଟି ବୋମା ଫିଙ୍ଗଥିଲେ। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ପୁଲିସ କହିଛି। ଘଟଣାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପୁଲିସ କର୍ମଚାରୀଙ୍କୁ ମତଦାନ ବୁଥ ବାହାରେ ମୁତୟନ କରାଯାଇଛି। ଶାସକ ଟିଏମସି ଏନେଇ ବିରୋଧୀ ଦଳକୁ ଦାୟୀ କରିଛି। ବିରୋଧୀ ଦଳ ପକ୍ଷରୁ ବୋମା ଫିଙ୍ଗା ଯାଇଥିବା ଟିଏମସି ଅଭିଯୋଗ କରିଛି। ତେବେ ଏହି ଘଟଣାରେ ସିପିଆଇ ଟିଏମସି ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା। ଲୋକଙ୍କୁ ଭୋଟ ନଦେବା ପାଇଁ ଏମତି ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି। ସେହିପରି ଉକ୍ତ ବୁଥରେ ସିସିଟିଭ ଗୁଡ଼ିକୁ ଘୋଦେଇ ଦିଆଯାଇଥିବା ବେଙ୍ଗଲ କଂଗ୍ରେସ ଅଭିଯୋଗ କରାଯାଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅମିତ ମାଲଭିଆ ମଧ୍ୟ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍ କରି ମମତା ବାନାର୍ଜୀ ସରକାରଙ୍କୁ ନିର୍ବାଚନ ରିଗିଂ କରିଥିବା ଅଭିଯୋଗ କରିଛନ୍ତି।

ଏହି  ନିର୍ବାଚନ ପାଇଁ ସମସ୍ତ ମତଦାନ ବୁଥରେ ସିସିଟିଭି କ୍ୟାମେରା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଟିଏମସି ଗୁଣ୍ଡାମାନେ କ୍ୟାମେରା ମୁହଁରେ ଷ୍ଟିକର ଲଗେଇବା ଅଭିଯୋଗ ହୋଇଛି।  ନିର୍ବାଚନ କମିଶନ ଏହି ଘଟଣାରେ  କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।  ଏହା କୋର୍ଟଙ୍କ ଆଦେଶର ଚରମ ଉଲ୍ଲଂଘନ ବୋଲି ମାଲଭିଆ ଟ୍ୱିଟ୍ କରିଛନ୍ତି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ୪୯୪୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିଲା।ଏହା ୫ ଟା ପର୍ଯ୍ୟନ୍ତ ଜାରି ରହିବ। ସକାଳ୯ ଟାରେ ୧୦.୮୬ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ଼ କରାଯାଇଛି। ସହରରେ ସମୁଦାୟ ୨୩.୫୦୦ ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story