ଏନକାଉଣ୍ଟରରେ ଗଲା ସହଯୋଗୀଙ୍କ ଜୀବନ, ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇଲେ ନକ୍ସଲ

ଦାନ୍ତେଓ୍ୱାଡା: ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲମାନେ ଏକ ପାସେଞ୍ଜର ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରାଇଥିଲେ। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇ ନାହାନ୍ତି। ପୁଲିସ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି, ଏହି ପାସେଞ୍ଜର ଟ୍ରେନ୍‌ରେ ମୋଟ ୩୦ ଜଣ ଯାତ୍ରୀ ଥିଲେ। ଭାନସୀ ଓ ବାଚେଲି ମଧ୍ୟରେ ନକ୍ସଲଙ୍କ ଦ୍ୱାରା ଟ୍ରେନ୍‌ଟିକୁ ଲାଇନଚ୍ୟୁତ କରାଯାଇଥିଲା। ​କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନଥିଲେ। ଏହାପରେ ଜିଲ୍ଲା ରିଜର୍ଭ […]

train-derail

train-derail

Subhransu Sekhar
  • Published: Saturday, 24 April 2021
  • Updated: 24 April 2021, 08:05 AM IST

Sports

Latest News

ଦାନ୍ତେଓ୍ୱାଡା: ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲମାନେ ଏକ ପାସେଞ୍ଜର ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରାଇଥିଲେ। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇ ନାହାନ୍ତି। ପୁଲିସ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି, ଏହି ପାସେଞ୍ଜର ଟ୍ରେନ୍‌ରେ ମୋଟ ୩୦ ଜଣ ଯାତ୍ରୀ ଥିଲେ। ଭାନସୀ ଓ ବାଚେଲି ମଧ୍ୟରେ ନକ୍ସଲଙ୍କ ଦ୍ୱାରା ଟ୍ରେନ୍‌ଟିକୁ ଲାଇନଚ୍ୟୁତ କରାଯାଇଥିଲା। ​କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନଥିଲେ। ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ ଯବାନ ମାନେ ଟ୍ରେନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପରେ ଏକ ସୁରକ୍ଷିତ ସ୍ଥାନକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ୩୦ ଯାତ୍ରୀଙ୍କୁ ସେମାନଙ୍କ ନିଜ ନିଜ ଘରକୁ ପଠାଯାଇଥିଲା।

https://twitter.com/ANI/status/1385665427833987074?s=20

ସୂଚନାଯୋଗ୍ୟ, ଦାନ୍ତେୱାଡା ସ୍ଥିତ ନୀଲାୱେ ଜଙ୍ଗଲରେ ନିକଟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଜଣେ ନକ୍ସଲ ନେତା ହତ୍ୟାର ଶିକାର ହୋଇଥିଲେ। ଏହାର କିଛି ଦିନ ପରେ ଟ୍ରେନଟିକୁ ଲାଇନଚ୍ୟୁତ କରାଯାଇଛି। ତେଣୁ ନକ୍ସଲମାନେ ପ୍ରତିଶୋଧ ନେବାକୁ ଯାଇ ବଡ଼ କ୍ଷତି କରାଇବା ଆଶାରେ ଥିବା ଜଣାପଡ଼ିଛି।

ଗତ ମଙ୍ଗଳବାର ଦାନ୍ତେଓ୍ୱାଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମିୟ ବେଳେ ଏନକାଉଣ୍ଟରରେ ମୋଷ୍ଟ ଓ୍ୱାଣ୍ଟେଡ ନକ୍ସଲ କମାଣ୍ଡର କୋଶା ହାଁସଦା ନିହତ ହୋଇଥିଲା। କୋଶା ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ ବୋଲି ପ୍ରଶାସନ ଘୋଷଣା କରିଥିଲା।

କୋଶା ହାଁସନ୍ଦା ନାଁରେ ୧୫ଟି ମାମଲା ରହିଥିଲା ବୋଲି ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଥିଲେ। ମଙ୍ଗଳବାର ସକାଳ ୬ଟାରେ ଏହି ଗୁଳିବିନିମୟ ଦାନ୍ତେଓ୍ୱାଡା ଜିଲ୍ଲା ସ୍ଥିତ ନିଲଓ୍ୱୟ ଜଙ୍ଗଲରେ  ହୋଇଥିଲା। ମୃତ ଶରୀର ଜବତ ବେଳେ କୋଶା ପାଖରୁ ୩ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀ ଆଇଆଇଡି, ଗୋଟିଏ ୯ ମିମି ପିସ୍ତଲ ଏବଂ ଗୋଟିଏ ବନ୍ଧୁକ ଜବତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story