ରାଜଧାନୀକୁ ଘାଇଲା କଲାଣି କରୋନା

ନୂଆଦିଲ୍ଲୀ:  ଶନିବାର ଦିଲ୍ଲୀରେ ଗୋଟାଏ ଦିନରେ ୫୦ ପ୍ରତିଶତ ବଢ଼ିଛି କରୋନା ସଂକ୍ରମଣ। କେବଳ ଶନିବାର ୨୭୧୬ଟି କେସ୍‌ ରେକର୍ଡ଼ କରାଯାଇଛି। ୨୪ ଘଣ୍ଟାରେ ଜଣକର ମୃତ୍ୟୁ ଘଟିଛି।  ଏଥିସହ କୋଭିଡ୍‌ ପଜିଟିଭିଟି ହାର ୩.୬୪ ପ୍ରତିଶତ ବୃଦ୍ଧି ପାଇଛି। ହଠାତ୍‌ ଏତେ ସଂଖ୍ୟକ କୋଭିଡ୍ ମାମଲା ବୃଦ୍ଧି ଆଉ ଏକ ତରଙ୍ଗ ନେଇ ଆଶଙ୍କା ସୃଷ୍ଟି କରିଛି। ଗତ ମେ ୨୧ରେ ଗୋଟାଏ ଦିନରେ ୩,୦୦୯ଟି କେସ୍‌ ରେକର୍ଡ଼ କରାଯାଇଥିଲା। ଏହା ପରଠାରୁ ଶନିବାର ସର୍ବାଧିକ […]

Delhi

Delhi

Tapas Behera
  • Published: Saturday, 01 January 2022
  • Updated: 01 January 2022, 08:56 PM IST

Sports

Latest News

ନୂଆଦିଲ୍ଲୀ:  ଶନିବାର ଦିଲ୍ଲୀରେ ଗୋଟାଏ ଦିନରେ ୫୦ ପ୍ରତିଶତ ବଢ଼ିଛି କରୋନା ସଂକ୍ରମଣ। କେବଳ ଶନିବାର ୨୭୧୬ଟି କେସ୍‌ ରେକର୍ଡ଼ କରାଯାଇଛି। ୨୪ ଘଣ୍ଟାରେ ଜଣକର ମୃତ୍ୟୁ ଘଟିଛି।  ଏଥିସହ କୋଭିଡ୍‌ ପଜିଟିଭିଟି ହାର ୩.୬୪ ପ୍ରତିଶତ ବୃଦ୍ଧି ପାଇଛି। ହଠାତ୍‌ ଏତେ ସଂଖ୍ୟକ କୋଭିଡ୍ ମାମଲା ବୃଦ୍ଧି ଆଉ ଏକ ତରଙ୍ଗ ନେଇ ଆଶଙ୍କା ସୃଷ୍ଟି କରିଛି। ଗତ ମେ ୨୧ରେ ଗୋଟାଏ ଦିନରେ ୩,୦୦୯ଟି କେସ୍‌ ରେକର୍ଡ଼ କରାଯାଇଥିଲା। ଏହା ପରଠାରୁ ଶନିବାର ସର୍ବାଧିକ କେସ୍‌ ରେକର୍ଡ଼ କରାଯାଇଛି। ମେ’ ୨୧ରେ ପଜିଟିଭିଟି ହାର ୪.୭୬ ପ୍ରତି ରେକର୍ଡ଼ କରାଯାଇଥିବା ବେଳେ ଶନିବାର  ୩.୬୪ ପ୍ରତିଶତ ରେକର୍ଡ଼ କରାଯାଇଛି।

କିନ୍ତୁ ଏହି ତୁଳନାତ୍ମକ ଚିତ୍ର ଭିତରେ ମୃତ୍ୟୁକୁ ନେଇ ସକରାତ୍ମକ ଖବର ରହିଛି। ମେ’ ୨୧ରେ ଦିନକରେ ୨୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଜଣକର ମୃତ୍ୟୁ ଘଟିଛି। ଶୁକ୍ରବାର ୧୭୯୬ଟି ମାମଲା ରେକର୍ଡ଼ କରାଯାଇଥିବବେଳେ ୧.୭୩ ପ୍ରତିଶତ ରେକର୍ଡ଼ କରାଯାଇଛି। ଗୁରୁବାର ୧୩୧୧ ମାମଲା ରେକର୍ଡ଼ କରାଯାଇଥିବା ବେଳେ  ପଜିଟିଭିଟି ହାର ୨.୪୪ ରେକର୍ଡ କରାଯାଇଛି। ଦିଲ୍ଲୀର ଗତ କିଛି ଦିନ ମଧ୍ୟରେ ଏହି ଚିତ୍ର  ଖୁବ୍ ଚିନ୍ତାଜନକ ହୋଇଛି।  ସହରରେ କରୋନାଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟା ୨୫,୧୦୮କୁ ବୃଦ୍ଧି ପାଇଛି।

ବୁଧବାର, ମଙ୍ଗଳବାର ଏବଂ ସୋମବାର ସରକାରୀ ତଥ୍ୟ ଅନୁଯାୟୀ ଦୈନିକ ମାମଲା ଯଥାକ୍ରମେ ୯୨୩,୪୯୬ ଏବଂ ୩୩୧ ଥିଲା। ଅଧିକ ସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଛି। ଏଥିସହ ଦିଲ୍ଲୀ ସରକାର ସତର୍କତାମୂଳକ ପକ୍ଷେପ ନେଇଛନ୍ତି। ଏଥିପାଇଁ କିଛି କଟକଣା ଜାରି କରିଛନ୍ତି। ଭିଡ଼ କମାଇବା ପାଇଁ  ବିଦ୍ୟାଳୟ, ଜିମ୍ ବନ୍ଦ କରାଯାଇଛି । ଘରୋଇ କାର୍ଯ୍ୟାଳୟରେ  ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦଶ ଜାରି କରାଯାଇଛି।  ଏଥିସହ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story