ଚମୋଲି ବିପର୍ଯ୍ୟୟ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ହିମ ସ୍ଖଳନ ଯୋଗୁ ଘଟିଥିବା ବିପର୍ଯ୍ୟୟ ପରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାରି ଭିତରେ ଆଜି ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଏବେ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଯାଇଛି। ଚମୋଲିର ଡିଏମ୍ ଶ୍ୱାତୀ ଭଦୌରିଆ କହିଛନ୍ତି, ଟନେଲରେ ରେସ୍କ୍ୟୁ ଅପରେସନକୁ ଅଧିକ ଦ୍ରୁତ କରାଯାଇଛି। ତେବେ ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୧୪ରୁ ୧୬ ତାରିଖ ଭିତରେ ପୂରା ଅଞ୍ଚଳରେ ପାଗ ବହୁତ ଖରାପ ରହିବ। ଯାହାର ପ୍ରଭାବରେ […]

CHAMOLI

CHAMOLI

Ranjit Kumar Jena
  • Published: Sunday, 14 February 2021
  • Updated: 14 February 2021, 06:16 PM IST

Sports

Latest News

ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ହିମ ସ୍ଖଳନ ଯୋଗୁ ଘଟିଥିବା ବିପର୍ଯ୍ୟୟ ପରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାରି ଭିତରେ ଆଜି ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଏବେ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଯାଇଛି। ଚମୋଲିର ଡିଏମ୍ ଶ୍ୱାତୀ ଭଦୌରିଆ କହିଛନ୍ତି, ଟନେଲରେ ରେସ୍କ୍ୟୁ ଅପରେସନକୁ ଅଧିକ ଦ୍ରୁତ କରାଯାଇଛି। ତେବେ ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୧୪ରୁ ୧୬ ତାରିଖ ଭିତରେ ପୂରା ଅଞ୍ଚଳରେ ପାଗ ବହୁତ ଖରାପ ରହିବ। ଯାହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ରେସ୍କ୍ୟୁ ଟିମର ସମସ୍ୟା ବଢ଼ିପାରେ।

ସେହିପରି ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି, ତପୋବନ ଟନେଲରେ ଫେବୃଆରୀ ୭ ତାରିଖରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ଦୁଇଟି ମୃତଦେହ ଟନେଲ୍ ଭିତରୁ ଉଦ୍ଧାର କରାଯାଇଛି। ଏହି ରେସ୍କ୍ୟୁ ଅପରେସନରେ ଉତ୍ତରାଖଣ୍ଡ ପୁଲିସ୍, ଏସଡିଆରଏଫ୍ ଓ ଏନଡିଆରଏଫର ଯବାନ ସାମିଲ୍ ଅଛନ୍ତି। ଏନଡିଆରଏଫ୍ ଏବେ କ୍ୟାମେରା ଜରିଆରେ ଟନେଲ ଭିତରେ ଫସିଥିବା ଆଉ କିଛି ଲୋକଙ୍କୁ ଖୋଜିବାକୁ ପ୍ରୟାସ କରିବ।

ସୂଚନାଯୋଗ୍ୟ, ଗତ ରବିବାର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମ ସ୍ଖଳନ ଯୋଗୁ ଋଷି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିଥିଲା। ଏହି ପ୍ରଳୟଙ୍କାରୀ ବନ୍ୟାରେ ଅନେକ ଗାଁ ଭାସି ଯାଇଛି। ଏହା ପରେ ଶତାଧିକ ଲୋକଙ୍କୁ ବଞ୍ଚାଇବା ପାଇଁ ଦିନରାତି ଉଦ୍ଧାର କାର୍ଯ୍ୟ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story