ଶିକ୍ଷକ କରୁଥିଲେ ରେପ୍‌, ଭିଡିଓ ସୁଟ୍‌ କରୁଥିଲେ ଦିଦି

ଜୟପୁର: ରାଜସ୍ତାନର ଅଲୱାର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ସ୍କୁଲରେ ୪ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗରେ ୯ ଜଣ ଶିକ୍ଷକ ଏବଂ ପ୍ରିନ୍ସପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଛାତ୍ରୀଙ୍କ ମଧ୍ୟରୁ ଜଣକର ବାପା ତାଙ୍କ ଝିଅକୁ କାହିଁକି ସ୍କୁଲ ଯାଉନ ବୋଲି ପଚାରିବାରୁ ଘଟଣା ସାମ୍ନାକୁ ଆସିଥିଲା।  ଛାତ୍ରୀ ଜଣକ ସାଂଘାତିକ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀଙ୍କୁ ବର୍ଷେ ହେବ ପ୍ରିନ୍ସପାଲଙ୍କ ସହ ୩ ଜଣ […]

rape

rape

Tapas Behera
  • Published: Wednesday, 08 December 2021
  • Updated: 08 December 2021, 12:55 PM IST

Sports

Latest News

ଜୟପୁର: ରାଜସ୍ତାନର ଅଲୱାର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ସ୍କୁଲରେ ୪ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗରେ ୯ ଜଣ ଶିକ୍ଷକ ଏବଂ ପ୍ରିନ୍ସପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଛାତ୍ରୀଙ୍କ ମଧ୍ୟରୁ ଜଣକର ବାପା ତାଙ୍କ ଝିଅକୁ କାହିଁକି ସ୍କୁଲ ଯାଉନ ବୋଲି ପଚାରିବାରୁ ଘଟଣା ସାମ୍ନାକୁ ଆସିଥିଲା।  ଛାତ୍ରୀ ଜଣକ ସାଂଘାତିକ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଛାତ୍ରୀଙ୍କୁ ବର୍ଷେ ହେବ ପ୍ରିନ୍ସପାଲଙ୍କ ସହ ୩ ଜଣ ଶିକ୍ଷକ ଗଣଦୁର୍ଷ୍କ କରି ଆସୁଥିଲେ।

ଏହି ଘଟଣାରେ ଦୁଇ ଶିକ୍ଷୟିତ୍ରୀ ଭିଡିଓ ସୁଟ୍‌ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ମନ୍ଧନ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ଥନା ଅଧିକାରୀ ମୁକେଶ ଯାଦବ କହିଛନ୍ତି ଯେ, ଘଟଣାକୁ ନେଇ ୩ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି। ଏନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ତଦନ୍ତ ବେଳେ କ୍ଲାସ  ୩, କ୍ଲାସ ୪ ଏବଂ କ୍ଲାସ ୬ର ଜଣେ ଛାତ୍ରୀଙ୍କହ ସହ ସମାନ ଘଟଣା ଘଟିଥିବା ଜଣାପଡ଼ିଛି।

ଏହି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସେମାନଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ରାଜସ୍ତାନର ଅଲୱର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଆସିଥିବା ଏହି କଳାକାହାଣୀକୁ ନେଇ ପ୍ରଧାନ ଶିକ୍ଷକଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜଣେ ପୀଡ଼ିତା କହିଛନ୍ତି ଯେ, ଶିକ୍ଷକଙ୍କ କାଳାକାରନାମା ନେଇ ସେମାନେ ସ୍କୁଲ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ କିନ୍ତୁ ଚପାଇ ଦେଇଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ସ୍କୁଲ ଫି ଓ ବହିପତ୍ର ଯୋଗେଇ ଦେବାକୁ ଲୋଭ ଦେଖାଯାଇଥିଲା।

ସେହିପରି ଘଟଣା ବିଷୟରେ କାହାକୁ ନକହିବାକୁ ଶିକ୍ଷକମାନେ  କହିଥିଲେ।  ଛାତ୍ରୀ ଜଣକ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛି ଯେ, ଶିକ୍ଷୟିତ୍ରୀ ଜଣକ ୩ ଜଣ ଶିକ୍ଷକଙ୍କ ପାଖକୁ ନେଇ ଯାଆନ୍ତି। ସେଠାରେ ଶିକ୍ଷକମାନେ ମଦ ପିଇ ନିସାଶସ୍ତ ଅବସ୍ଥାରେ ଥାଆନ୍ତି। ପରେ ସେମାନେ ମୋ କପଡ଼ା ବାହାର କରି ଖରାପ କାମ କରୁଥିଲେ ବୋଲି ସେ କହିଛନ୍ତି । ଘଟଣା ସମ୍ପର୍କରେ ଜଣେ ଛାତ୍ରୀଙ୍କ ବାପା ଯେତେବେଳେ ସ୍କଲକୁ ଅଭିଯୋଗ କରିବାକୁ ଯାଇଥିଲେ ସେଠାରେ ଜଣେ ଶିକ୍ଷକ ତାଙ୍କୁ ଧମକ ଦେଇଥିଲେ।  କହିଥିଲେ ମୋ ଭାଇ ମନ୍ତ୍ରୀ ଅଛନ୍ତି । ଯଦି ସେ ଅଭିଯୋଗ କରନ୍ତି ତେବେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ତେବେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story