୧୩ରେ କରୋନାର ୨ୟ ଡୋଜ୍‌ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୧୬ ଅର୍ଥାତ ପ୍ରଥମ ଦିନ ଟିକା ନେଇଥିବା ଲୋକଙ୍କୁ ୧୩ ତାରିଖରେ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏହାପରେ ପର୍ଯ୍ୟାୟକ୍ରମେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ହିତାଧିକାରୀମାନେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବେ, ସେମାନଙ୍କୁ ସେହି […]

xf

xf

Hemant Lenka
  • Published: Saturday, 06 February 2021
  • Updated: 06 February 2021, 08:41 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୧୬ ଅର୍ଥାତ ପ୍ରଥମ ଦିନ ଟିକା ନେଇଥିବା ଲୋକଙ୍କୁ ୧୩ ତାରିଖରେ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏହାପରେ ପର୍ଯ୍ୟାୟକ୍ରମେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ହିତାଧିକାରୀମାନେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବେ, ସେମାନଙ୍କୁ ସେହି ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ନିୟମ ଅନୁସାରେ ପ୍ରଥମେ ଡୋଜ୍‌ର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଇଥାଏ। ସେହିପରି ଏହାର ୧୪ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାକୁ ମାତ୍‌ ଦେବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ।

ଅନ୍ୟପକ୍ଷରେ ଦେଶରେ ମାତ୍ର ୨୧ ଦିନ ମଧ୍ୟରେ ୫୦ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି। ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ କମ ଦିନରେ ଏତେ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ନଥିଲା। ସରକାର କହିଛନ୍ତି ଯେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୬୦% ସ୍ୱାସ୍ଥ୍ୟାକର୍ମୀଙ୍କୁ ଟିକା ଦିଆଯାଇଛି। ତଥାପି ସବୁ ରାଜ୍ୟକୁ ଟିକାକରଣ ପ୍ରତିଶତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି।

ଆଜି ସରକାର ସବୁ ରାଜ୍ୟକୁ କହିଛନ୍ତି ଯେ ୨୦ ଫେବୃଆରୀ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅତିକମରେ ଗୋଟିଏ ଥର ଟିକା ଦିଆଯାଉ। ସେହିପରି ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ମାର୍ଚ୍ଚ ୬ ପୂର୍ବରୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଉ। ବିଶେଷଜ୍ଞମାନେ କହିଛନ୍ତି, ବର୍ତ୍ତମାନ ବହୁତ କମ ହାରରେ ଟିକାକରଣରେ ଲୋକ ଭାଗ ନେଉଛନ୍ତି।

ଏପରି ଧାରା ଜାରି ରହିଲେ, ୬ ମାସ ମଧ୍ୟରେ ୩୦ କୋଟି ଲୋକଙ୍କର ଟିକାକରଣ କରାଯାଇ ପାରିବ ନାହିଁ। ୬ ମାସ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story