ସାବଧାନ…କାଙ୍ଗାଳ କରୁଛି QR କୋଡ୍‌!

ନୂଆଦିଲ୍ଲୀ: ଏବେ ଆଉ ନଗଦ ଟଙ୍କା ନୁହେଁ ଚାଲିଛି ଡିଜିଟାଲ ପେମେଣ୍ଟର ଯୁଗ। ଚୁଟ୍‌କିରେ ଟଙ୍କା ନେବା ଆଣିବା କରୁଛନ୍ତି ଲୋକେ। ମହାମାରୀ କରୋନା ଯୋଗୁଁ ଏବେ ସମସ୍ତେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି। ଏହା ସହଜ ଆଉ ସୁବିଧା ମଧ୍ୟ। QR କୋଡ୍‌କୁ ସ୍କାନ୍‌ କରି ଲୋକେ ଆଖି ପିଛୁଳାକେ ଟଙ୍କା ପଠାଇବା ସହ ଆଣୁଛନ୍ତି ମଧ୍ୟ। ଯଦି ଆପଣ ମଧ୍ୟ ଏଭଳି QR କୋଡ୍‌ ସ୍କାନ୍‌ କରି ଟଙ୍କା ପୈଠ କରୁଛନ୍ତି ତେବେ ସାବଧାନ। […]

QR code

QR code

Madhupriya Mistry
  • Published: Saturday, 15 January 2022
  • Updated: 15 January 2022, 06:29 PM IST

Sports

Latest News

ନୂଆଦିଲ୍ଲୀ: ଏବେ ଆଉ ନଗଦ ଟଙ୍କା ନୁହେଁ ଚାଲିଛି ଡିଜିଟାଲ ପେମେଣ୍ଟର ଯୁଗ। ଚୁଟ୍‌କିରେ ଟଙ୍କା ନେବା ଆଣିବା କରୁଛନ୍ତି ଲୋକେ। ମହାମାରୀ କରୋନା ଯୋଗୁଁ ଏବେ ସମସ୍ତେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି। ଏହା ସହଜ ଆଉ ସୁବିଧା ମଧ୍ୟ। QR କୋଡ୍‌କୁ ସ୍କାନ୍‌ କରି ଲୋକେ ଆଖି ପିଛୁଳାକେ ଟଙ୍କା ପଠାଇବା ସହ ଆଣୁଛନ୍ତି ମଧ୍ୟ। ଯଦି ଆପଣ ମଧ୍ୟ ଏଭଳି QR କୋଡ୍‌ ସ୍କାନ୍‌ କରି ଟଙ୍କା ପୈଠ କରୁଛନ୍ତି ତେବେ ସାବଧାନ। ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହି QR କୋଡ୍ ଆପଣଙ୍କୁ କରିପାରେ କାଙ୍ଗାଳ।

ଆପଣ ଯେକୌଣସି ମୁହୂର୍ତ୍ତରେ ବି ହ୍ୟାକର୍ସଙ୍କ ଟାର୍ଗେଟ୍‌ରେ ଆସିପାରନ୍ତି। କାରଣ ଏବେ ଠକମାନେ ଲୋକଙ୍କୁ ଠକିବା ପାଇଁ QR କୋଡ୍‌କୁ ନୂଆ ହତିଆର ବନାଇଛନ୍ତି। ଏନେଇ ବିଶେଷଜ୍ଞମାନେ ଚେତାବନୀ ଜାରି କରିଛନ୍ତି।

Best QR Code Scanner for Your POS System - talech Thrive

ମହାମାରୀ ପରଠାରୁ QR କୋଡ୍‌କୁ ବ୍ୟବହାର କରି ପେମେଣ୍ଟ କରିବା ଏକ ସାଧାରଣ କଥା ପାଲଟିଛି। ରେଷ୍ଟୁରାଣ୍ଟରେ ଚେକ୍‌ ଇନ୍‌ କରିବାଠାରୁ ଆରମ୍ଭ କରି କଲ୍‌ ଟ୍ରସିଂ ଯାଏଁ ସବୁଠି QR କୋଡ୍‌ ବ୍ୟବହାର ହେଉଛି। ମାତ୍ର ଠକମାନେ ଏହାକୁ ମାଧ୍ୟମ କରି ଲୋକଙ୍କ ପକେଟ୍ ଖାଲି କରିବାକୁ ଚେଷ୍ଟା ଚଳାଇଛନ୍ତି।

