ମୁକେଶ ଅମ୍ୱାନୀଙ୍କ ଘର ପାର୍କିଂ ପାଖରୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଗାଡ଼ି ଉଦ୍ଧାର

ମୁମ୍ୱାଇ: ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲା ପାଖରେ ଥିବା ପାର୍କିଂରୁ ଏକ ଚାରି ଚକିଆ ଗାଡ଼ି ଉଦ୍ଧାର ହୋଇଛି। ଏହି କାରର ନମ୍ୱରଟି ଡୁପ୍ଲିକେଟ୍ ବୋଲି ଜଣାପଡ଼ିବା ପରେ କେହି ଜଣେ ବୋମା ଭର୍ତ୍ତି କାର ଛିଡ଼ା କରିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ଏହାପରେ ମୁମ୍ୱାଇ ପୁଲିସର ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି କାରଟିକୁ ଛାନଭିନ୍ କରିଥିଲା। କାର ଭିତରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ମୁମ୍ୱାଇ ପୁଲିସର ମୁଖପାତ୍ର ଡିସିପି ଚୈତନ୍ୟ […]

explosive-substance-found-p

explosive-substance-found-p

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 08:51 PM IST

Sports

Latest News

ମୁମ୍ୱାଇ: ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲା ପାଖରେ ଥିବା ପାର୍କିଂରୁ ଏକ ଚାରି ଚକିଆ ଗାଡ଼ି ଉଦ୍ଧାର ହୋଇଛି। ଏହି କାରର ନମ୍ୱରଟି ଡୁପ୍ଲିକେଟ୍ ବୋଲି ଜଣାପଡ଼ିବା ପରେ କେହି ଜଣେ ବୋମା ଭର୍ତ୍ତି କାର ଛିଡ଼ା କରିଛି ବୋଲି ସନ୍ଦେହ ପ୍ରକାଶ ପାଇଛି।

ଏହାପରେ ମୁମ୍ୱାଇ ପୁଲିସର ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି କାରଟିକୁ ଛାନଭିନ୍ କରିଥିଲା। କାର ଭିତରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ମୁମ୍ୱାଇ ପୁଲିସର ମୁଖପାତ୍ର ଡିସିପି ଚୈତନ୍ୟ ଏସ କହିଛନ୍ତି।

ମୁମ୍ୱାଇ ପୁଲିସର ଜଏଣ୍ଟ କମିଶନର ଭି ଏନ ପାଟିଲ କହିଛନ୍ତି, ଯେଉଁ କାରଟି ଆଣ୍ଟିଲା ପାଖରେ ଛିଡ଼ା ହୋଇଥିଲା ତାର ନମ୍ୱର ଡୁପ୍ଲିକେଟ। ସମାନ ନମ୍ୱରର ଏକ ଗାଡ଼ି ରହିଛି। କାର ଭିତରୁ ଏକ ଚିଠି ମଧ୍ୟ ମିଳିଥିବା ସେ ସ୍ପଷ୍ଟ କରିଛନ୍ତି।

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ସଂପୃକ୍ତ ଘଟଣାକୁ ସ୍ପଷ୍ଟ କରିଛନ୍ତି। ମୁମ୍ୱାଇ କ୍ରାଇମବ୍ରାଞ୍ଚକୁ ଏହି ମାମଲା ଦିଆଯାଇଛି। ଆଗାମୀ ଦିନରେ ସମସ୍ତ କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story