ବ୍ରିଜେସଙ୍କୁ ପିଟିଥିଲେ ବାଉନ୍ସର, ଆସିଲା ସିସିଟିଭି ଫୁଟେଜ୍‌

ନୋଏଡା: ଗତ ସୋମବାର ରାତିରେ ନୋଏଡା ସେକ୍ଟର-୩୮ ଗାର୍ଡ଼େନସ୍‌ ଗେଲେରିଆ ମଲର ଭିତରେ ଥିବା ଲଷ୍ଟ ଲେମନ୍ସ ବାରରେ ଏକ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।  ହତ୍ୟାକାଣ୍ଡରେ ଶିକାର ହୋଇଥିବା ବ୍ରିଜେସ ରାଏଙ୍କୁ ବାଉନ୍ସର ଏବଂ ବାର ଷ୍ଟାଫ୍‌ ନିସ୍ତୁକ ମାଡ଼ ମାରିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଏହି ଭିଡିଓରେ ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ବାର କର୍ମଚାରୀ ଓ ବାଉନ୍ସରଙ୍କ ସହ […]

bhi

bhi

Tapas Behera
  • Published: Sunday, 01 May 2022
  • Updated: 01 May 2022, 03:46 PM IST

Sports

Latest News

ନୋଏଡା: ଗତ ସୋମବାର ରାତିରେ ନୋଏଡା ସେକ୍ଟର-୩୮ ଗାର୍ଡ଼େନସ୍‌ ଗେଲେରିଆ ମଲର ଭିତରେ ଥିବା ଲଷ୍ଟ ଲେମନ୍ସ ବାରରେ ଏକ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।  ହତ୍ୟାକାଣ୍ଡରେ ଶିକାର ହୋଇଥିବା ବ୍ରିଜେସ ରାଏଙ୍କୁ ବାଉନ୍ସର ଏବଂ ବାର ଷ୍ଟାଫ୍‌ ନିସ୍ତୁକ ମାଡ଼ ମାରିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଏହି ଭିଡିଓରେ ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ବାର କର୍ମଚାରୀ ଓ ବାଉନ୍ସରଙ୍କ ସହ ବ୍ରିଜେସ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳିଛି।  ବାର ବାହାରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟି ତୁଣ୍ଡ ହେଉଥିବା ଦେଖିବାକୁ ମିଳିଛି। ବ୍ରିଜେସ ମଧ୍ୟ ଜଣକୁ ଚାପିଧରିଥିବା କ୍ୟାମେରାରେ କଏଦ ହୋଇଛି।

ଭିଡିଓର ଶେଷ ଭାଗରେ ବାଉନ୍ସର ଓ ବାର କର୍ମଚାରୀମାନେ ବ୍ରିଜେସଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଜଣାପଡ଼ିଛି। ଏହି ଘଟଣାରେ ନୋଏଡା ପୁଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ମଲ ସୁରକ୍ଷାକର୍ମୀ ଥିବା ବେଳେ ୫ ଜଣ ଷ୍ଟାଫ ଅଛନ୍ତି। ଏହି ହତ୍ୟାକାଣ୍ଡରେ ମୋଟ ୯ ଜଣ ସମ୍ପୃକ୍ତ ଅଛନ୍ତି। ବ୍ରିଜେସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜେସଙ୍କୁ ହସପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତ ସୋମବାର ରାତିରେ ବ୍ରିଜେଶ ନିଜର ୫-୬ ଜଣ ବନ୍ଧୁଙ୍କ ସହ ପାର୍ଟି ପାଇଁ ଉକ୍ତ ବାରକୁ ଯାଇଥିଲେ।  ପ୍ରାୟ ରାତି ୧୧ଟା ବେଳେ ବିଲ ପୈଠକୁ ନେଇ ବାର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଯୁକ୍ତିତର୍କ ବିସ୍ଫୋରକ ରୂପ ଧାରଣ କରି ବଚସା ରୂପ ନେଇଥିଲା। ଏହି ସମୟରେ ଉକ୍ତ ବାରରେ ଥିବା କିଛି ବାଉନ୍ସର ବ୍ରିଜେଶଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ପ୍ରାଥମିକ ତଦନ୍ତରୁ ବାରରେ ବିଲ ପେମେଣ୍ଟକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଟକ ଥିବା ଅଭିଯୁକ୍ତମାନେ କହିଥିଲେ ଯେ, ବ୍ରିଜେଶ ବିଲ ଦେବାକୁ ଅମଙ୍ଗ ହୋଇଥିଲେ । ଏହା ପରେ ପବ୍‌ରେ ଥିବା କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା। ପରେ ବାରରରେ ଥିବା ସୁରକ୍ଷାକର୍ମୀଙ୍କ ସହ ହାତାହାତି ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story