ମଶାଣିରେ ମିଳୁନି ଜାଗା, ମୃତଦେହ ଛାଡ଼ି ଚାଲିଯାଉଛନ୍ତି ପରିବାର

ଲକ୍ଷ୍ନୌ: କରୋନାର କରୁଣ ଚିତ୍ର। ଶ୍ମଶାନରେ ଲିଭୁନି ନିଆଁ, ଜଳୁଛି ଶହ ଶହ ଶବ। ଅନ୍ତିମ ସଂସ୍କାର ପାଇଁ ମିଳୁନି ସ୍ଥାନ। ବାଧ୍ୟ ହୋଇ ମୃତଦେହକୁ ବାହାରେ ଛାଡି ଚାଲିଯାଉଛନ୍ତି ପରିବାର ଲୋକ। ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ। ଲକ୍ଷ୍ନୌରେ କରୋନାର ସ୍ଥିତି ବେହାଲ ରହିଛି। ସେଠାକାର ଆଲମବାଗ ଅଞ୍ଚଳରେ ଥିବା ନହର ଶଶ୍ମାନ ଘାଟ ବଖାଣୁଛି କରୋନାର କରୁଣ କାହାଣୀ। ଶ୍ମଶାନ ଘାଟରେ ଲିଭୁନି ନିଆଁ। ପ୍ରତିଦିନ ୫୦ରୁ ୬୦ […]

Dead Bodies Queue Up In Crematoriums

Dead Bodies Queue Up In Crematoriums

Madhupriya Mistry
  • Published: Sunday, 18 April 2021
  • Updated: 18 April 2021, 01:56 PM IST

Sports

Latest News

ଲକ୍ଷ୍ନୌ: କରୋନାର କରୁଣ ଚିତ୍ର। ଶ୍ମଶାନରେ ଲିଭୁନି ନିଆଁ, ଜଳୁଛି ଶହ ଶହ ଶବ। ଅନ୍ତିମ ସଂସ୍କାର ପାଇଁ ମିଳୁନି ସ୍ଥାନ। ବାଧ୍ୟ ହୋଇ ମୃତଦେହକୁ ବାହାରେ ଛାଡି ଚାଲିଯାଉଛନ୍ତି ପରିବାର ଲୋକ। ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ।

ଲକ୍ଷ୍ନୌରେ କରୋନାର ସ୍ଥିତି ବେହାଲ ରହିଛି। ସେଠାକାର ଆଲମବାଗ ଅଞ୍ଚଳରେ ଥିବା ନହର ଶଶ୍ମାନ ଘାଟ ବଖାଣୁଛି କରୋନାର କରୁଣ କାହାଣୀ। ଶ୍ମଶାନ ଘାଟରେ ଲିଭୁନି ନିଆଁ। ପ୍ରତିଦିନ ୫୦ରୁ ୬୦ କରୋନାରେ ମୃତ ରୋଗୀଙ୍କ ଅନ୍ତିମ ସଂସ୍କାର ହେଉଛି। ଏପରିକି ଶ୍ମଶାନରେ ଜାଗା ଅଭାବ ପଡୁଛି। ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ ଲଗାଇବାକୁ ପଡୁଛି। ଫଳରେ ଅଧିକାଂଶ ପରିବାର ଲୋକେ ମୃତଦେହକୁ ମଶାଣି ବାହାରେ ଛାଡି ପଳାଇଯାଉଛନ୍ତି। ବାଧ୍ୟହୋଇ ସଫେଇକର୍ମୀ ଓ ମଶାଣିରେ ଶବଦାହ କରୁଥିବା ବ୍ୟକ୍ତି ସେମାନଙ୍କ ଅନ୍ତିମ ସଂସ୍କାର କରୁଛନ୍ତି।

[caption id="attachment_636627" align="aligncenter" width="650"]Crematoriums ଏକା ସଙ୍ଗେ ଶତାଧିକ କରୋନା ମୃତ ରୋଗୀଙ୍କ ଜଳୁଛି ମୃତଦେହ[/caption]

ଆଲମବାଗ ସ୍ଥିତ ନହର ଶବଦାହ ଗୃହରେ ଶ୍ମଶାନ କାର୍ଯ୍ୟ କରୁଥିବା ଜଣେ ପଣ୍ଡିତ କହିଛନ୍ତି,  ଗତ ସନ୍ଧ୍ୟାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଗୋରଖପୁରରୁ କିଛି ଲୋକେ ଆସିଥିଲେ। କିନ୍ତୁ ଶ୍ମଶାନରେ ସେତେବେଳେ ଜାଗା ନଥିଲା। ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଅପେକ୍ଷା ନ କରି ଶ୍ମଶାନର ଗେଟ ବାହାରେ ହିଁ ମୃତଦେହକୁ ଛାଡି ଚାଲି ଯାଇଥିଲେ। ପରେ ବାଧ୍ୟ ହୋଇ ଜଣେ ସଫେଇକର୍ମୀ ଓ ସେ ମିଶି ମୃତଦେହର ଅନ୍ତିମ ସଂସ୍କାର କରିଥିଲେ।

ସେପଟେ ଆଲମବାଗର ପୂର୍ବତନ କାଉନସିଲର ଭୁପେନ୍ଦ୍ର ସିଂଙ୍କ କହିଛନ୍ତି, ``ମୃତଦେହ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ, କରୋନା ସଂକ୍ରମିତଙ୍କ ମୃତଦେହକୁ ଜାଳିବାରେ ବହୁ ଅସୁବିଧା ହେଉଛି, ଶ୍ମଶାନରେ ସ୍ଥାନ ମିଳୁନାହିଁ।''

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ସମେତ ପୁରା ଦେଶରେ କରୋନାର ସେକେଣ୍ଡ ୱେଭ ଜାରି ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ୍‌ ଓ କର୍ଫ୍ୟୁ ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story