ଆସାମରେ ବିଜେପିକୁ ଝଟକା

ଗୌହାଟି: ଆସାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହାରି ଭିତରେ ରାଜ୍ୟରେ ବିଜେପିକୁ ଝଟକା ଦେଇଛି ସହଯୋଗୀ ଦଳ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍) । ଚଳିତ ବିଧାନସଭା ନିର୍ବାଚନରେ ବିପିଏଫ୍ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଶନିବାର ବିପିଏଫ୍ ଏହା ଘୋଷଣା କରିଛି। To work for Peace, Unity and Development the Bodoland People’s Front (BPF) has decided to […]

BPF-sever-ties-with-BJP

BPF-sever-ties-with-BJP

Subhransu Sekhar
  • Published: Saturday, 27 February 2021
  • Updated: 28 February 2021, 07:14 AM IST

Sports

Latest News

ଗୌହାଟି: ଆସାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହାରି ଭିତରେ ରାଜ୍ୟରେ ବିଜେପିକୁ ଝଟକା ଦେଇଛି ସହଯୋଗୀ ଦଳ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍) । ଚଳିତ ବିଧାନସଭା ନିର୍ବାଚନରେ ବିପିଏଫ୍ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଶନିବାର ବିପିଏଫ୍ ଏହା ଘୋଷଣା କରିଛି।

https://twitter.com/HagramaOnline/status/1365666435544936457?s=20

ବିପିଏଫର ସଭାପତି ହଗ୍ରାମା ମୋହିଲାରି ଟ୍ୱିଟ୍ କରି ମେଣ୍ଟରୁ ଓହରିବା ବାବଦରେ ସୂଚନା ଦେଇ କହିଛନ୍ତି, ଶାନ୍ତି, ଏକତା ଏବଂ ବିକାଶ ପାଇଁ ବିପିଏଫ ଆସନ୍ତା ଆସାମ ବିଧାନସଭା ନିର୍ବାଚନରେ ମହାଜାଠ ସହିତ ହାତ ମିଳାଇବାକୁ ନିଷ୍ପତ୍ତି ନେଇଛି। ବିଜେପି ସହ ଆଉ କୌଣସି ପ୍ରକାର ସମ୍ପର୍କ ନାହିଁ।

୨୦୧୬ରେ ଆସାମ ବିଧାନସଭା ନିର୍ବାଚନ ହୋଇଥିଲା। ମୋଟ୍ ୧୨ଟି ଆସନରେ ବିଜୟୀ ହୋଇଥିଲା ଏହି ଆଞ୍ଚଳିକ ଦଳ।

ସୂଚନାଯୋଗ୍ୟ, ନିକଟରେ ଆସାମର ଅର୍ଥମନ୍ତ୍ରୀ ତଥା ବିଜେପି ନେତୃତ୍ୱାଧୀନ ଉତ୍ତର ପୂର୍ବ ଡେମୋକ୍ରାଟିସ ଆଲାଏନ୍ସର ମୁଖ୍ୟ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ବିପିଏଫ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଚାହୁଁ ନାହିଁ ।

ରାଜ୍ୟରେ ବିଜେପି ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ (ୟୁପିପିଏଲ) ସହିତ ଏକ ମେଣ୍ଟ ଗଠନ କରିଛି। ଏହି ୟୁପିପିଏଲରେ ବୋଡୋ ଛାତ୍ର ନେତା ଏବଂ ଏବେର ବୋଡୋଲାଣ୍ଡ ଟେରେଟୋରିଆଲ୍ କାଉନସିଲ (ବିଟିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୋଦ ବୋଡା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story