ଦୟନୀୟ ସ୍ଥିତି: ବେଡ୍‌ ଆଶାରେ ଆମ୍ବୁଲାନ୍ସରେ ଅପେକ୍ଷା କରିଛନ୍ତି କରୋନା ରୋଗୀ

ଗୁଜରାଟ: କରୋନାର କରାଳ ରୂପ। ୧୦୦ ସ୍ପିଡ୍‌ରେ ମାଡି ଚାଲିଛି ମହାମାରୀ। ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖା। ଫଳରେ ସ୍ଥିତି ବେକାକୁ ହେବାରେ ଲାଗିଛି। ହସ୍ପିଟାଲରେ ଆଉ ଖାଲି ନାହିଁ ବେଡ୍‌। ହସ୍ପିଟାଲ କ୍ୟାମ୍ପସ ବାହାରେ ଲାଗିଛି ଆମ୍ବୁଲାନ୍ସର ଲମ୍ବା ଲାଇନ୍‌ । ବେଡ୍‌ ଆଶାରେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୀର୍ଘ ସମୟ ଧରି ଅପେକ୍ଷା କରି ବସିଛନ୍ତି କରୋନା ରୋଗୀ। କରୋନାର ଏଭଳି ଏକ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି ଅହମ୍ମଦାବାଦରୁ। ଗୁଜରାଟ […]

Covid patient in ambulance

Covid patient in ambulance

Madhupriya Mistry
  • Published: Tuesday, 13 April 2021
  • Updated: 13 April 2021, 11:22 AM IST

Sports

Latest News

ଗୁଜରାଟ: କରୋନାର କରାଳ ରୂପ। ୧୦୦ ସ୍ପିଡ୍‌ରେ ମାଡି ଚାଲିଛି ମହାମାରୀ। ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖା। ଫଳରେ ସ୍ଥିତି ବେକାକୁ ହେବାରେ ଲାଗିଛି। ହସ୍ପିଟାଲରେ ଆଉ ଖାଲି ନାହିଁ ବେଡ୍‌। ହସ୍ପିଟାଲ କ୍ୟାମ୍ପସ ବାହାରେ ଲାଗିଛି ଆମ୍ବୁଲାନ୍ସର ଲମ୍ବା ଲାଇନ୍‌ । ବେଡ୍‌ ଆଶାରେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୀର୍ଘ ସମୟ ଧରି ଅପେକ୍ଷା କରି ବସିଛନ୍ତି କରୋନା ରୋଗୀ। କରୋନାର ଏଭଳି ଏକ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି ଅହମ୍ମଦାବାଦରୁ।

ଗୁଜରାଟ ଅହମ୍ମଦାବାଦର ବଡ ହସ୍ପିଟାଲ କୁହାଯାଉଥିବା ସିଭିଲ୍‌ ହସ୍ପିଟାଲରୁ ଆସିଛି ଏଭଳି ଚିତ୍ର। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥିତି ବେକାକୁ ହେବାରେ ଲାଗିଛି। ହସ୍ପିଟାଲରେ ଥିବା ୧୨ଶହ ବେଡ୍‌ ଫୁଲ୍‌ ହୋଇସାରିଲାଣି। ବେଡ୍‌ ଖାଲି ନଥିବାରୁ ହସ୍ପିଟାଲ ବାହାରେ ଆକ୍ରାନ୍ତମାନେ ଆମ୍ବୁଲାନ୍ସରେ ଅପେକ୍ଷା କରି ବସିଛନ୍ତି। ଆମ୍ବୁଲାନ୍ସ ଭିତରେ ହିଁ ରୋଗୀମାନନଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି।

ହସ୍ପିଟାଲରୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଅହମ୍ମଦାବାଦ ସମେତ ସୁରଟ, ରାଜକୋଟ ଆଦି ସହରରେ ମଧ୍ୟ ସମାନ ସ୍ଥିତି ରହିଛି। ଏଠାରେ ମଧ୍ୟ ପ୍ରତିଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ହସ୍ପିଟାଲରେ ବେଡ୍‌ ସଂଖ୍ୟା କମିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଗୁଜରାଟରେ ଏବେ କରୋନା ଦ୍ରୁତ ଗତିରେ ତା'ର କାୟା ବିସ୍ତାର କରିଚାଲିଛି। ଏଠାରେ ୨୪ ଘଣ୍ଟାରେ ୬୦୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ୩୦,୬୮୦ ଆକ୍ଟିଭ କେସ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story