ସିଲିଣ୍ଡର ଉପରେ ବସି କଂଗ୍ରେସର ପ୍ରେସ କନଫରେନସ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବଢ଼ିଛି। ଆଜି ୨୫ ଟଙ୍କା ଅଣ ସବସିଡି ଗ୍ୟାସ ଦର ବଢ଼ିଛି। ଏହାକୁ ବିରୋଧ କରି କଂଗ୍ରେସ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି। ଦିଲ୍ଲୀରେ କଂଗ୍ରେସ ନେତା ପାର୍ଟି ଅଫିସରେ ଗ୍ୟାସ ସିଲିଣ୍ଡର ଉପରେ ବସି ପ୍ରେସ କନଫରେନସ କରିଛନ୍ତି। ଆଉ ବଢ଼ୁଥିବା ଦର ଦାମ ପାଇଁ ମୋଦି ସରକାର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ କଂଗ୍ରେସ ନେତ୍ରୀ ସୁପ୍ରିୟା […]

congress-on-cylinder

congress-on-cylinder

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 05:54 PM IST

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଥିବା ବେଳେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବଢ଼ିଛି। ଆଜି ୨୫ ଟଙ୍କା ଅଣ ସବସିଡି ଗ୍ୟାସ ଦର ବଢ଼ିଛି। ଏହାକୁ ବିରୋଧ କରି କଂଗ୍ରେସ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି। ଦିଲ୍ଲୀରେ କଂଗ୍ରେସ ନେତା ପାର୍ଟି ଅଫିସରେ ଗ୍ୟାସ ସିଲିଣ୍ଡର ଉପରେ ବସି ପ୍ରେସ କନଫରେନସ କରିଛନ୍ତି। ଆଉ ବଢ଼ୁଥିବା ଦର ଦାମ ପାଇଁ ମୋଦି ସରକାର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ।

ଏହାପୂର୍ବରୁ ୪ ଫେବୃଆରୀରେ ୨୫ ଟଙ୍କା, ୧୪ ଫେବୃଆରୀରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା। ଆଜି ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଛି। ଅର୍ଥାତ୍ ଏହି ମାସରେ ଏଲପିଜି ଗ୍ୟାସର ୧୦୦ ଟଙ୍କା ବୃଦ୍ଧି ପାଇଛି।

https://twitter.com/ANI/status/1364879643786895364?s=20

ଏଲପିଜି ଗ୍ୟାସ ମୂଲ୍ୟରେ ବୃଦ୍ଧି ପରେ ଦିଲ୍ଲୀରେ ଅଣ ସବସିଡି ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୬୯ ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ କୋଲକାତାରେ ଏହି ସିଲିଣ୍ଡରର ଦାମ ୮୨୦.୫୦ ଟଙ୍କା, ମୁମ୍ବାଇ ୭୯୪ ଟଙ୍କା ଏବଂ ଚେନ୍ନାଇ ୭୬୦ ଟଙ୍କା ରହିଛି।

ଏହାପୂର୍ବରୁ ଦିଲ୍ଲୀରେ ଏଲପିଜି ମୂଲ୍ୟ ୭୬୯ ଟଙ୍କା, କୋଲକାତାରେ ୭୯୫.୫୦ ଟଙ୍କା, ମୁମ୍ବାଇରେ ୭୬୯ ଟଙ୍କା ଏବଂ ଚେନ୍ନାଇରେ ୭୮୫ ଟଙ୍କା ଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ମାସରେ ରୋଷେଇ ଗ୍ୟାସ ଏଲପିଜିର ଦାମ ବଢ଼ିନଥିଲା। ହେଲେ ଚଳିତ ମାସରେ ଏଯାବତ ତୃତୀୟ ଥର ପାଇଁ ସିଲିଣ୍ଡର ଦାମ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story