ଦିଲ୍ଲୀ ବିମାନ ବନ୍ଦର ଉପରେ ବୋମାମାଡ଼ ଧମକ

ନୂଆଦିଲ୍ଲୀ:  ବୋମାମାଡ କରି ଉଡାଇଦେବି ଦିଲ୍ଲୀ ବିମାନ ବନ୍ଦର। ଏଭଳି କିଛି ଆସିଛି ଧମକ। ଦିଲ୍ଲୀ ପୁଲିସକୁ ଏକ ଇ-ମେଲ ଜରିଆରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଏଭଳି ଧମକ ଦେଇଛି। ଏହାପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ india.212@protonmail.comରେ  ଏହି ଇ-ମେଲ୍‌ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ ଆତଙ୍କବାଦୀ ସଂଗଠନ ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ […]

Delhi Airport

Delhi Airport

Madhupriya Mistry
  • Published: Sunday, 08 August 2021
  • Updated: 08 August 2021, 02:35 PM IST

Sports

Latest News

ନୂଆଦିଲ୍ଲୀ:  ବୋମାମାଡ କରି ଉଡାଇଦେବି ଦିଲ୍ଲୀ ବିମାନ ବନ୍ଦର। ଏଭଳି କିଛି ଆସିଛି ଧମକ। ଦିଲ୍ଲୀ ପୁଲିସକୁ ଏକ ଇ-ମେଲ ଜରିଆରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଏଭଳି ଧମକ ଦେଇଛି। ଏହାପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ india.212@protonmail.comରେ  ଏହି ଇ-ମେଲ୍‌ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ' ଆତଙ୍କବାଦୀ ସଂଗଠନ ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର'।  ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି।

କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

ଏହି ଇ-ମେଲ ଆସିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ଏହା ସହିତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ୍ ଯାଞ୍ଚ ଆରମ୍ଭ ହୋଇଛି। ବିମାନ ବନ୍ଦରକୁ ଆସସୁଥିବା ଯାନବାହାନଗୁଡିକ ଯାଞ୍ଚ କରାଯାଉଛି ଏବଂ କ୍ରମାଗତ ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରହିଛି।

ପୁଲିସ କହିବା ମୁତାବକ, ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୨୧ ତାରିଖରେ ଏଭଳି ହିଁ ଧମକ ପୂର୍ଣ୍ଣ ମେଲ୍‌ ଆସିଥିଲା। ଏଥିରେ କରଣବୀର ଏବଂ ଶୈଲୀଙ୍କୁ ଆଇଏସଆଇଏସ୍‌ର ସଦସ୍ୟ ବୋଲି କୁହାଯାଇଥିଲା। ସେଥିରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏଦୁହେଁ ଭାରତ ଆସି ବିମାନ ବନ୍ଦରରେ ବୋମା ମାଡ କରିବାକୁ ଷଡଯନ୍ତ୍ର କରୁଥିବା ନେଇ ଲେଖା ହୋଇଥିଲା।

https://twitter.com/ANI/status/1424231617120202753?s=20

https://twitter.com/ANI/status/1424231934327017473?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story