ଟେନ୍‌ସନ୍‌ରେ ନିର୍ବାଚନ କମିଶନ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେଉଛି ନିର୍ବାଚନ ଋତୁ।  ବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଥିବା ବେଳେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ରହିଛି। କିନ୍ତୁ ନିର୍ବାଚନ କମିଶନଙ୍କ ଫୋକସ ବିଧାନସଭା ନିର୍ବାଚନ ରହିଛି। ବିଷେଶ କରି ବର୍ତ୍ତମାନ ପରିସ୍ଥିତିରେ କୋଭିଡର ତୃତୀୟ ଲହର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ନିର୍ବାଚନ ପରିଚାଳନାକୁ ନେଇ ନିର୍ବାଚନ ଆୟୋଗଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। କୋଭିଡ୍‌ ପରିସ୍ଥିତିକୁ ଦେଖି ନିର୍ବାଚନ ରାଲି, ସଭାସମିତି ଏବଂ ପ୍ରଚାରକୁ […]

election

election

Tapas Behera
  • Published: Tuesday, 04 January 2022
  • Updated: 04 January 2022, 09:48 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେଉଛି ନିର୍ବାଚନ ଋତୁ।  ବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଥିବା ବେଳେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ରହିଛି। କିନ୍ତୁ ନିର୍ବାଚନ କମିଶନଙ୍କ ଫୋକସ ବିଧାନସଭା ନିର୍ବାଚନ ରହିଛି। ବିଷେଶ କରି ବର୍ତ୍ତମାନ ପରିସ୍ଥିତିରେ କୋଭିଡର ତୃତୀୟ ଲହର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ନିର୍ବାଚନ ପରିଚାଳନାକୁ ନେଇ ନିର୍ବାଚନ ଆୟୋଗଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। କୋଭିଡ୍‌ ପରିସ୍ଥିତିକୁ ଦେଖି ନିର୍ବାଚନ ରାଲି, ସଭାସମିତି ଏବଂ ପ୍ରଚାରକୁ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ନିର୍ବାଚନ କମିଶନ। ଏହା ପୂର୍ବରୁ ମଙ୍ଗଳାବର ହୋଇଥିବା ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

୧-କୋଭିଡ୍ -୧୯କୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ପ୍ରତିଷ୍ଟାର ସଂଖ୍ୟା।

୨-ନିର୍ବାଚନ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କର୍ତ୍ତବ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିୟମ।

୩-ଭୋଟରଙ୍କ ପାଇଁ ଟିକାକରଣ ସଚେତନତା ଅଭିଯାନ ଏବଂ ଭୋଟ୍ ଦେବା ସମୟରେ ନିୟମ।|

୪- କୋଭିଡ୍‌କୁ ଦୃଷ୍ଟିରେ ରଖି  ପାଞ୍ଚଟି ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ନିୟୋଜନ ସଂଖ୍ୟା ଏବଂ ନିୟମ। |

୫- ଭିଭିପିଏଟିର ରକ୍ଷଣାବେକ୍ଷଣ ଏବଂ ଇଭିଏମ ରହଣିର ଷ୍ଟ୍ରଙ୍ଗ ରୁମ୍‌ ଏବଂ ଦୁର୍ଗମ ଅଞ୍ଚଳରେ ମତଦାନର ବ୍ୟବସ୍ଥା। |

୬- ରାଜନୈତିକ ଦଳମାନଙ୍କର ଷ୍ଟାର ପ୍ରଚାରକଙ୍କ ପାଇଁ କୋଭିଡ୍‌ ନିୟମ ‌ଏବଂ ବୁଥରେ କେତେ କର୍ମୀ ରହିବେ।

୭- ନିର୍ବାଚନ ପଞ୍ଜିକରଣ ବେଳେ  ପ୍ରାର୍ଥୀଙ୍କ ପାଇଁ କୋଭିଡ୍ ନିୟମ ଅନୁପାଳନ।

୮-ରାଜନୈତିକ ଦଳର ବୈଠକ, ସଭା ଏବଂ କାର୍ଯ୍ୟ ପାଇଁ ନିୟମ।

9-ଡୋର ଟୁ ଡୋର ଅଭିଯାନ।

୧୦-ରାଲି ସମ୍ବନ୍ଧୀୟ ନିୟମ ଏବଂ ଦାୟିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story