ହଠାତ୍‌ ଆଖିବୁଜା ଗୁଳି ଚଳାଇଲେ କଟ୍ଟପା, ୫ ବିଏସଏଫ ଯବାନ ମୃତ

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ଅଧୀନ ଖାସାଠାରେ ଆଜି ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୬ ଯବାନ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ କଟ୍ଟପା ନାମକ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ହଠାତ୍‌ କଟ୍ଟପା ହାତରେ ବନ୍ଧୁକ ଧରି ଆଖି ବୁଜା ଗୁଳି ଚଳାଇବାକୁ ଲାଗିଥିଲେ। ହେଲେ ଏହାର କାରଣ ଜଣାପଡ଼ିନି। ଅତ୍ୟଧିକ କାମ ଚାପ କିମ୍ବା […]

bsf

bsf

Niharika Rout
  • Published: Sunday, 06 March 2022
  • Updated: 06 March 2022, 04:15 PM IST

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ଅଧୀନ ଖାସାଠାରେ ଆଜି ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୬ ଯବାନ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ କଟ୍ଟପା ନାମକ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ହଠାତ୍‌ କଟ୍ଟପା ହାତରେ ବନ୍ଧୁକ ଧରି ଆଖି ବୁଜା ଗୁଳି ଚଳାଇବାକୁ ଲାଗିଥିଲେ। ହେଲେ ଏହାର କାରଣ ଜଣାପଡ଼ିନି। ଅତ୍ୟଧିକ କାମ ଚାପ କିମ୍ବା ପାରିବାରିକ ସମସ୍ୟା ପାଇଁ ସେ ଏପରି କାଣ୍ଡ ଘଟାଇଛନ୍ତି ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।

ଆହତମାନଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।  ଅଚାନକ ଏପରି ଘଟଣାକୁ ବିଶ୍ୱାସ କରିପାରୁ ନାହାନ୍ତି ମୃତ ବିଏସଏଫ ଯବାନଙ୍କ ପରିବାର ସଦସ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story