ଟିକା ନେବାକୁ ମନା କରିବାରୁ ବିଜୁଳି କାଟିଲେ, ପାଣି ବନ୍ଦ କଲେ

ଭୋପାଲ: କରୋନା ବିରୋଧରେ ଟିକା ବାଧ୍ୟମୂଳକ ନୁହେଁ। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ କିମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ। କାହାକୁ ବି ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ଅନେକ ସ୍ଥାନରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ଅନେକ ପ୍ରକାରର ହଇରାଣ ହରକତ ହେବାକୁ ପଡ଼ିଥିବା ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ ମଧ୍ୟପ୍ରଦେଶରେ ଟିକା ନେବାକୁ ମନା କରିଥିବା ଗୋଟିଏ ପରିବାର ସହ ପ୍ରଶାସନ ଅତ୍ୟନ୍ତ ଅମାନବୀୟକାଣ୍ଡ […]

Vaccine

Vaccine

Hemant Lenka
  • Published: Saturday, 18 September 2021
  • Updated: 18 September 2021, 06:41 PM IST

Sports

Latest News

ଭୋପାଲ: କରୋନା ବିରୋଧରେ ଟିକା ବାଧ୍ୟମୂଳକ ନୁହେଁ। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ କିମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ। କାହାକୁ ବି ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ଅନେକ ସ୍ଥାନରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ଅନେକ ପ୍ରକାରର ହଇରାଣ ହରକତ ହେବାକୁ ପଡ଼ିଥିବା ଖବର ସାମ୍ନାକୁ ଆସୁଛି।

ଏହିକ୍ରମରେ ମଧ୍ୟପ୍ରଦେଶରେ ଟିକା ନେବାକୁ ମନା କରିଥିବା ଗୋଟିଏ ପରିବାର ସହ ପ୍ରଶାସନ ଅତ୍ୟନ୍ତ ଅମାନବୀୟକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଟିକା ନେବାକୁ ପରିବାର ଲୋକମନା କରିବାରୁ ସେମାନଙ୍କ ଘରକୁ ହୋଇଥିବା ବିଜୁଳି ସଂଯୋଗକୁ କାଟି ଦିଆଯାଇଛି।

ସେହିପରି ପାଣି ଯୋଗାଣ ବନ୍ଦ କରାଯାଇଥିବା ବେଳେ ପରିବାର ଲୋକଙ୍କ ରାସନ କାର୍ଡକୁ ଜବତ କରାଯାଇଛି। ଶୁକ୍ରବାର ଭାରତ ଟିକାକରଣରେ ବିଶ୍ୱ ରେକର୍ଡ କରିଥିବା ବେଳେ ମଧ୍ୟପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶରର ବରୱାନୀ ସ୍ଥିତ ପୂଜା ଷ୍ଟେଟ କଲୋନୀରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ କହିଛନ୍ତି ଯେ ଶୁକ୍ରବାର ସକାଳେ ଏସ୍‌ଡିଏମଙ୍କ ସହିତ ଟିକାକରଣ ପାଇଁ ଗୋଟିଏ ଟିମ ଆସିଥିଲେ। ସେମାନେ ଆମର ଟିକାକରଣ ହୋଇଛି କି ନାହିଁ ପଚାରିଥିଲେ। ଆମର ଆଲର୍ଜିର ଚିକିତ୍ସା ଚାଲିଥିବାରୁ ଆମେ ଏଯାଏ ଟିକା ନେଇନୁ ବୋଲି ସେମାନଙ୍କୁ କହିଥିଲୁ।

ଏହାଶୁଣି ସେମାନେ ଆଜି ହିଁ ଟିକା ନିଅନ୍ତୁ ବୋଲି କହିଥିଲେ। ଆମେ ତାଙ୍କୁ ୨୮ ତାରିଖରେ ଟିକା ନେଇଯିବୁ ବୋଲି କହିଥିଲୁ। କିନ୍ତୁ ସେମାନେ ଆମକୁ ଟିକା ନେବାକୁ ବାଧ୍ୟ କରିଥିଲେ। ଆମେ ତଥାପି ରାଜି ନ ହେବାକୁ ସେମାନେ ଆମ ଘରର ବିଜୁଳି କାଟି ଦେବା ସହ ପାଣି ଯୋଗାଣ ବନ୍ଦ କରି କରିବାକୁ ଧମକ ଦେଇଥିଲେ। ଏପରି ଧମକର କିଛି ସମୟରେ ଆଉ କିଛି ଅଧିକାରୀ ଆସି ଆମ ରାସନ କାର୍ଡକୁ ମଧ୍ୟ ଜବତ କରିଥିଲେ। ସେହିପରି ଆମ ବିଜୁଳି କାଟିବା ସହ ପାଣି ଯୋଗାଣକୁ ବନ୍ଦ କରିଦେଇଥିଲେ।

ଅନ୍ୟପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ପୁଣିଥରେ ଉକ୍ତ ପରିବାର ବର୍ଗଙ୍କୁ ସବୁ କିଛି ଫେରାଇ ଦିଆଯାଇଛି। ହେଲେ ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story