କୋର୍ଟରେ ହାଜର ହେବ ହତ୍ୟାକାରୀ ଗଞ୍ଜା

ହାଇଦ୍ରାବାଦ: ନିଜ ମାଲିକକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜା କୋର୍ଟରେ ହାଜର ହେବ। ଗଞ୍ଜାର ଗୋଡ଼ରେ ଲାଗିଥିବା ତୀକ୍ଷ୍ମଣ ଧାରୁଆ ଅସ୍ତ୍ର ବାଜିବାରୁ ମାଲିକର ମୃତ୍ୟୁ ହୋଇଥିଲା ପରେ ପୁଲିସ ଗଞ୍ଜାଟିକୁ ଗିରଫ କରିଛି। ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ଏହି ଅଜବ ମାମଲା ସାମ୍ନାକୁ ଆସିଛି। ଫେବୃଆରୀ ୨୨ରେ ଜଗତିଆଲ୍ ଜିଲ୍ଲାର ୟେଲ୍ଲମ୍ମା ମନ୍ଦିରରେ କୁକୁଡ଼ା ଲଢ଼େଇ ହେଉଥିଲା। ଏହି ସମୟରେ ଗୋଟିଏ କୁକୁଡ଼ା ୪୫ ବର୍ଷିୟ ଟି ସତୀଶଙ୍କୁ ଆକ୍ରମଣ କରିଥିଲା। ଏହି […]

ganja

ganja

Subhransu Sekhar
  • Published: Monday, 01 March 2021
  • Updated: 01 March 2021, 02:16 PM IST

Sports

Latest News

ହାଇଦ୍ରାବାଦ: ନିଜ ମାଲିକକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜା କୋର୍ଟରେ ହାଜର ହେବ। ଗଞ୍ଜାର ଗୋଡ଼ରେ ଲାଗିଥିବା ତୀକ୍ଷ୍ମଣ ଧାରୁଆ ଅସ୍ତ୍ର ବାଜିବାରୁ ମାଲିକର ମୃତ୍ୟୁ ହୋଇଥିଲା ପରେ ପୁଲିସ ଗଞ୍ଜାଟିକୁ ଗିରଫ କରିଛି।

ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ଏହି ଅଜବ ମାମଲା ସାମ୍ନାକୁ ଆସିଛି। ଫେବୃଆରୀ ୨୨ରେ ଜଗତିଆଲ୍ ଜିଲ୍ଲାର ୟେଲ୍ଲମ୍ମା ମନ୍ଦିରରେ କୁକୁଡ଼ା ଲଢ଼େଇ ହେଉଥିଲା। ଏହି ସମୟରେ ଗୋଟିଏ କୁକୁଡ଼ା ୪୫ ବର୍ଷିୟ ଟି ସତୀଶଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସତୀଶଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁକୁଡ଼ାଟିକୁ ଗିରଫ କରିଥିଲା।

ଗୋଟିଏ ଧାରୁଆ ଅସ୍ତ୍ର କୁକୁଡ଼ା ଗୋଡ଼ରେ ବନ୍ଧା ହୋଇଥିଲା ଏବଂ ସେହି ଧାରୁଆ ଅସ୍ତ୍ରଟି ବାଜିବାରୁ ସତୀଶଙ୍କର ମୃତ୍ୟୁ ଘଟିଛି।

ଧାରୁଆ ଅସ୍ତ୍ରଟି ସତୀଶଙ୍କ ଶରୀରରେ ବାଜିବା ପରେ ସେ ଗୁରୁତର ଆହତ ହୋଇଥିଲେ। ଛୁରୀଟି ବାଜିବା ପରେ ପ୍ରବଳ ରକ୍ତ ପ୍ରବାହିତ ହୋଇଥିଲା। ଏହାପରେ ସତୀଶଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ସତୀଶଙ୍କୁ ମୃତ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ କୁକୁଡ଼ା ଲଢ଼େଇ ଉପରେ ନିଷେଧାଦେଶ ରହିଛି। ମନ୍ଦିର ପାଖରେ ଲୁଚି ଲୁଚି ଏହି ଲଢ଼େଇ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story