କନିଆ ଖୋଜି ଖୋଜି ନୟାନ୍ତ, ୪୦,୦୦୦ ବ୍ରାହ୍ମଣ ବର ନିରାଶ

ଚେନ୍ନାଇ: ବ୍ରାହ୍ମଣ ବରକୁ ମିଳୁନି କନିଆ। ପ୍ରାୟ ୪୦,୦୦୦ ତାମିଲ ବ୍ରାହ୍ମଣ ବରଙ୍କୁ ବିବାହ ପାଇଁ ଝିଅ ମିଳୁ ନାହାନ୍ତି। ତେଣୁ ସେମାନେ ଏବେ କନିଆ ସନ୍ଧାନରେ ଉତ୍ତରପ୍ରଦେଶ ଓ ବିହାର ପହଞ୍ଚିଛନ୍ତି। ତାମିଲନାଡ଼ର ବ୍ରାହ୍ମଣ ସଂଘଠନ ପକ୍ଷରୁ ଆରମ୍ଭ ହୋଇଛି ଝିଅ ଖୋଜା ଅଭିଯାନ। ନିଜ ଜାତିର ଝିଅ ମିଳୁ ନଥିବାରୁ ସେମାନେ ଏବେ ଉତ୍ତରପ୍ରଦେଶ ଓ ବିହାର ମୁହାଁ ହୋଇଛନ୍ତି । ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ […]

Bride

Bride

Tapas Behera
  • Published: Thursday, 18 November 2021
  • Updated: 18 November 2021, 06:57 PM IST

Sports

Latest News

ଚେନ୍ନାଇ: ବ୍ରାହ୍ମଣ ବରକୁ ମିଳୁନି କନିଆ। ପ୍ରାୟ ୪୦,୦୦୦ ତାମିଲ ବ୍ରାହ୍ମଣ ବରଙ୍କୁ ବିବାହ ପାଇଁ ଝିଅ ମିଳୁ ନାହାନ୍ତି। ତେଣୁ ସେମାନେ ଏବେ କନିଆ ସନ୍ଧାନରେ ଉତ୍ତରପ୍ରଦେଶ ଓ ବିହାର ପହଞ୍ଚିଛନ୍ତି। ତାମିଲନାଡ଼ର ବ୍ରାହ୍ମଣ ସଂଘଠନ ପକ୍ଷରୁ ଆରମ୍ଭ ହୋଇଛି ଝିଅ ଖୋଜା ଅଭିଯାନ। ନିଜ ଜାତିର ଝିଅ ମିଳୁ ନଥିବାରୁ ସେମାନେ ଏବେ ଉତ୍ତରପ୍ରଦେଶ ଓ ବିହାର ମୁହାଁ ହୋଇଛନ୍ତି ।

ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଏନେଇ ଏକ ସ୍ୱତନ୍ତ୍ର ଅଭିଜାନ ଆରମ୍ଭ ହୋଇଥିବା ତାମିଲନାଡ଼ୁର ବ୍ରାହ୍ମଣ ସଙ୍ଘର ସଭାପତି ଏନ ନାରାୟଣନ୍ କହିଛନ୍ତି। ତାମିଲ ପତ୍ରିକାର ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିବା କହିଛନ୍ତି । ସେ କହିଛନ୍ତି ଯେ ଯଦି ତାମିଲନାଡ଼ୁରେ ୧୦ ଜଣ ପୁଅ ବିବାହ ଯୋଗ୍ୟ ହେଉଛନ୍ତି ମାତ୍ର ୬ ଜଣ ଝିଅ ମିଳୁଛନ୍ତି।

ତେଣୁ ବ୍ରାହ୍ମଣ ଜାତିରି ଝିଅ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନାରେ କୋ-ଅଡ଼ିନେଟର ନିଯୁକ୍ତି କରାଯବି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଯେଉଁମାନଙ୍କର ହିନ୍ଦୀ ଭାସାରେ ଲିଖନ, ପଠନ ଓ  କହିବା ଦକ୍ଷତା ଥିବ ସେମାନଙ୍କୁ ଏହି ନିଯୁକ୍ତି ମିଳିବ ବୋଲି ନାରାୟଣ କହିଛନ୍ତି ।  ସେ କହିଛନ୍ତି ଯେ, ୩୦ରୁ ୪୦ ବର୍ଷ ବୟସରେ ପାଖାପାଖି ୪୦, ୦୦୦ ଯୁବକଙ୍କୁ କନ୍ୟା ମିଳୁନି। ତେବେଏହି ପଦକ୍ଷେପକୁ ତାମିଲନାଡ଼ୁରେ ସ୍ୱାଗତ କରାଯାଇଛି।

ଅନ୍ୟପକ୍ଷରେ ତାମିନାଡ଼ୁରେ ବିବାହକୁ ନେଇଥିବା ପ୍ରଚଳିତ ବ୍ୟବସ୍ଥା ଉପରେ ପରମେଶ୍ୱରନ ନାମକ ଜଣେ ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏଠାରେ ବିବାହ ପାଇଁ ଝିଅଙ୍କ ପିତାଙ୍କୁ ସବୁ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ତାହା ପୁଣି ଆଡ଼ମ୍ବର ସହକାରେ କରାଯାଉ ଥିବାରୁ ବାପଘର ଉପରେ ଅଧିକ ଚାପ ପଡ଼ୁଛି। ଯଦି ଏହି ବ୍ୟବସ୍ଥାକୁ ସରଳିକରଣ କରାଯାଏ ଏବଂ ସିଧାସାଦା ବାହାଘର କରାଯାଏ ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story