ଭୋଟର ଆଇଡି ସହ ଲିଙ୍କ ହେବ ଆଧାର, ଲୋକସଭାରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ବିରୋଧ ସତ୍ତ୍ୱେ ଆଜି ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ପାରିତ ହୋଇଛି। ଏହାର ଅର୍ଥ ଭୋଟର କାର୍ଡ ସହ ଆଧାର ଲିଙ୍କ ପାଇଁ କେନ୍ଦ୍ର ସରକାର କରୁଥିବା ଯୋଜନା ଆଉ ଗୋଟିଏ ପାଦ ଆଗେଇଛି। ଲୋକସଭାରେ ବିଲ୍‌ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ  ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ଆଗତ କରିଥିଲେ। ବାଚନିକ ଭୋଟରେ ଏହି ବିଲ ଲୋକସଭାରେ ପାରିତ […]

jjji

jjji

Tapas Behera
  • Published: Monday, 20 December 2021
  • Updated: 20 December 2021, 05:22 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧ ସତ୍ତ୍ୱେ ଆଜି ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ପାରିତ ହୋଇଛି। ଏହାର ଅର୍ଥ ଭୋଟର କାର୍ଡ ସହ ଆଧାର ଲିଙ୍କ ପାଇଁ କେନ୍ଦ୍ର ସରକାର କରୁଥିବା ଯୋଜନା ଆଉ ଗୋଟିଏ ପାଦ ଆଗେଇଛି। ଲୋକସଭାରେ ବିଲ୍‌ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ  ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ଆଗତ କରିଥିଲେ। ବାଚନିକ ଭୋଟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି।

ତେବେ ଲୋକସଭାରେ ଏହି ବିଲକୁ କଂଗ୍ରେସ, ଏଆଇଏମଆଇଏମ, ବିଏସପି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ମୁଖ୍ୟତଃ ଏହି ବିଲ ଯୋଗୁ ନାଗରିକର ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ସେମାନେ ଏହି ବିଲ ଅସାମ୍ବିଧାନିକ କହିବା ସହ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। କିନ୍ତୁ ଲୋକସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ଏହି ବିଲ୍‌ ପାସ୍‌ ହୋଇଛି।

ବିରୋଧୀଙ୍କ ସବୁ ଦାବିକୁ ଭିତ୍ତହୀନ ବୋଲି ବିଲ୍‌ ଉପସ୍ଥାପନ ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଥିସହ ସେ କହିଥିଲେ ଯେ ଷ୍ଟାଣ୍ଡିଂ କମିଟିର ବିଭିନ୍ନ ପ୍ରସ୍ତାବକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବିଲର ମୁଖ୍ୟ ଭୂମିକା ରହିବ ବୋଲି ସେ କହିଥିଲେ। ବିଲ୍‌ ପାସ୍‌ ହେବା ପରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା। ତେଣୁ ବାଚସ୍ପତି ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ନିର୍ବାଚନୀ ସଂସ୍କାର ବିଲକୁ ମଂଜୁରୀ ମିଳିଥିଲା। ଦେଶରେ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ ଅଧିକ ସରଳ କରିବା ପାଇଁ ବିଲରେ ଅନେକ ବ୍ୟବସ୍ଥା ରହିଛି। ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆଧାର ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ୍ କରାଯିବ। ଏଥିପାଇଁ ଭାରତର ନିର୍ବାଚନ ଆୟୋଗ ବାରମ୍ବାର କହି ଆସୁଥିଲେ।

ଭୋଟର ଭାବେ ନିଜର ପଞ୍ଜିକୃତ କରିବା ପାଇଁ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ବର୍ଷକରେ ଥରେ ଅର୍ଥାତ ଜାନୁଆରୀ ୧ରେ ସୁଯୋଗ ମିଳୁଥିଲା। କିନ୍ତୁ ଏବେ ବର୍ଷକ ୪ଥର ସେମାନଙ୍କୁ ଭୋଟର ଭାବେ ପଞ୍ଜୀକରଣ ପାଇଁ ସୁଯୋଗ ମିଳିବ। ଜାନୁଆରୀ ୧ ସହ, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ପଞ୍ଜୀକରଣ ପାଇଁ ସୁବିଧା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story