ଦେଶମୁଖଙ୍କୁ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ତୃତୀୟ ଥର ସମନ କଲା ଇଡି

ମୁମ୍ୱାଇ: ବଟି ଆଦାୟ ମାମଲାରେ ପୂର୍ବରୁ ଦୁଇ ଥର ସମନ୍ ହୋଇଥିଲେ ସୁଦ୍ଧା ତଦନ୍ତକାରୀ ସଂସ୍ଥା ଇଡି ଆଗରେ ହାଜର ହୋଇ ନାହାନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏବେ ପୁଣି ଥରେ ଦେଶମୁଖଙ୍କୁ ଜୁଲାଇ ୫ରେ ହାଜର ହେବାକୁ ଇଡି ସମନ କରିଛି। ଶନିବାର ଇଡିର ଜଣେ ଅଧିକାରୀ କହିଛନ୍ତି, ଏନସିପି ନେତା ଅନୀଲ ଦେଶମୁଖଙ୍କୁ ତୃତୀୟ ଥର ପାଇଁ ସମନ୍ କରାଯାଇଛି। ଜୁଲାଇ ୫ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ଦୁଇ ଥର […]

Anil-Deshmukha

Anil-Deshmukha

Subhransu Sekhar
  • Published: Saturday, 03 July 2021
  • Updated: 03 July 2021, 01:57 PM IST

Sports

Latest News

ମୁମ୍ୱାଇ: ବଟି ଆଦାୟ ମାମଲାରେ ପୂର୍ବରୁ ଦୁଇ ଥର ସମନ୍ ହୋଇଥିଲେ ସୁଦ୍ଧା ତଦନ୍ତକାରୀ ସଂସ୍ଥା ଇଡି ଆଗରେ ହାଜର ହୋଇ ନାହାନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏବେ ପୁଣି ଥରେ ଦେଶମୁଖଙ୍କୁ ଜୁଲାଇ ୫ରେ ହାଜର ହେବାକୁ ଇଡି ସମନ କରିଛି।

ଶନିବାର ଇଡିର ଜଣେ ଅଧିକାରୀ କହିଛନ୍ତି, ଏନସିପି ନେତା ଅନୀଲ ଦେଶମୁଖଙ୍କୁ ତୃତୀୟ ଥର ପାଇଁ ସମନ୍ କରାଯାଇଛି। ଜୁଲାଇ ୫ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ଦୁଇ ଥର ସମନ କରିଥିଲା ଇଡି। ହେଲେ କରୋନା ପ୍ରସଙ୍ଗ ଦୋହରାଇ ହାଜର ହୋଇନଥିଲେ। ଆବଶ୍ୟକ ହେଲେ ଭିଡିଓ କନଫରେନସିଂ ଜରିଆରେ ହାଜର ହେବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ମାସିକ ୧୦୦ କୋଟିର ବଟି ଆଦା କରିବା ପାଇଁ ଅନୀଲ ଦେଶମୁଖ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଗାଡ଼ି ଜବତ ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିବ ବାଜେଙ୍କୁ କହିଥିବା ପରମବୀର ଚିଠିରେ ଲେଖିଥିଲେ।

ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ତଦନ୍ତ କରୁଛି। ଦେଶମୁଖଙ୍କ ବିରୋଧରେ ଇଡି ମନି ଲଣ୍ଡିରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ନିକଟରେ ଇଡିର ଅଧିକାରୀମାନେ ଦେଶମୁଖଙ୍କ ପିଏସ୍‌ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଧନ ସିନ୍ଧେଙ୍କୁ ଗିରଫ କରିଛନ୍ତି।

ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ ଏକାଧିକ ବାର୍‌ ମାଲିକଙ୍କ ଠାରୁ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କ ଜରିଆରେ ଦେଶମୁଖ ୪ କୋଟି ଟଙ୍କା ଆଦାୟ କରିଥିଲେ। କିଛି ମାସ ମଧ୍ୟରେ ଏହି ଅର୍ଥ ଆଦାୟ ହୋଇଥିଲା। ଏହି ଅର୍ଥକୁ ଶେଲ କମ୍ପାନୀ ଜରିଆରେ ଦେଶମୁଖଙ୍କ ପାଖକୁ ପଠା ଯାଇଥିଲା। ଏହି ଶେଲ କମ୍ପାନୀ ଗୁଡ଼ିକ ମହାରାଷ୍ଟ୍ର ବାହାରେ ରହିଛି। ସେହିପରି କମ୍ପାନୀର ମାଲିକାନା ଦେଶମୁଖଙ୍କ ସମ୍ପର୍କୀୟଙ୍କ ନାଁରେ ରହିଛି। ଏହି ପ୍ରମାଣ ଜରିଆରେ ଇଡି ଅନୀଲ ଦେଶମୁଖଙ୍କୁ ଗିରଫ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story