ଠକଙ୍କ ନୂତନ ଚାଲ୍‌ ଅନୁଯାୟୀ QR କୋଡ୍ ବିଶିଷ୍ଟ ଏକ ଫିଶିଂ ଇମେଲ୍ ସାମ୍ନାକୁ ଆସିଛି। ଏହାକୁ ସ୍କାନ କଲେ ଆପଣଙ୍କ ଫୋନ୍ ମେଲଓ୍ଵେରରେ ସଂକ୍ରମିତ ହେବନି, କିନ୍ତୁ ଏହା ଜରିଆରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଏବଂ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ। ସିଏନଇଟି ନିଜର ରିପୋର୍ଟରେ ଏହି ସୂଚନା ଦେଇଛି। ଏହି ଠକେଇ ସସମ୍ୟା ଏବେ ଦ୍ରୁତ ଗତିରେ ବଢ଼ି ଚାଲିଥିବା ନେଇ ସେ କହିଛି।

ଲୋକମାନେ ଖୁବ ସହଜରେ ଠକମାନଙ୍କ ଏହି ଜାଲରେ ଫସୁଛନ୍ତି, କାରଣ ତାଙ୍କ ସାମ୍ନାରେ ଥିବା QR କୋଡ୍‌ ଏକ ସାଧାରଣ QR କୋଡ୍‌ ଭଳି ଦେଖାଏ, ଆଉ ଏହାକୁ ସ୍କାନ କରିବା ପରେ ସେମାନେ ଠକାମିର ଶିକାର ହୋଇଯାଆନ୍ତି। ଏହା ସୁରକ୍ଷା ବିଶେଷଜ୍ଞଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ। କାରଣ ଏଭଳି ହ୍ୟାକର୍ସଙ୍କ ଉପରେ ନଜର ରଖିବା ମୁସ୍କିଲ।

F5ର ସାଇବର ସୁରକ୍ଷା ବିଶେଷଜ୍ଞ ଆଞ୍ଜେଲ ଗ୍ରାଣ୍ଟ କହିଛନ୍ତି, 'ଯେବେ ବି କିଛି ନୂଆ ଟେକ୍‌ନିକ୍‌ ସାମ୍ନାକୁ ଆସେ, ସାଇବର ଅପରାଧୀ ଏହାର ଫାଇଦା ଉଠାଇବା ପାଇଁ  ବିଭିନ୍ନ ବାଟ ଖୋଜିବାକୁ ଉଦ୍ୟମ କରନ୍ତି। କାରଣ ଏଦ୍ୱାରା ଲୋକଙ୍କ ସହିତ ହେରଫେର କରିବା ସହଜ ହୋଇଯାଏ। ସେପଟେ ସାଧାରଣ ଲୋକେ ମଧ୍ୟ ଠକଙ୍କ ଏଭଳି ଚାଲ୍‌କୁ ବୁଝିପାରନ୍ତି ନାହିଁ।'

ବିଶେଷଜ୍ଞ QR କୋଡ୍ ସ୍କାନ କରିବା ସମୟରେ ସାବଧାନ ରହିବାକୁ କହିଛନ୍ତି। ଇ-ମେଲ୍‌ ମାଧ୍ୟମରେ QR କୋଡ୍‌ ଆସିବା ଏକ ଅଦ୍ଭୁତ ଲାଗେ, ତେଣୁ ଏଥିରୁ ସତର୍କ ରୁହନ୍ତୁ। ଯଦି ମନରେ କିଛି ସନ୍ଦେହ ଆସେ ତେବେ ତୁରନ୍ତ ଏଥିରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story