ସୀମାରେ ଜଗିଛି ଚାଇନାର ବାୟୁସେନା, ମୁକାବିଲା କରିବାକୁ ଭାରତ ବି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏଯାଏ ଥମିନି। ଏଲଏସିର ଅପରପାର୍ଶ୍ୱରେ ଥିବା ସମସ୍ତ ୩ଟି ଯାକ ବେସ୍‌ରେ ଚାଇନାର ବାୟୁସେନା ମୁତୟନ ରହିଛନ୍ତି। ସେମାନେ ବେସ୍‌ରେ ଜଗି ବସିଥିବା ବେଳେ ଭାରତୀୟ ବାୟୁସେନା ମଧ୍ୟ ସବୁ ପ୍ରକାରର ପରିସ୍ଥିତର ଜବାବ ଦେବାକୁ ତୟାର ହୋଇ ରହିଛି ବୋଲି ଆଜି ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ କହିଛନ୍ତି। ଫୋର୍ସର ୮୯ତମ ବାର୍ଷିକ ଉତ୍ସବରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଚିଫ […]

VR--choudhary

VR--choudhary

Hemant Lenka
  • Published: Tuesday, 05 October 2021
  • Updated: 05 October 2021, 01:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏଯାଏ ଥମିନି। ଏଲଏସିର ଅପରପାର୍ଶ୍ୱରେ ଥିବା ସମସ୍ତ ୩ଟି ଯାକ ବେସ୍‌ରେ ଚାଇନାର ବାୟୁସେନା ମୁତୟନ ରହିଛନ୍ତି। ସେମାନେ ବେସ୍‌ରେ ଜଗି ବସିଥିବା ବେଳେ ଭାରତୀୟ ବାୟୁସେନା ମଧ୍ୟ ସବୁ ପ୍ରକାରର ପରିସ୍ଥିତର ଜବାବ ଦେବାକୁ ତୟାର ହୋଇ ରହିଛି ବୋଲି ଆଜି ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ କହିଛନ୍ତି।

ଫୋର୍ସର ୮୯ତମ ବାର୍ଷିକ ଉତ୍ସବରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଚିଫ ମାର୍ଶଲ ଚୌଧୁରୀ କହିଛନ୍ତି, ଏଲଏସିରେ ସ୍ଥିତି କଥା ଯଦି ଆମେ ବିଚାରକୁ ନେବା, ତା’ହେଲେ ସୀମାର ଆରପଟେ ଚାଇନିଜ ଏୟାରଫୋର୍ସ ୩ଟି ଯାକ ବେସରେ ରହିଛନ୍ତି। ଆମେ ଆମ ପକ୍ଷରେ ସବୁ ପ୍ରକାରର ପ୍ରସ୍ତୁତି କରିଛୁ ଓ ସଜାଗ ହୋଇ ରହିଛୁ।

ଅଧିକ ଉଚ୍ଚତାରେ ଚାଇନାର ମିଶିନ ଅପେକ୍ଷାକୃତ ଦୁର୍ବଳ। ବାୟୁସେନାରେ ରାଫେଲ ଓ ଆପାଚେ ସାମିଲ ହେବା ଯବାନଙ୍କ ଯୁଦ୍ଧ କ୍ଷମତାକୁ ଅଧିକ ଶାଣିତ କରିଛି। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବାୟୁସେନାରେ ସାମିଲ ହେବା ଆମ କାଉଣ୍ଟର ଆଟାକ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି। ସବୁ ପ୍ରକାରର ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଚାଇନା-ପାକିସ୍ତାନ ସମ୍ପର୍କରେ ସେ କହିଛନ୍ତି, ଏ ସମ୍ପର୍କକୁ ନେଇ କୌଣସି ପ୍ରକାରର ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ। କେବଳ ୱେଷ୍ଟର୍ଣ୍ଣ ଟେକ୍ନୋଲଜି ପାକିସ୍ତାନରୁ ଚାଇନାକୁ ଯିବା ସାମାନ୍ୟ ଚିନ୍ତାର ବିଷୟ। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଏୟାରଫିଲ୍ଡକୁ ନେଇ ବି ଚିନ୍ତା କରିବା ଉଚିତ ନୁହେଁ। ଉକ୍ତ ଏୟାରଫିଲ୍ଡଗୁଡ଼ିକ ବହୁତ ଛୋଟ। ସେଠାରେ କିଛି ହାତ ଗଣତି ହେଲିକପ୍ଟର ରହିପାରିବ। ଆଫଗାନ ସୀମାନ୍ତରେ ଥିବା ଗୋଟିଏ ଏୟାରଫିଲ୍ଡକୁ ସେମାନେ ସେଠାରେ ଥିବା ନିଜ ଲୋକଙ୍କୁ ଆଣିବା ପାଇଁ ବ୍ୟବହାର କରୁଛନ୍ତି ବୋଲି ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ କହିଛନ୍ତି।

ବାୟୁସେନାର ଆଗାମୀ ଭବିଷ୍ୟତ ଯୋଜନା ‌ଓ ମିଗ୍‌ ବିମାନ ବାରମ୍ବାର ଦୁର୍ଘଟଣା ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, “ଡ୍ରୋନ ବିଧ୍ୱଂସକାରୀ କ୍ଷମତା ହାସଲ କରିବା ପାଇଁ ଆମେ ଦୀର୍ଘ ଦିନକୁ କାର୍ଯ୍ୟ କରୁଛୁ। ଆମେ ଖୁବଶୀଘ୍ର ୬ଟି ଲାଇଟ ୟୁଟିଲିଟି ହେଲିକପ୍ଟର ଏଚଏଏଲରୁ ପାଇବୁ। ଆସନ୍ତା ଗୋଟିଏ ଦଶନ୍ଧି ମଧ୍ୟରେ ୩୫ଟି ଫାଟଣ ସ୍କ୍ୱାର୍ଡନ ବାୟୁସେନାରେ ସାମିଲ ହେବ। ଆମର ୫ମ ଜେନେରେସନ ଫାଇଟର ଏୟାରକ୍ରାଫ୍ଟ ଆବଶ୍ୟକତା ଡିଆରଡିଓ ଦ୍ୱାରା ତିଆରି ହୋଇଥିବା ଏଏମସିଏ ଦ୍ୱାରା ପୂରଣ ହେବ। ଏହା ସୀମାନ୍ତରେ ଗେମ ଚେଞ୍ଜର ଭାବେ କାମ କରିବ।”

ମିଗ୍‌ -୨୧ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ସେ କହିଛନ୍ତି ଯେ ଆମକୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ବାରମ୍ବାର ମିଗ-୨୧ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ତେବେ ତଥ୍ୟକୁ ଦେଖିଲେ ପୂର୍ବାପେକ୍ଷା ଏହି ସଂଖ୍ୟା ହ୍ରାସ ପାଇଛି। ସବୁ ପ୍ରକାରର ଯାଞ୍ଚ କରାଯିବା ପରେ ହିଁ ଗୋଟିଏ ବିମାନକୁ ଉଡ଼ାଣ ଅନୁମତି ମିଳେ। ତଥାପି ଦୁର୍ଘଟଣା ଘଟିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story