ବାତ୍ୟା ଆସୁଥିବା ବେଳେ ଭୂକମ୍ପ ଝଟକାରେ ଥରିଲା ଗୁଜରାଟ

ଅହମଦାବାଦ: ଅତି ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ତଉକତେର ସମ୍ମୁଖୀନ ହେବାକୁ ଯାଉଥିବା ଗୁଜରାଟବାସୀ ଆଜି ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ସୋମବାର ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି। ଏହି ଝଟା ଉନା ଓ ରାଜୁଲା ଜିଲ୍ଲାରେ ମଧ୍ୟ ଲୋକମାନେ ଅନୁଭବ କରିଛନ୍ତି। ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବାତ୍ୟା କାଲି ଲ୍ୟାଣ୍ଡଫଲ କରିବାକୁ […]

Earth-quack

Earth-quack

Hemant Lenka
  • Published: Monday, 17 May 2021
  • Updated: 17 May 2021, 08:48 AM IST

Sports

Latest News

ଅହମଦାବାଦ: ଅତି ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ତଉକତେର ସମ୍ମୁଖୀନ ହେବାକୁ ଯାଉଥିବା ଗୁଜରାଟବାସୀ ଆଜି ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ସୋମବାର ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି।

ଏହି ଝଟା ଉନା ଓ ରାଜୁଲା ଜିଲ୍ଲାରେ ମଧ୍ୟ ଲୋକମାନେ ଅନୁଭବ କରିଛନ୍ତି। ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବାତ୍ୟା କାଲି ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଯୁଦ୍ଧକାଳୀ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି।

ଆଜି ବାତ୍ୟା ତଉକତେ ସୌରାଷ୍ଟ୍ର ଅତିକ୍ରମ କରିବ। ଏସବୁ ଭିତରେ ଭୋର ୩.୩୭ରେ ସୌରାଷ୍ଟ୍ର ଅଞ୍ଚଳର ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ୪.୫ ତୀବ୍ରତାର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉନାର ପୂର୍ବ ଦିଗରେ ବୋଲି ଜଣାପଡ଼ିଛି। ସେହିପରି ଭୂପୃଷ୍ଠରୁ ୩.୫ କିମି ଗଭୀରରେ ଏହା ସୃଷ୍ଟି ହୋଇଛି।

ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭବ ହୋଇଥିଲା। ତଥାପି ଏହାକୁ ଅନୁଭବ କରି କିଛି ଲୋକ ଘର ଛାଡ଼ି ଭୟରେ ଖୋଲାସ୍ଥାନକୁ ଦୌଡ଼ିଥିଲେ। ସେମାନେ ଦୀର୍ଘ ସମୟ ଧରି ବର୍ଷାରେ ବାହାରେ ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏଯାଏ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story