ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ । ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏଥିରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ। ସେହିପରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାନଯାଉ ବୋଲି ସେ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୪ଟି ଓମିକ୍ରନ୍ ମାମଲା ରେକର୍ଡ଼ କରାଯାଇଛି। ଏମାନଙ୍କ ମଧ୍ୟରୁ ହସପିଟାଲରୁ ୧୨ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଅର୍ଥାତ ସେମାନେ ଓମିକ୍ରନ୍ […]

delhi-cm-arvind-kejriwal

delhi-cm-arvind-kejriwal

Tapas Behera
  • Published: Monday, 20 December 2021
  • Updated: 20 December 2021, 03:01 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ । ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏଥିରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ। ସେହିପରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାନଯାଉ ବୋଲି ସେ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୪ଟି ଓମିକ୍ରନ୍ ମାମଲା ରେକର୍ଡ଼ କରାଯାଇଛି। ଏମାନଙ୍କ ମଧ୍ୟରୁ ହସପିଟାଲରୁ ୧୨ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ଅର୍ଥାତ ସେମାନେ ଓମିକ୍ରନ୍ ଭ୍ୟାରିଆଣ୍ଟରୁ ସୁସ୍ଥ ହୋଇଛନ୍ତି। ୧୨ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ବିଷେଶଜ୍ଞଙ୍କ କହିବା ଅନୁଯାୟୀ ଓମିକ୍ରନ୍ ଭ୍ୟାରିଆଣ୍ଟ ଅଧିକ ଶକ୍ତିଶାଳୀ ନୁହେଁ। ଏହା ମାଇଲଡ୍‌ କେଟାଗୋରୀରେ ଆସୁଛି। ଅର୍ଥାତ ଏହା ଅଧିକ ବିପଜ୍ଜନକ ନୁହେଁ। ଏଥିରେ ରୋଗୀ ହସପିଟାଲରେ ଆଡମିଶନ ହାର କମ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ନଗଣ୍ୟ ରହିଛି । ବିଷେଶଜ୍ଞଙ୍କ ଆକଳନକୁ ନେଇ ଏହା କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏଥିସହ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ସେ କେନ୍ଦ୍ରକୁ ନିବେଦନ  କରିଛନ୍ତି।

ସେ କହିଛନ୍ତି ଯେ, ପ୍ରଥମେ ଆମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ଆବଶ୍ୟକ। ପରେ ଦିଲ୍ଲୀର ସମସ୍ତ ବାସିନ୍ଦାଙ୍କୁ ବୁଷ୍ଟର ଡୋଜ ଦିଆଯିବ ଉଚିତ । ରବିବାର ଦିଲ୍ଲୀରେ ୨୪ଘଣ୍ଟାରେ ଶହେରୁ ଅଧିକ କୋଭିଡ୍ ମାମଲା ରେକର୍ଡ଼ ହୋଛି। ୬ ମାସ ମଧ୍ୟରେ ଦୈନିନ ମାମଲାରେ ଏହା ହେଉଛି ସର୍ବାଧକ । ଗତ ଜୁନ୍ ୨୫ରେ ରାଜଧାନୀ ଦିଲ୍ଲୀରେ ୧୧୫ଟି ମାମଲା ରେକର୍ଡ଼ କରାଯାଇଥିଲା।  ରାଜଧାନୀରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ମାମଲା ୨୪ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story