ଓମିକ୍ରନ ଭୟ: ରାଜଧାନୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାର୍ଟି ମନା

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଯୋଗୁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ଭିଡ଼ ଉପରେ ରୋକ ଲଗାଯାଇଛି। ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି। କିନ୍ତୁ ଓମିକ୍ରନ ପାଇଁ ସରକାର ଏହି ଅବସରରେ ଆୟୋଜନ ହେବାକୁ ଥିବା ପାର୍ଟି ଉପରେ ବ୍ୟାନ ଲଗାଇଛନ୍ତି। ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି […]

Omicron

Omicron

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 05:44 PM IST

Sports

Latest News

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଯୋଗୁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ଭିଡ଼ ଉପରେ ରୋକ ଲଗାଯାଇଛି। ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି। କିନ୍ତୁ ଓମିକ୍ରନ ପାଇଁ ସରକାର ଏହି ଅବସରରେ ଆୟୋଜନ ହେବାକୁ ଥିବା ପାର୍ଟି ଉପରେ ବ୍ୟାନ ଲଗାଇଛନ୍ତି। ଏଥିସହ ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାର ଗୁରୁଦାୟିତ୍ୱ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ଯାଞ୍ଚ କଡ଼ାକଡ଼ି ଭାବେ କରିବେ। ଏହି ସମୟରେ ସୁପରସ୍ପ୍ରେଡର ପାଲଟିବାର ଆଶଙ୍କା ଥିବା ମାର୍କେଟ, ଅଞ୍ଚଳ ଓ ସର୍ବସାଧାରଣ ସ୍ଥାନଗୁଡ଼ିକର ଚିହ୍ନଟ କରିବେ। ଏହି ସବୁ ସ୍ଥାନରେ ଯେମିତି ଅଧିକ ଭିଡ଼ ନ ହେବ, ସେ ଦାୟିତ୍ୱ ଜିଲ୍ଲା ମାଜିଷ୍ଟ୍ରେଟଙ୍କର। ସର୍ବସାଧାରଣ ସ୍ଥାନରେ କୋଭିଡ୍‌ର ଉଚିତ ବ୍ୟବହାର ହେଉଛି କି ନାହିଁ, ତା’ର ଯାଞ୍ଚ କରିବା ପାଇଁ ସମସ୍ତ ଡିଏମ ଓ ଡିସିପି ଆବଶ୍ୟକ ସଂଖ୍ୟକ ଫୋର୍ସ ମୁତୟନ କରିବେ। ସେମାନେ କଟକଣା ପାଳନ ପାଇଁ ଲୋକଙ୍କୁ ସତର୍କ କରାଇବେ।”

ଓମିକ୍ରନ ପାଇଁ ଦିଲ୍ଲୀରେ ସମସ୍ତ ପ୍ରକାରର ସାମାଜିକ, ସାଂସ୍କୃତିକ, କ୍ରୀଡ଼ା, ଧାର୍ମିକ ଓ ସମାବେଶ ଉପରେ ରୋକ ଲଗାଯାଇଛି। ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡ଼ିକ ସିଟିଂ କ୍ଷମତାର ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହାର ଅର୍ଥ ଖ୍ରୀଷ୍ଟମାସ ଓ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ହେବନି।

ସୂଚନାଯୋଗ୍ୟ, ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ୨୧୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ୫୭ ଜଣ ରହିଛନ୍ତି। ତେବେ ଦେଶର ୨୧୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story