ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ କେଜ୍ରିୱାଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣ ପାଇଁ ସବୁବେଳେ ଦାବି କରି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀକୁ କେନ୍ଦ୍ର ସରକାର ଗତକାଲି ୭୩୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେଇଛନ୍ତି। ଏଥିପାଇଁ ଆଜି କେଜ୍ରିୱାଲ ଚିଠି ଲେଖି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଯଦି କେନ୍ଦ୍ର ସରକାର ସବୁଦିନ ୭୦୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେବେ, ତା’ହେଲେ […]

Delhi

Delhi

Hemant Lenka
  • Published: Thursday, 06 May 2021
  • Updated: 06 May 2021, 05:23 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣ ପାଇଁ ସବୁବେଳେ ଦାବି କରି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀକୁ କେନ୍ଦ୍ର ସରକାର ଗତକାଲି ୭୩୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେଇଛନ୍ତି।

ଏଥିପାଇଁ ଆଜି କେଜ୍ରିୱାଲ ଚିଠି ଲେଖି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଯଦି କେନ୍ଦ୍ର ସରକାର ସବୁଦିନ ୭୦୦ ମେଟ୍ରିକ ଟନ୍‌ ଅକ୍ସିଜେନ ଯୋଗାଇ ଦେବେ, ତା’ହେଲେ ଦିଲ୍ଲୀରେ ଆଉ କେହି ଅମ୍ଳଜାନ ଅଭାବାରୁ ପ୍ରାଣ ହରାଇବେ ନାହିଁ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେ ଚିଠି ଲେଖି କହିଛନ୍ତି, “ଦିଲ୍ଲୀରେ ପ୍ରତିଦିନ ୭୦୦ ଟନ୍ ଅକ୍ସିଜେନର ଆବଶ୍ୟକ ରହୁଛି। ଆମେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିୟମିତ ୭୦୦ ଟନ୍‌ ଅକ୍ସିଜେନ ଯୋଗାଣ କରିବାକୁ ନିବେଦନ କରୁଥିଲୁ। ପ୍ରଥମଥର ପାଇଁ ଗତକାଲି ଦିଲ୍ଲୀ ୭୩୦ ଟନ୍‌ ଅକ୍ସିଜେନ ପାଇଛି। ଏଥିପାଇଁ ମୁଁ ମୋ ହୃଦୟରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି ପରିମାଣର ଅକ୍ସିଜେନ ଦୈନିକ ଦିଲ୍ଲୀକୁ ଦିଆଯାଉ। ଅକ୍ସିଜେନ ପରିମାଣକୁ ଆଦୌ ହ୍ରାସ କରା ନଯାଉ। ପୂରା ଦିଲ୍ଲୀ ଆପଣଙ୍କ ପାଖରେ ଅକ୍ସିଜେନ ଯୋଗାଣ ପାଇଁ କୃତଜ୍ଞ ହୋଇ ରହିବ।”

କେଜ୍ରିୱାଲ ଆଜି ଆହୁରି କହିଛନ୍ତି, କେନ୍ଦ୍ର ସରକାର ଯଦି ପ୍ରତିଦିନ ୭୦୦ ଟନ୍‌ ଅକ୍ସିଜେନ ଦେବେ, ତା’ହେଲେ ଆମ ପ୍ରଶାସନ ଅକ୍ସିଜେନ ଅଭାବରୁ ଦିଲ୍ଲୀରେ କାହାକୁ ମରିବାକୁ ଦେବନାହିଁ। ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଯଦି ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ପାଇବୁ, ତା’ହେଲେ ଆମେ ଦିଲ୍ଲୀରେ ୯୦୦୦ରୁ ୯୫୦୦ ଅଧିକ ବେଡ୍‌ ପ୍ରସ୍ତୁତ କରିପାରିବୁ।

ଆମେ ଅକ୍ସିଜେନ ବେଡ୍‌ ତିଆରି କରିବାକୁ ସକ୍ଷମ ହେବୁ। ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଅକ୍ସିଜେନ ଅଭାବରୁ ଦିଲ୍ଲୀରେ କାହାର ବି ମୃତ୍ୟୁ ହେବନି। ଅକ୍ସିଜେନ ଅଭାବରୁ ହସ୍ପିଟାଲଗୁଡ଼ିକ ସେମାନଙ୍କ ବେଡ୍‌ ସଂଖ୍ୟା ହ୍ରାସ କରିଥିଲେ। ଏବେ ସେମାନେ ବେଡ୍‌ ସଂଖ୍ୟା ବୃଦ୍ଧି କରନ୍ତୁ। ମୋର ଆଶା ଆମେ ପ୍ରତିଦିନ ୭୦୦ ଟନ୍‌ର ଅକ୍ସିଜେନ ପାଇବୁ ବୋଲି କେଜ୍ରିୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story