ଚିଟ୍‌ଫଣ୍ଡ ଲିଙ୍କ: ବନ୍ଧା ହେଲେ ପୂର୍ବତନ ବିଧାୟକ

ବିଶାଖାପଟନମ୍‌: ବନ୍ଧା ହେଲେ ପୂବତନ ବିଧାୟକ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି। ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ, ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୁଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍‌ କରିଥିଲା। ଚଢ଼ାଉ ବେଳେ […]

MLA Malla Vijaya Prasad

MLA Malla Vijaya Prasad

Madhupriya Mistry
  • Published: Tuesday, 07 September 2021
  • Updated: 07 September 2021, 01:01 PM IST

Sports

Latest News

ବିଶାଖାପଟନମ୍‌: ବନ୍ଧା ହେଲେ ପୂବତନ ବିଧାୟକ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି। ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ, ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୁଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍‌ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏଥିସହ ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ।

ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।

୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ାଉ କରିଥିଲା।

ତାଙ୍କୁ ପଚରାଉଚରା ପାଇଁ ଓଡ଼ିଶା ଅଣାଯାଇପାରେ। ତାଙ୍କ ନାଁରେ ପୁଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି।

ବିଜୟ ପ୍ରସାଦଙ୍କ ୱେଲଫେର ଗ୍ରୁପ ଆଫ କମ୍ପାନୀ ୨୦୦୧ମସିହାରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀ ସାରା ଭାରତରେ ବ୍ୟବସାୟ କରିଥିଲା, କିନ୍ତୁ ଏହି କମ୍ପାନୀରେ ଜମାକାରୀଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଥିଲା।  ଗତ କିଛି ବର୍ଷ ପୂର୍ବେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା। ପରେ ୱେଲଫେର ବିଲଡିଂ ଆଣ୍ଡ ଇଷ୍ଟେଟ ନାମରେ ନୂତନ କମ୍ପାନୀ ନିର୍ମାଣ କରିଥିଲେ ଓ ବର୍ତ୍ତମାନ ସେ ଏହି କମ୍ପାନୀର ଚେୟାରମେନ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ଅନ୍ୟ ୨ଟି ଦୁର୍ନୀତି ମାମଲାରେ ସିବିଆଇ ଏମ୍‌ଭି ପ୍ରସାଦଙ୍କ ଘର ଓ କାର୍ଯ୍ୟାଳୟ ଯାଞ୍ଚ କରିସାରିଛି।

ପ୍ରକାଶ ଥାଉକି ଏମ. ବିଜୟ ପ୍ରସାଦ ୨୦୦୯ ମସିହାରେ ଆନ୍ଧ୍ରପ୍ରଦେଶ କଂଗ୍ରେସ ଦଳର ପ୍ରାଥୀ ରୂପେ ବିଶାଖାପାଟଣା ପଶ୍ଚିମ ଜୋନ ଆସନରୁ ବିଜୟୀ ହୋଇଥିଲେ।  ସେ ୨୦୧୯ ମସିହାରେ ୱାଇଏସଆର କଂଗ୍ରେସ ଦଳରେ ଯୋଗ ଦେଇଥିଲେ କିନ୍ତୁ ଚଳିତ ଥର ସେ ନିର୍ବାଚନ ହାରିଯାଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ୱେଲଫେର ଡେଭଲପମେଣ୍ଟ କର୍ପୋରେସନର ଚେୟାରମେନ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story