ସାମ୍ନାକୁ ଆସିଲା କରୋନାର ଆଉ ଏକ ମାରାତ୍ମକ ରୂପ, ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ନୂଆ ରୂପ ଏବେ ପୁଣିଥରେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭିନ୍ନ ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଗୁଆ ସତର୍କ କରାଇ ଦେଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ସ୍କ୍ରିନିଂ ଓ ଟେଷ୍ଟିଂକୁ କଡ଼ାକଡ଼ି ଭାବେ ବିଦେଶରୁ ଆସୁଥିବା ଲୋକଙ୍କ କ୍ଷେତ୍ରରେ ଉପଯୋଗ କରିବାକୁ ଚିଠିରେ […]

Corona

Corona

Hemant Lenka
  • Published: Thursday, 25 November 2021
  • Updated: 25 November 2021, 10:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ନୂଆ ରୂପ ଏବେ ପୁଣିଥରେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭିନ୍ନ ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଗୁଆ ସତର୍କ କରାଇ ଦେଇଛି।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ସ୍କ୍ରିନିଂ ଓ ଟେଷ୍ଟିଂକୁ କଡ଼ାକଡ଼ି ଭାବେ ବିଦେଶରୁ ଆସୁଥିବା ଲୋକଙ୍କ କ୍ଷେତ୍ରରେ ଉପଯୋଗ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଷ୍ଟ୍ରରେ କରୋନାର ନୂତନ ପ୍ରକାର 8.1.1529 ଭାରିଏଣ୍ଟ ଠାବ ହେବା ପରେ ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଛି। ବିଶେଷ କରି ବୋଷ୍ଟୱାନା, ଦକ୍ଷିଣ ଆଫ୍ରିକା ଓ ହଂକଂରେ ଏହି ଭାରିଏଣ୍ଟ ଅଧିକ ପରିମାଣର ଚିହ୍ନଟ ହୋଇଛି। ମନ୍ତ୍ରଣାଳୟ କହିଛି ଯେ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ସହ ସେମାନଙ୍କ ଟେଷ୍ଟିଂ କଡ଼ାକଡ଼ି କରିବାକୁ ହେବ।

ଯଦି ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସୁଛି, ତା’ହେଲେ ସେମାନଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ଲ୍ୟାବକୁ ପଠାଇବାକୁ ହେବ। ସେମାନଙ୍କୁ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରିବାକୁ ଶ୍ରୀ ଭୂଷଣ ଚିଠିରେ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏନସିଡିସିର ରିପୋର୍ଟ ଅନୁଯାୟୀ ବୋଷ୍ଟୱନାରେ ୩ ଜଣ, ଦକ୍ଷିଣ ଆଫ୍ରିକାରେ ୬ ଜଣ ଓ ହଂକଂରେ ଜଣେ ବ୍ୟକ୍ତି କରୋନାର ନୂଆ ଭାରିଏଣ୍ଟ 8.1.1529 ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭାରିଏଣ୍ଟ ଏତେ ମାରାତ୍ମକ ଯେ ଅନେକ ଥର ମ୍ୟୁଟେସନ ହେବାର କ୍ଷମତା ରଖିଛି।

ତେଣୁ ଏହା ଦେଶରେ ଏହା ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିପାରେ। ଭିସା କଟକଣା କୋହଳ କରାଯିବା ସହ ଅନ୍ତର୍ଜାତୀୟ ସେବା ମଧ୍ୟ ଆମ୍ଭ କରାଯାଉଛି। ତେଣୁ ନୂଆ ଭାରିଏଣ୍ଟ ପ୍ରତି ଅଧିକ ସତର୍କ ରହିବାକୁ ହେବ। ପ୍ରତିକାର ସ୍ୱରୂପ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ତ୍ରିସ୍ତରୀୟ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଆବଶ୍ୟକ ରହିଛି।

ସ୍କ୍ରିନିଂ, ଟେଷ୍ଟିଂ ଓ ଜେନୋମ ସିକ୍ୱେସିଂ କରିବା ସହ ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ତୁରନ୍ତ ଠାବ କରି ଟେଷ୍ଟିଂ କରିବାକୁ ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story