ଝିଅକୁ ବାପାଙ୍କ ନିଆରା ଉପହାର: ୧୦୦୦ କେଜିର ମାଛ ସହ ରହିଛି ଅନେକ କିଛି

ହାଇଦ୍ରାବାଦ: ନୂଆ କରି ବିବାହ କରିଥିବା ଝିଅକୁ ଉପହାରରେ ବାପ ଘର ଲୋକ ଅନେକ ପ୍ରକାରର ଜିନିଷ ଦିଅନ୍ତି। ହେଲେ ଆଜି ଆମେ ବାପ ଘର ନବ ବିବାହିତ ଝିଅ ପାଇଁ ପଠାଇଥିବା ନିଆରା ଉପହାର ସମ୍ପର୍କରେ କହିବୁ। ଜଣେ ବାପା ତାଙ୍କ ଝିଅଙ୍କୁ ଉପହାର ଆକାରରେ ଦେଇଥିବା ସାମଗ୍ରୀ ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେଲୁଗୁ ପରମ୍ପରା ଅନୁଯାୟୀ, ଆଷାଢ଼ ମାସରେ ବାପ ଘର ଲୋକ ନବ ବିବାହିତ ଝିଅଙ୍କୁ କିଛି ଉପହାର ଦିଅନ୍ତି। […]

Fish

Fish

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 06:09 PM IST

ହାଇଦ୍ରାବାଦ: ନୂଆ କରି ବିବାହ କରିଥିବା ଝିଅକୁ ଉପହାରରେ ବାପ ଘର ଲୋକ ଅନେକ ପ୍ରକାରର ଜିନିଷ ଦିଅନ୍ତି। ହେଲେ ଆଜି ଆମେ ବାପ ଘର ନବ ବିବାହିତ ଝିଅ ପାଇଁ ପଠାଇଥିବା ନିଆରା ଉପହାର ସମ୍ପର୍କରେ କହିବୁ। ଜଣେ ବାପା ତାଙ୍କ ଝିଅଙ୍କୁ ଉପହାର ଆକାରରେ ଦେଇଥିବା ସାମଗ୍ରୀ ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ତେଲୁଗୁ ପରମ୍ପରା ଅନୁଯାୟୀ, ଆଷାଢ଼ ମାସରେ ବାପ ଘର ଲୋକ ନବ ବିବାହିତ ଝିଅଙ୍କୁ କିଛି ଉପହାର ଦିଅନ୍ତି। ଏଠାରେ ଜଣେ ନବ ବିବାହିତା ଉପହାର ଆକାରରେ ବିପୁଳି ପରିମାଣର ମାଛ, ମିଠା, ପନିପରିବା ଓ ଗ୍ରୋସରୀ ସାମଗ୍ରୀ ପାଇଛନ୍ତି। ଏଗୁଡ଼ିକର ପରିମାଣ ଜାଣି ପୂରା ଗାଁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

From 1000 kg fish to 10 goats, the newlyweds received gifts that stunned people | NewsTrack English 1

ଆନ୍ଧ୍ର ପ୍ରଦେଶରେ ଏପରି ଘଟଣା ଘଟିଛି। ରାଜମହେନ୍ଦ୍ରୀରେ ପ୍ରତିଷ୍ଠିତ ବ୍ୟବସାୟୀ ବାତ୍ତୁଲା ବଳରାମା କ୍ରିଷ୍ଣା ତାଙ୍କ ଝିଅଙ୍କୁ ଉପହାର ଭାବେ ୧୦୦୦ କେଜିର ମାଛ, ୧୦୦୦ କେଜିର ପନିପରିବା, ୨୫୦ କେଜିର ଚିଙ୍ଗୁଡ଼ି, ୨୫୦ କେଜିର ଗ୍ରୋସରୀ, ୨୫୦ଟି ଜାରରେ ଆଚାର, ୨୫୦ କେଜି ଓଜନର ମିଠା, ୫୦ଟି କୁକୁଡ଼ା ଓ ୧୦ଟି ଛେଳି ଦେଇଛନ୍ତି। ଏହି ଉପହାରକୁ ସେ ନିଜ ଝିଅର ଶାଶୂ ଘର ପୁଡୁଚେରୀର ୟାନାମକୁ ପଠାଇଛନ୍ତି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।

Andhra dad gifts newlywed daughter 1000kg fish, 250kg sweets, 10 goats. See viral videos || 1000 கிலோ மீன், 200 கிலோ இறால்; 10 ஆடுகள்;மருமகனுக்கு சீர் செய்த மாமனார்

ୟାନାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ପବନ କୁମାର ନିକଟରେ କ୍ରିଷ୍ଣାଙ୍କ ଝିଅ ପ୍ରତ୍ୟୁଷାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ନିଜର ପ୍ରଥମ ଆଶାଢ଼ମ ପାଳନ କରିଛନ୍ତି। ଏହି ପ୍ରଥମ ଆଶାଢ଼ମକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରତ୍ୟୁଷାଙ୍କ ବାପା ବିପୁଳ ପରିମାଣର ଜିନିଷ ପତ୍ର ପଠାଇଛନ୍ତି। ଟ୍ରକ୍‌ରେ ଏହି ସବୁ ଜିନିଷ ପ୍ରତ୍ୟୁଷାଙ୍କ ଘର ପାଖରେ ପହଞ୍ଚିବା ପରେ ସେମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story