ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା, ୨ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ମହୀଶୂର: ଆଇବିର ଜଣେ ପୂର୍ବତନ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ନଭେମ୍ବର ୪ ତାରିଖରେ କର୍ଣ୍ଣାଟକାର ମହୀଶୂରରେ ଏହି ଘଟଣା ଘଟିଥିଲା। ହତ୍ୟା ବେଳର ଦୃଶ୍ୟ ସ୍ଥାନୀୟ ସିସିଟିଭିରେ ମଧ୍ୟ କଏଦ ହୋଇଥିଲା। ପୂର୍ବତନ ଗୁଇନ୍ଦା ଅଧିକାରୀ ଆରକେ କୁଲକର୍ଣ୍ଣି ନଭେମ୍ବର ୪ ତାରିଖ ସକାଳ ବେଳା ମହୀଶୂର ବିଶ୍ୱବିଦ୍ୟାଳୟର ମାନସାଗଙ୍ଗୋତ୍ରୀ କ୍ୟାମ୍ପସ ମଧ୍ୟରେ ରିଲାକ୍ସ ପାଇଁ ଚଲାବୁଲା କରୁଥିଲେ। ଏହି ସମୟରେ […]

accident

accident

Hemant Lenka
  • Published: Tuesday, 08 November 2022
  • Updated: 08 November 2022, 03:08 PM IST

Sports

Latest News

ମହୀଶୂର: ଆଇବିର ଜଣେ ପୂର୍ବତନ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ନଭେମ୍ବର ୪ ତାରିଖରେ କର୍ଣ୍ଣାଟକାର ମହୀଶୂରରେ ଏହି ଘଟଣା ଘଟିଥିଲା। ହତ୍ୟା ବେଳର ଦୃଶ୍ୟ ସ୍ଥାନୀୟ ସିସିଟିଭିରେ ମଧ୍ୟ କଏଦ ହୋଇଥିଲା।

ପୂର୍ବତନ ଗୁଇନ୍ଦା ଅଧିକାରୀ ଆରକେ କୁଲକର୍ଣ୍ଣି ନଭେମ୍ବର ୪ ତାରିଖ ସକାଳ ବେଳା ମହୀଶୂର ବିଶ୍ୱବିଦ୍ୟାଳୟର ମାନସାଗଙ୍ଗୋତ୍ରୀ କ୍ୟାମ୍ପସ ମଧ୍ୟରେ ରିଲାକ୍ସ ପାଇଁ ଚଲାବୁଲା କରୁଥିଲେ। ଏହି ସମୟରେ ନମ୍ବର ବିହୀନ ଗୋଟିଏ କାର୍‌ ଦ୍ରୁତ ଗତିରେ ଆସି ଶ୍ରୀ କୁଲକର୍ଣ୍ଣିଙ୍କୁ ସାମ୍ନାକୁ ପଟୁ ଧକ୍କା ଦେଇଥିଲା।

୮୨ ବର୍ଷୀୟ କୁଲକର୍ଣ୍ଣିଙ୍କୁ ସାମ୍ନା ପଟୁ ଧକ୍କା ଦେବା ପରେ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ପଛରେ କୁଲକର୍ଣ୍ଣିଙ୍କ ପଡ଼ୋଶୀ ଭାବେ ରହୁଥିବା ମଡାପ୍ପା ଓ ତାଙ୍କ ପୁଅର ହାତ ଥିବା ଅଭିଯୋଗ ହୋଇଥିଲା।

ଗୋଟିଏ ବିଲଡିଂର ନିର୍ମାଣକୁ ନେଇ ମଡାପ୍ପା ଓ କୁଲକର୍ଣ୍ଣିଙ୍କ ପରିବାର ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗିଥିଲା। ତେଣୁ ମଡାପ୍ପା ଓ ତାଙ୍କ ପୁଅ ଗାଡ଼ି ଚଢ଼ାଇ କୁଲକର୍ଣ୍ଣିଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକ ପୁଲିସକୁ କହିଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ୍‌ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଏହି ଟିମ୍‌ ଘଟଣାର ତଦନ୍ତ କରି ମଡାପ୍ପାଙ୍କ ପୁଅ ମନୁ ଓ ତାଙ୍କ ବନ୍ଧୁ ବରୁଣଙ୍କୁ ଗିରଫ କରିଛି।

ଶ୍ରୀ କୁଲକର୍ଣ୍ଣି ଦୀର୍ଘ ୩ ଦଶନ୍ଧି ଧରି ଆଇବି ପାଇଁ କାମ କରିବା ପରେ ୨୩ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story