ରିଟର୍ଣ୍ଣ ଗିଫ୍ଟ ଦେଲା ସମୁଦ୍ର, ଫଟୋ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ପ୍ରକୃତି ସହ ଲୋକମାନେ ଯାହା କରିଥିଲେ ଏବେ ତା’ର ରିଟର୍ଣ୍ଣ ଗିଫ୍ଟ ମିଳିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ବାତ୍ୟା ତଉକତେ ମୁମ୍ବାଇବାସୀଙ୍କୁ ଉଚିତ ଶିକ୍ଷା ଦେଇଛି। ବାତ୍ୟା ପରେ ମୁମ୍ବାଇର ବିଭିନ୍ନ ସମୁଦ୍ର କୂଳରୁ ସାମ୍ନାକୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାତ୍ୟା ତଉକତେର ପ୍ରଳୟ ପରେ ଅଳିଆ ଆର୍ଜନାରେ ମୁମ୍ବାଇର ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଛି। ମୁମ୍ବାଇବାସୀ ଅନେକ ସମୟରେ ସମୁଦ୍ରକୁ ଯାହା ଫୋପାଡ଼ି ଥିଲେ, ସେଗୁଡ଼ିକ ପ୍ରକୃତି […]

Mumbai

Mumbai

Hemant Lenka
  • Published: Thursday, 20 May 2021
  • Updated: 20 May 2021, 11:54 AM IST

Sports

Latest News

ମୁମ୍ବାଇ: ପ୍ରକୃତି ସହ ଲୋକମାନେ ଯାହା କରିଥିଲେ ଏବେ ତା’ର ରିଟର୍ଣ୍ଣ ଗିଫ୍ଟ ମିଳିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ବାତ୍ୟା ତଉକତେ ମୁମ୍ବାଇବାସୀଙ୍କୁ ଉଚିତ ଶିକ୍ଷା ଦେଇଛି। ବାତ୍ୟା ପରେ ମୁମ୍ବାଇର ବିଭିନ୍ନ ସମୁଦ୍ର କୂଳରୁ ସାମ୍ନାକୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବାତ୍ୟା ତଉକତେର ପ୍ରଳୟ ପରେ ଅଳିଆ ଆର୍ଜନାରେ ମୁମ୍ବାଇର ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଛି। ମୁମ୍ବାଇବାସୀ ଅନେକ ସମୟରେ ସମୁଦ୍ରକୁ ଯାହା ଫୋପାଡ଼ି ଥିଲେ, ସେଗୁଡ଼ିକ ପ୍ରକୃତି ବାତ୍ୟା ଜରିଆରେ ଫେରାଇ ଦେଇଛି। ଜୁହୁ ଠାରୁ ଆରମ୍ଭ କରି ଗିରଗାଓଁ ଓ ଗେଟ୍‌ ୱେ ଅଫ ଇଣ୍ଡିଆର ସମୁଦ୍ର କୂଳରେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଚପଲ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ବ୍ୟାଗ ଓ ଅନ୍ୟାନ୍ୟ ଅଳିଆ ପୂରା ସମୁଦ୍ର କୂଳରେ ଭର୍ତ୍ତି ହୋଇଯାଇଛି। ଦୃଶ୍ୟକୁ ଦେଖିଲେ ଏହା ସମୁଦ୍ର କୂଳ ନୁହେଁ ବରଂ କୌଣସି ଡମିଂ ୟାର୍ଡ ଭଳି ଲାଗୁଛି। ସମୁଦ୍ର କୂଳରେ ଅଳିଆ ଗଦା ହୋଇଥିବାରୁ କୁକୁର ଠାରୁ ଆରମ୍ଭ କରି କାଉମାନେ ସେଠାରେ ଖାଦ୍ୟ ଅନ୍ୱେଷଣ କରିବାରେ ଲାଗିଛନ୍ତି।

ଏହାର ଫଟୋକୁ ଲୋକମାନେ ଟ୍ୱିଟରରେ ପୋଷ୍ଟ କରିବା ବେଳେ ଏଗୁଡ଼ିକ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନେଇ କମେଣ୍ଟ କରିବାରେ ଲାଗିଛନ୍ତି। କିଏ ଏହାକୁ ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ କହୁଥିବା ବେଳେ ଆଉ କିଏ ବର୍ଷ ବର୍ଷ ଧରି ଆମେ ଯେଉଁ ଅଳିଆ ସମୁଦ୍ର ମଧ୍ୟକୁ ଫୋପାଡୁଥିଲେ, ତାହା ମାତ୍ର ଦୁଇ ଦିନରେ ଆମ ପାଖକୁ ହିଁ ଫେରିଆସିଛି ବୋଲି କହୁଛନ୍ତି।

ଗୁଜରାଟରେ ସୋମବାର ଲ୍ୟାଣ୍ଡଫଲ କରିଥିବା ବାତ୍ୟା ତଉକତେ ଏହାପୂର୍ବରୁ ମୁମ୍ବାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହାର ପ୍ରଭାବରେ ସୁମଦ୍ରରେ ବଡ଼ବଡ଼ ଜୁଆର ଆସିଥିଲା। ଜୁଆର ଜରିଆରେ ଅଳିଆ ଆବର୍ଜନା ସବୁ କୂଳକୁ ଆସିଯାଇଛି। ସମୁଦ୍ର କୂଳରୁ ଅଳିଆ ସଫା କରିବାକୁ ବ୍ରିହନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ପ୍ରକିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ମୁମ୍ବାଇ ସ୍ଥିତ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରୁ ପ୍ରାୟ ୪ ଟ୍ରକ ଅଳିଆ ଆବର୍ଜନା ଉଠା ଯାଇଛି। ସେହିପରି ବେଳଭୂମିକୁ ସଫା କରିବା କାମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story