ସ୍କ୍ରାପ୍ ଗୋଡାଉନ୍‌ରେ ବିସ୍ପୋରଣ : ୨ ମୃତ

ହାଇଦ୍ରାବାଦ: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଅନନ୍ତପୁରର ଏନଟିଆର ମାର୍ଗରେ ଅବସ୍ଥିତ ଏକ ସ୍କ୍ରାପ ଗୋଡାଉନରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନନ୍ତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଘଟଣାସ୍ଥଳରେ ଫରେନସିକ୍ ବିଶେଷଜ୍ଞ ପହଞ୍ଚି […]

chinportexplosion

chinportexplosion

Tapas Behera
  • Published: Tuesday, 14 December 2021
  • Updated: 15 December 2021, 07:07 AM IST

Sports

Latest News

ହାଇଦ୍ରାବାଦ: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଅନନ୍ତପୁରର ଏନଟିଆର ମାର୍ଗରେ ଅବସ୍ଥିତ ଏକ ସ୍କ୍ରାପ ଗୋଡାଉନରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନନ୍ତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଘଟଣାସ୍ଥଳରେ ଫରେନସିକ୍ ବିଶେଷଜ୍ଞ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ମେସିନରେ ସ୍କ୍ରାପିଂ ଚାଲୁଥିବା ବେଳେ ଅଚାନକ ସନ୍ଦେହଜନକ ବିସ୍ଫୋରଣ ଘଟିଥିଲା ।  ଆଉ ମେସିନ୍‌ ବ୍ଲେଡରେ କଟି ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଅନନ୍ତପୁର ଡିଏସପି ଭେରା ରାଘା ରେଡ୍ଡୀ ଏହି ସୂଚନା ଦେଇଛନ୍ତି। । ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ବିସ୍ଫୋରଣ ବିଷୟରେ ଜାଣିବା ପରେ ସ୍ଥାନୀୟ ବିଧାୟକ ଅନନ୍ତ ଭେଙ୍କଟାରାମି ରେଡ୍ଡୀ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସେଠାରେ ସେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ତା ପଚାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story