କରୋନା ମୃତ୍ୟୁ ସଂଖ୍ୟା: ଡବ୍ଲ୍ୟୁଏଚଓ ରିପୋର୍ଟକୁ ମାନିବାକୁ ଭାରତ ନାରାଜ

କୋଭିଡ୍‌: ମହାମାରୀ କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଦାବି କରିଥିବା ବେଳେ ଏହି ରିପୋର୍ଟକୁ ଚାଲେଞ୍ଜ କରିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି ଭାରତ। ଗୁରୁବାର କୋଭିଡ୍‌ ମୃତକଙ୍କ ରିପୋର୍ଟ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ମହାମାରୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଶ୍ୱରେ ୧୪.୯ ମିଲିଅନ ଲୋକେ ପ୍ରାଣ ହରାଇଛନ୍ତି। ସେଥିରୁ ଭାରତର […]

covid death

covid death

Tapas Behera
  • Published: Thursday, 05 May 2022
  • Updated: 05 May 2022, 10:33 PM IST

Sports

Latest News

କୋଭିଡ୍‌: ମହାମାରୀ କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଦାବି କରିଥିବା ବେଳେ ଏହି ରିପୋର୍ଟକୁ ଚାଲେଞ୍ଜ କରିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି ଭାରତ। ଗୁରୁବାର କୋଭିଡ୍‌ ମୃତକଙ୍କ ରିପୋର୍ଟ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ମହାମାରୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଶ୍ୱରେ ୧୪.୯ ମିଲିଅନ ଲୋକେ ପ୍ରାଣ ହରାଇଛନ୍ତି। ସେଥିରୁ ଭାରତର କେବଳ ୪.୭ ମିଲିଅନ ରହିଛି । ତେବେ ଏହି ରିପୋର୍ଟକୁ ଅସ୍ୱୀକାର କରିଛି ଭାରତ।  ନିକଟରେ ଭାରତ ସରକାର କରୋନା  ମୃତକଙ୍କ ତଥ୍ୟ ଜାରି କରିଥିଲେ। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  କୋଭିଡ୍‌ରେ ମୃତକଙ୍କର ଯେଉଁ ତଥ୍ୟ ଜାରି କରିଛି ଏଥିରେ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରେ ଆକାଶ ପାତାଳ ତଫାତ୍‌ ରହିଛି । ଡବ୍ଲୁଏଚଓ ମୁତାବକ  ୧ ଜାନୁୟାରୀ ୨୦୨୦ରୁ ୩୧ ଡିସେମ୍ୱର ୨୦୨୧  ମଧ୍ୟରେ ୪୭ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।

କରୋନା ମହାମାରୀ କାରଣରୁ ସାରା ଦୁନିଆରେ ଦେଢ଼ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଭାରତର ତଥ୍ୟ ପୂରା ଦୁନିଆର ମୃତ୍ୟୁର ଏକ ତୃତୀୟାଂଶ। ଡବ୍ଲୁଏଚ୍‌ଓର କହିବାନୁସାରେ , ସାରା ବିଶ୍ୱରେ ହୋଇଥିବା ମୃତ୍ୟୁର ସଠିକ ଗଣନା କରାଯାଇ ନାହିଁ। ଭାରତରେ ଯେଉଁ ଗଣନା କରାଯାଇଛି , ଏଥିରେ ପାଖାପାଖି ୧୦ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଡବ୍ଲୁଏଚ୍‌ଓ ଏହି ଆକଳନ ଯେଉଁ ଉପାୟରେ ଦେଇଛି , ଏହାକୁ ଆକ୍ସେସ ଡେଥ୍‌ କୁହାଯାଏ ଅନ୍ୟପଟେ ଭାରତ ସରକାର ଦେଇଥିବା ରିପୋର୍ଟ ଅନୁସାରେ, ଭାରତରେ ଏପର୍ଯ୍ୟନ୍ତ କରୋନାରେ କେବଳ ୫ ଲକ୍ଷ ଲୋକ ଜୀବନ ଯାଇଛି । ତେଣୁ ‘ହୁ’ର ରିପୋର୍ଟକୁ ନେଇ ଏବେ ଭାରତ ସରକାର ଆପତ୍ତି ଉଠାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story