ଓମିକ୍ରନ୍‌ ଚ୍ୟାଲେଞ୍ଜ: ରାଜଧାନୀରେ ୬୫,୦୦୦ ଆଇସିୟୁ ବେଡ୍‌ ପ୍ରସ୍ତୁତ ପାଇଁ ଲକ୍ଷ୍ୟ

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହରୀ ରାଜଧାନୀ ଦିଲ୍ଲୀକୁ ଦୋହଲାଇ ଦେଇଥିବା ବେଳେ ବହୁ ଲୋକ ଜୀବନ ହରାଇଥିଲେ। ତେବେ ତୃତୀୟ ଲହରୀ ନେଇ ଆଶଙ୍କା ଥିବା ବେଳେ ସେମିତି କିଛି ବିପଦ ଆସି ନଥିଲା। ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବାର ଓମିକ୍ରନ୍‌ ଭ୍ୟାରିଆଣ୍ଟ ସବୁଠୁ ମାରାତ୍ମକ ବୋଲି ରିପୋର୍ଟ ଆସିବା ପରେ ସବୁଠି ଆତଙ୍କ ଖେଳି ଯାଇଛି। ଯଦିଓ ଭାରତରେ ଏହି କେସ ଚିହ୍ନଟ ହୋଇ ନାହିଁ ସରକାର ଆଲର୍ଟ ଅଛନ୍ତି। ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ […]

Covid19

Covid19

Tapas Behera
  • Published: Tuesday, 30 November 2021
  • Updated: 30 November 2021, 08:55 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହରୀ ରାଜଧାନୀ ଦିଲ୍ଲୀକୁ ଦୋହଲାଇ ଦେଇଥିବା ବେଳେ ବହୁ ଲୋକ ଜୀବନ ହରାଇଥିଲେ। ତେବେ ତୃତୀୟ ଲହରୀ ନେଇ ଆଶଙ୍କା ଥିବା ବେଳେ ସେମିତି କିଛି ବିପଦ ଆସି ନଥିଲା। ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବାର ଓମିକ୍ରନ୍‌ ଭ୍ୟାରିଆଣ୍ଟ ସବୁଠୁ ମାରାତ୍ମକ ବୋଲି ରିପୋର୍ଟ ଆସିବା ପରେ ସବୁଠି ଆତଙ୍କ ଖେଳି ଯାଇଛି। ଯଦିଓ ଭାରତରେ ଏହି କେସ ଚିହ୍ନଟ ହୋଇ ନାହିଁ ସରକାର ଆଲର୍ଟ ଅଛନ୍ତି। ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଦିଲ୍ଲୀ ସରକାର ମଧ୍ୟ ତତ୍ପର ଅଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡର ଯେ କୌଣସି ବିପପଦରୁ ମୁକୁଳିବା ପାଇଁ ଆମେ ପ୍ରସ୍ତୁତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, କୌଣସି ସମସ୍ୟା ଦୂର କରିବାକୁ ତାଙ୍କ ସରକାର ଏଥର ପ୍ରସ୍ତୁତ ଅଛନ୍ତି। ମୁଁ ଆଶା କରୁଛି ଯେ ଓମିକ୍ରନ୍ ଭୂତାଣୁ ଏଠାରେ ପହଞ୍ଚିବ ନାହିଁ।  ତୃତୀୟ ଲହରୀ ନଆସିବା ନେଇ ମଧ୍ୟ ସେ ଆଶାବାଦୀ ଅଛନ୍ତି।  ବହୁ କଷ୍ଟରେ ଦେଶ ମହାମାରୀ ବିପଦରୁ ମୁକୁଳିଥିଲା। ଯଦି ଏହା ପୁନର୍ବାର ଆସେ ତେବେ ଆମେ ପ୍ରସ୍ତୁତ ଅଛୁ ବୋଲି କେଜ୍ରିୱାଲ କହିଛନ୍ତି ।ଏହିପରିପ୍ରେକ୍ଷୀରେ ଅମ୍ଳଜାନ, ବେଡ୍, ଆଇସିୟୁ ବେଡ, କୋଭିଡ -19 ଔଷଧ ଯୋଗାଣ ସମ୍ବନ୍ଧୀୟ ସମସ୍ତ ମନ୍ତ୍ରୀ, ଅଧିକାରୀଙ୍କ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି କେଜ୍ରିୱାଲ । ବୈଠକରେ , ଅମ୍ଳଜାନ, ଟିକା ଏବଂ ମାନବସମ୍ବଳର ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

କେଜ୍ରୱାଲ କହିଛନ୍ତି ଯେ, ଗତ ଥର ଆମେ ଶଯ୍ୟା ସଂଖ୍ୟା ୨୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲୁ। ଏଥର ଆମେ ୩୦,୦୦୦ ଅମ୍ଳଜାନ ଶଯ୍ୟା ପ୍ରସ୍ତୁତ କରିସାରିଛୁ । ଯେଉଁଥିରେ ସରକାର ପ୍ରତ୍ୟେକ ୨୭୦ ମ୍ୟୁନିସିପାଲିଟି ୱାର୍ଡରେ ୧୦୦ଟି ଆଇସିୟୁ ବେଡ୍ ଯୋଗାଇବେ। ଅର୍ଥାତ୍ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୨୭,୦୦୦ ଆଇସିୟୁ ବେଡ୍ ପ୍ରସ୍ତୁତ ହୋଇଯିବ। ତେବେ ମୋଟାମୋଟି ଭାବେ ରାଜଧାନୀରେ ୬୪,୦୦୦ ରୁ ୬୫,୦୦୦ ଆଇସିୟୁ ବେଡ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆବଶ୍ୟକ ମାନବସମ୍ବଳକୁ  ତାଲିମ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ , ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ପ୍ରାୟ ୭୫୦ MT ଅମ୍ଳଜାନର କ୍ଷମତା ଅଛି।  ୪୪୨ MT ଅମ୍ଳଜାନର ଅତିରିକ୍ତ ସଂରକ୍ଷଣ କ୍ଷମତା ସୃଷ୍ଟି କରାଯାଇଛି। ସରକାର ୧୫ ଟି ଅମ୍ଳଜାନ ଟ୍ୟାଙ୍କର ମଧ୍ୟ କିଣୁଛନ୍ତି। ଯାହା ଏକ ମାସ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବା ଦ୍ୱିତୀୟ ଲହରୀ ସମୟରେ ଚିକିତ୍ସାଜନିତ ସାମଗ୍ରୀ ଅଭାବକୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ଏଥର ସେଭଳି ସମସ୍ୟା ଉପୁଜିବ ନାହିଁ।  ଏଥର  ୩୨ଟି ଜରୁରୀ ଔଷଧ ଏକ ବଫର ଷ୍ଟକ୍ ନିର୍ମାଣ କରାଯାଉଛି । ସେଗୁଡିକ କ୍ରୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story