ବାଦଲଫଟା ବର୍ଷା, ମାଟିତଳେ ପୋତି ହୋଇଗଲା ଟ୍ରକ୍‌, ଡ୍ରାଇଭର ମୃତ

ଶ୍ରୀନଗର: ଘାଟିରେ ବାଦଲଫଟା ବର୍ଷା। ରବିବାର ଜମ୍ମୁକଶ୍ମୀର ପୁଞ୍ଛ ଜିଲ୍ଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡି ସହରରେ ବର୍ଷା ଯୋଗୁ ମାଟି ଧସି ଯାଇଛି। ଫଲରେ ମାଟି ତଳେ ଅନେକ ଦୋକାନ ବଜାର ପୋତି ହୋଇଯାଇଛି। କେବଳ ସେତିକି ନୁହେଁ ଏହି ମାଟି ତଳେ ଏକ ଟ୍ରକ୍‌ ମଧ୍ୟ ପୋତି ହୋଯାଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଦୋକାନରେ କେହି ଉପସ୍ଥିତ ନଥିଲେ। ଏଥିସହିତ ପୁଞ୍ଚ-ମାଣ୍ଡି ରାସ୍ତା […]

cloud-bursts-in-jammu

cloud-bursts-in-jammu

Madhupriya Mistry
  • Published: Monday, 20 June 2022
  • Updated: 20 June 2022, 09:18 AM IST

Sports

Latest News

ଶ୍ରୀନଗର: ଘାଟିରେ ବାଦଲଫଟା ବର୍ଷା। ରବିବାର ଜମ୍ମୁକଶ୍ମୀର ପୁଞ୍ଛ ଜିଲ୍ଲରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡି ସହରରେ ବର୍ଷା ଯୋଗୁ ମାଟି ଧସି ଯାଇଛି। ଫଲରେ ମାଟି ତଳେ ଅନେକ ଦୋକାନ ବଜାର ପୋତି ହୋଇଯାଇଛି। କେବଳ ସେତିକି ନୁହେଁ ଏହି ମାଟି ତଳେ ଏକ ଟ୍ରକ୍‌ ମଧ୍ୟ ପୋତି ହୋଯାଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ସମୟରେ ଦୋକାନରେ କେହି ଉପସ୍ଥିତ ନଥିଲେ। ଏଥିସହିତ ପୁଞ୍ଚ-ମାଣ୍ଡି ରାସ୍ତା ଉପରକୁ କାଦୁଆ ଓ ମାଟି ଧସିଆସିବା ହେତୁ ଅନେକ ଗାଡି ଅଟକି ରହିଥିଲା। ପରେ ସେଗୁଡିକୁ ରାସ୍ତାରୁ ସଫା କରାଯାଇଛି। ସେଫଟେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

ସେଠାକାର ତହସିଲଦାର ଶହଜାଦା ଲତିଫ ଖାନ, ପୁଲିସ, ସେନା, ବିଏସଏଫ ଏବଂ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାରିଟି ଜେସିବି ମେସିନ୍ ଲଗାଇ ପରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଆବର୍ଜନାଗୁଡ଼ିକୁ ବାହାର କରାଯାଇଥିଲା। ଅଳିଆ ଗଦାରେ ପୋତି ହୋଇଯାଇଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତହସିଲଦାରଙ୍କ କହିବା ମୁତାବକ, ଦିନସାରା ଜାରି ରହିଥିବା ବର୍ଷା ମଧ୍ୟରେ ଆଚାନକ ମାଣ୍ଡି ସହର ବାହାରେ ସନ୍ଧ୍ୟା ପ୍ରାୟ ସାଢ଼େ ୩ଟା ବେଳେ ବାଦଲ ଫାଟିଥିଲା। ଫଳରେ ପାହାଡ ଉପରୁ ମାଟି, କାଦୁଅ ଓ ପଥର ଧସିଆସିଥିଲା। ଏଥିରେ ଚାରୋଟି ଦୋକାନ ଏବଂ ଟ୍ରକ ପୋତି ହୋଇଯାଇଥିଲା।

https://twitter.com/AHindinews/status/1538660621159645184?s=20&t=Ee1iQvev7EKutMYNJIUpSg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story