ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ରଙ୍କ ପୁଣି ବିଭିନ୍ନ ଠିକଣା ଉପରେ ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ପୁଣି ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଆଜି ପୁଣି ରେଡ୍‌ କରିଛି ଇଡି। ଚଢ଼ାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍‌ସିଆର୍‌ ଭିତରେ ଅଛି। ଲାଲ ଜୀବନ ବିଜ୍ଞାନ ଟ୍ରଷ୍ଟ ଓ କରୋଲ ବାଗ ମସଲାର ମାଲିକଙ୍କ ଠିକଣା ଉପରେ ମଧ୍ୟ ଇଡି ଚଢ଼ାଉ କରିଛି। ଦୁଇ ସପ୍ତାହ ମଧ୍ୟରେ ଜୈନଙ୍କ […]

satyendra-jain

satyendra-jain

Madhupriya Mistry
  • Published: Friday, 17 June 2022
  • Updated: 17 June 2022, 11:59 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ପୁଣି ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଆଜି ପୁଣି ରେଡ୍‌ କରିଛି ଇଡି। ଚଢ଼ାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍‌ସିଆର୍‌ ଭିତରେ ଅଛି। ଲାଲ ଜୀବନ ବିଜ୍ଞାନ ଟ୍ରଷ୍ଟ ଓ କରୋଲ ବାଗ ମସଲାର ମାଲିକଙ୍କ ଠିକଣା ଉପରେ ମଧ୍ୟ ଇଡି ଚଢ଼ାଉ କରିଛି।

ଦୁଇ ସପ୍ତାହ ମଧ୍ୟରେ ଜୈନଙ୍କ ଠିକଣା ଉପରେ ଇଡିର ଏହା ହେଉଛି ଦ୍ୱିତୀୟ ଚଢ଼ାଉ। ଏହାପୂର୍ବରୁ ଜୁନ୍ ୬ରେ, ଇଡି ଅଧିକାରୀମାନେ ଜୈନ ସହ ଜଡିତ ସାତୋଟି ସ୍ଥାନରେ ଚଢ଼ାଉ କରିଥିଲେ। ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜେନା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହି ମାମଲରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା। ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢ଼ାଉ ହୋଇଥିଲା। ଏହ ଚଢ଼ାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା। ଏହାପରେ ଇଡି ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story