ବେଙ୍ଗାଲୁରୁ-କୋଲକାତା ଏକ୍ସପ୍ରେସ୍‌ରେ ନିଆଁ

trainj

trainj

Tapas Behera
  • Published: Sunday, 27 November 2022
  • Updated: 27 November 2022, 05:21 PM IST

Sports

Latest News

ହାଇଦ୍ରାବାଦ: ବେଙ୍ଗାଲୁରୁ-କୋଲକାତା ଏକ୍ସପ୍ରେସ୍‌ରେ ନିଆଁ।  ଉକ୍ତ ଏକ୍ସପ୍ରେସର S9 ଏସି କୋଚରେ ନିଆଁ ଲାଗିଛି। ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ହାଓଡ଼ା ଏକ୍ସପ୍ରେସ୍‌ରେ ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଏସ୍‌-୯ ଏସି କୋଚ୍‌ରେ  ନିଆଁ ଲାଗିବା ପରେ ଆନ୍ଧ୍ରପ୍ରଦେଶର କୁପ୍ପମ ଷ୍ଟେସନ୍‌ରେ ଗାଡ଼ିକୁ ଅଟକାଯାଇଛି। ଟ୍ରେନ୍‌ରେ ନିଆଁ ଲାଗିବା ନେଇ ଲୋକୋମୋଟିଭ୍ ପାଇଲଟ ସତର୍କ କରାଇଥିଲେ। ଏହାପରେ ଟ୍ରେନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories