ଧମକ ପରେ ସୋ’ ବାତିଲ କଲେ କୁନାଲ

ବେଙ୍ଗାଲୋରୁ: ଜଣାଶୁଣା କମେଡିଆନ କୁନାଲ କାମରାଙ୍କର ବେଙ୍ଗାଲୋରୁରେ ହେବାକୁଥିବା ସୋ’କୁ ବାତିଲ ସେ ବାତିଲ କରିଛନ୍ତି। ଧମକ ଆସିବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ସେ ସୋ’ କରନ୍ତି ତେବେ ଏହାକୁ କରିବାକୁ ଦିଆଯିବ ନାହିଁ ବୋଲି ତାଙ୍କୁ ଧମକ ଦିଆଯାଇଥିବା କହିଛନ୍ତି। ଏନେଇ ସେ ଇନ୍‌ଷ୍ଟ୍ରାଗ୍ରମାରେ ଏକ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ବେଙ୍ଗାଲୋରର ଲୋକମାନଙ୍କୁ ନମସ୍କାର।  ଆସନ୍ତା ୨୦ ଦିନ ମଧ୍ୟରେ ବେଙ୍ଗାଲୋରୁରେ ମୋର ହେବାକୁ ଥିବା ସୋ’ […]

vd

vd

Tapas Behera
  • Published: Wednesday, 01 December 2021
  • Updated: 01 December 2021, 06:09 PM IST

Sports

Latest News

ବେଙ୍ଗାଲୋରୁ: ଜଣାଶୁଣା କମେଡିଆନ କୁନାଲ କାମରାଙ୍କର ବେଙ୍ଗାଲୋରୁରେ ହେବାକୁଥିବା ସୋ’କୁ ବାତିଲ ସେ ବାତିଲ କରିଛନ୍ତି। ଧମକ ଆସିବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ସେ ସୋ’ କରନ୍ତି ତେବେ ଏହାକୁ କରିବାକୁ ଦିଆଯିବ ନାହିଁ ବୋଲି ତାଙ୍କୁ ଧମକ ଦିଆଯାଇଥିବା କହିଛନ୍ତି। ଏନେଇ ସେ ଇନ୍‌ଷ୍ଟ୍ରାଗ୍ରମାରେ ଏକ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ବେଙ୍ଗାଲୋରର ଲୋକମାନଙ୍କୁ ନମସ୍କାର।  ଆସନ୍ତା ୨୦ ଦିନ ମଧ୍ୟରେ ବେଙ୍ଗାଲୋରୁରେ ମୋର ହେବାକୁ ଥିବା ସୋ’ ବାତିଲ ହୋଇଛି।

ଦୁଇଟି କାରଣରୁ ପାଇଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବା ସେ ଅନୁମାନ କରୁଛନ୍ତି । ପ୍ରଥମଟି କୋଭିଡି ଯୋଗୁ ଗୋଟିଏ ଜାଗାରେ୪୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ପାଇଁ ଅନୁମତି ମିଳିବ ନାହିଁ। ଯଦି ମୁଁ ପରଫର୍ମ କରେ ତେବେ ମତେ ବନ୍ଦ କରାଯିବାକୁ  ଧମକ ଦିଆଯାଇଛି। ଏହା ମଧ୍ୟ କୋଭିଡ ପ୍ରୋଟୋକଲର ଏକ ଅଂଶ ବୋଲି ମୁଁ ଅନୁଭବ କରୁଛି। ମୁଁ ବି ଭ୍ୟାରିଆଣ୍ଟର ନୂଆ ଭାଇରସ ଦେଖିବାକୁ ପାଉଛି ବୋଲି ସେ କଟାକ୍ଷ କରିଛନ୍ତି। ତବେ ଏଭଳି ଧମକ ଯୋଗୁ ଅନ୍ୟ ଜଣେ କମେଡିଆନ ମୁନାୱାର ଫାରୁକି ଷ୍ଟାଣ୍ଡ-ଅପ୍ କମେଡି ଛାଡିବାକୁ ଘୋଷଣା କରିଛନ୍ତି ।

କିଛି ଦିନ ପୂର୍ବେ ତାଙ୍କର ୧୨ଟି ସୋ’କୁ  ଧମକ ଦେଇ ବାତିଲ କରାଯାଇଥିଲା। ଏହା ପରେ କୁନାଲଙ୍କ ଘଟଣା ସାମ୍ନାକୁ ଆସିଛି।  ବିଜେପି ସରକାରଙ୍କ ଜଣେ କଡ଼ା ନିନ୍ଦୁକ ଭାବେ ପରଚିତ କୁନାଲ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ବିବାଦ ମାମଲାରେ ବେଶ ଚର୍ଚ୍ଚାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story