ଶୀତକୁ ବାଏ ବାଏ, ବଢ଼ିଲା ତାପମାତ୍ରା

ନୂଆଦିଲ୍ଲୀ: ବିଦାୟ ନେଉଛି ଶୀତ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ସୋମବାର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ସର୍ବାଧିକ ତାପମାତ୍ରା ୨୮.୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସକାଳୁ ସକାଳୁ ସହରର କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା କିନ୍ତୁ ଦିନ ବଢ଼ିବା ମାତ୍ରେ କୁହୁଡି ଆକାଶରୁ ଉଭାନ ହୋଇଯାଇଥିଲା। ଆଉ ଦିନରେ ଆକାଶ ସ୍ୱଚ୍ଛ ରହିଥିଲା। ଆଇଏମଡି କହିଛି ଯେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସୋମବାର ସକାଳେ ୧୧ ଡିଗ୍ରୀ ସେଲସିୟସ […]

tempreture-rise

tempreture-rise

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 10:58 PM IST

ନୂଆଦିଲ୍ଲୀ: ବିଦାୟ ନେଉଛି ଶୀତ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ସୋମବାର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ସର୍ବାଧିକ ତାପମାତ୍ରା ୨୮.୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସକାଳୁ ସକାଳୁ ସହରର କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା କିନ୍ତୁ ଦିନ ବଢ଼ିବା ମାତ୍ରେ କୁହୁଡି ଆକାଶରୁ ଉଭାନ ହୋଇଯାଇଥିଲା। ଆଉ ଦିନରେ ଆକାଶ ସ୍ୱଚ୍ଛ ରହିଥିଲା।

ଆଇଏମଡି କହିଛି ଯେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସୋମବାର ସକାଳେ ୧୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ରବିବାର ଏହା ୧୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୦ ଫେବୃଆରୀରେ ୩୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆଇଏମଡି ଅଧିକାରୀ ଆହୁରି କହିଛନ୍ତି ଯେ ସୋମବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୮.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଦିଲ୍ଲୀର ସଫଦରଜଙ୍ଗରେ ସ୍ୱାଭାବିକଠାରୁ ଚାରି ଡିଗ୍ରୀ ଏବଂ ପାଲମରେ ୨୭.୭ ଡିଗ୍ରୀ ସେଲସିୟସ ରହିଛି।

ତେବେ ମଙ୍ଗଳବାର ସକାଳେ ରାଜଧାନୀରେ କୁହୁଡ଼ି ଓ ଘନ କୁହୁଡ଼ି ସହିତ ଆକାଶ ସ୍ୱଚ୍ଛ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୧ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରେକର୍ଡ ଛୁଇଁବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story